ପିସିସି ସଭାପତି ବଦଳିଲେ ହେଲେ ତୁଟିଲାନି କଂଗ୍ରେସ କଳି: ସଂପାଦକ ପଦରୁ ମୋକିମ୍ ଇସ୍ତଫା ଦେବା ପରେ ଦଳ ଛାଡିବା ନେଇ…
କନକ ବ୍ୟୁରୋ: କଟକର ନାଳ ପାଣିରେ ପଶି ପ୍ରତିବାଦ କରୁଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ସହର ମଧ୍ୟରେ ଥିବା ପେଟାନାଳର ପୁନଃରୁଦ୍ଧାର ପାଇଁ ଦାବି କରିଛନ୍ତିି । କିନ୍ତୁ ଏତିକିବେଳେ ମୋକିମଙ୍କ ଦଳ ଛାଡିବା ନେଇ ଚର୍ଚ୍ଚା ମଧ୍ୟ ଜୋର ଧରୁଛି । କାରଣ ଏହା ଭିତରେ ସେ ଦଳୀୟ ସମ୍ପାଦକ ପଦରୁ…