Daily Archives

June 25, 2022

ଗୁଜରାଟ ଦଙ୍ଗା ମାମଲାରେ ପ୍ରତିକ୍ରିୟା ରଖିଲେ କେନ୍ଦ୍ରଗୃହ ମନ୍ତ୍ରୀ। ୧୯ବର୍ଷ ଧରି ଶିବଙ୍କ ପରି ବିଷପାନ କରି ଦିନ…

କନକ ବ୍ୟୁରୋ : ୨୦୦୨ ମସିହାର ଗୁଜରାଟ ଦଙ୍ଗା ମାମଲା । ଏହି ବହୁ ଚର୍ଚ୍ଚିତ ତଥା ବିବାଦୀୟ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏସଆଇଟି ଦେଇଥିବା କ୍ଲିନଚିଟ ଫଇସଲାକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । କ୍ଲିନଚିଟ ପାଇବା ପରେ ମୋଦି ଓ ଗୁଜରାଟ ଦଙ୍ଗାକୁ ନେଇ ବର୍ତ୍ତମାନ ମୁହଁ…

ଆଇନ ଭାଙ୍ଗିଲେ ଆଇନ ତିଆରି କରୁଥବା ମନ୍ତ୍ରୀ ଓ ବିଧାୟକ । ହେଲମେଟ୍ ନ ପିନ୍ଧିବାରୁ ଗଣିଲେ ଫାଇନ 

କନକ ବ୍ୟୁରୋ: ଟ୍ରାଫିକ ନିୟମ ଭାଙ୍ଗି ତଣ୍ଡ ଗଣିଲେ ମନ୍ତ୍ରୀ ଓ ବିଧାୟକ । ବାଲେଶ୍ୱରରେ ବିନା ହେଲମେଟରେ ସଦର ବିଧାୟକ ସ୍ୱରୂପ ଦାସ ଗାଡି ଚଳାଉଥିବା ବେଳେ ପଛରେ ବସିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ବିଭିନ୍ନ ସ୍କୁଲକୁ ଅଚାନକ ପରିଦର୍ଶନରେ ବାହାରିଥିବା ବେଳେ ମନ୍ତ୍ରୀ ଓ ସାଥିରେ ଥିବା…

ଗିନିଜ୍ ବୁକ୍ ଅଫ୍ ରେକର୍ଡରେ କେନ୍ଦୁଝର ରଥ ସ୍ଥାନ ପାଇବା ନେଇ କ୍ଷୋଭ ପ୍ରକାଶ କଲେ ଗଜପତି । କହିଲେ, ଜଗନ୍ନାଥ ପରମ୍ପରା…

କନକ ବ୍ୟୁରୋ: ସବୁଠୁ ଅଧିକ ଉଚ୍ଚର ରଥ ଭାବେ କେନ୍ଦୁଝର ରଥକୁ ନିକଟରେ ଗିନିଜ ବୁକ୍ ଅଫ ରେକଡର୍ସରେ ସ୍ଥାନ ମିଳିଛି । ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପୁରୀ ଗଜପତି ଦିବ୍ୟସିଂହ ଦେବ । ସେ କହିଛନ୍ତି ଯେ, ପୁରୀ ରଥ ହିଁ ସବୁଠୁ ଉଚ୍ଚ ହେବା କଥା । ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ମୂଳପୀଠ…

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲା ରାହୁଲ । ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ନିଜ ଗାଁକୁ ଫେରିଲା । ଗାଁରେ…

କନକ ବ୍ୟୁରୋ: ବୋରୱେଲ ଭିତରେ ଦୀର୍ଘ ୧୦୫ ଘଣ୍ଟାର ସଂଘର୍ଷ । ୧୦ ଦିନ ଧରି ଡାକ୍ତରଖାନାରେ ଜୀବନ ମରଣ ସହ ଲଢେଇ । ଆଉ ଶେଷରେ ମୃତ୍ୟୁକୁ ମାତ୍ ଦେଇ ଜିତିଲା ଜୀବନ । ଛତିଶଗଡ ଜାଞ୍ଜଗିର ବୋରୱେଲ ଭିତରୁ ଉଦ୍ଧାର ହୋଇ ବିଲାସପୁର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ରାହୁଲ ଆଜି ଡାକ୍ତରଖାନାରୁ ନିଜ…

ଅପରାଧୀଙ୍କ ହାତରେ କେଉଁଠୁ ଆସିଲା ଅତ୍ୟାଧୁନିକ ଏକେ-୪୭ ବନ୍ଧୁକ? ରାଉରକେଲାରେ ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ…

କନକ ବ୍ୟୁରୋ: ଅପରାଧୀଙ୍କ ହାତରେ ଏକେ-୪୭ ଭଳି ମାରଣାସ୍ତ୍ର । ଏଭଳି ଏକ ଖବର ଆସିଛି ଇସ୍ପାତ ନଗରୀ ରାଉରକେଲାରୁ । ଅପରାଧ ଘଟାଇବା ପାଇଁ ଯାଉଥିବା ବେଳେ ରାଉରକେଲା ପୋଲିସ ଏନକାଉଣ୍ଟର କରିଥିଲା ଓ ପୋଲିସ ଉପରକୁ ଗୁଳି କରି ଖସିଯିବାକୁ ଉଦ୍ୟମ କରୁଥିବା ବେଳେ କାବୁ କରିଥିବା ଅପରାଧୀଙ୍କ ନିକଟରୁ…

ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟାକୁ ନେଇ ବଢୁଛି ରହସ୍ୟ । କେଉଁ କାରଣ ପାଇଁ ମାନସିକ ଚାପରେ ଥିଲେ ରାଇମୋହନ?

କନକ ବ୍ୟୁରୋ: ଓଲିଉଡର ଲୋକପ୍ରିୟ ଅଭିନେତା ତଥା ଘରେ ଘରେ ଯାତ୍ରା ଜଗତର ଜଣାଶୁଣା କଳାକାର ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା ନେଇ ବଢୁଛି ସନ୍ଦେହ । ଗୋଟିଏ ପଟେ ଆଜି ତାଙ୍କର ବିବାହ ବାର୍ଷିକ ଥିଲା । ଅନ୍ୟପଟେ ଏହା ପୂର୍ବରୁ ଗତକାଲି କାହିଁକି ଓ କେଉଁ ପରିସ୍ଥିତିରେ ରାଇମୋହନ, ଆତ୍ମହତ୍ୟା ପରି…