Daily Archives

June 23, 2022

ଥମିବାର ନା ନେଉନି ଆସାମ ବନ୍ୟା,୫୫ ଲକ୍ଷ ଲୋକ ପ୍ରଭାବିତ

କନକ ବ୍ୟୁରୋ : ଆସାମରେ ବନ୍ୟା ପରିସ୍ଥିତି ଥମିବାରେ ନାଁ ଧରୁନାହିଁ । ଶହ ଶହ ଲୋକ ବନ୍ୟା କାରଣରୁ ନିଜ ବାସ ହରାଇଥିବାବେଳେ ସେମାନଙ୍କ ଜୀବିକା ମଧ୍ୟ ପ୍ରଭାବିତ ହୋଇଛି ।  ଚାରିଆଡେ ଜଳର ଅତ୍ୟାଧିକ ମାତ୍ରା ଉଭୟ ମଣିଷ ଓ ଜୀବଙ୍କୁ ବିପଦରେ ପକାଇଛି । ଚାରିଆଡେ ପାଣି ହିଁ ପାଣି , …

ଚୀନ ଟାର୍ଗେଟରେ ତାଇୱାନ, ତାଇୱାନ ବାୟୁସୀମାରେ  ଚୀନର ଅନୁପ୍ରବେଶ

କନକ ବ୍ୟୁରୋ : ଦୀର୍ଘ ଦିନ ଧରି ଚାଲିଛି ରୁଷ-ୟୁକ୍ରେନ ଯୁଦ୍ଧ । ଯାହାକୁ ନେଇ  ଚିନ୍ତାରେ ସାରା ବିଶ୍ୱ । ସେପଟେ ପୁଣି ଚିନ୍ତା ବଢାଇଛି ଚୀନ । ତାଇୱାନ ଉପରେ କୌଣସି ସମୟରେ ଚୀନ ସେନା ଆକ୍ରମଣ କରିବା ନେଇ ଆଶଙ୍କା ବୃଦ୍ଧି ପାଇଛି । ଖବର ଅନୁୁସାରେ ତାଇୱାନକୁ ଚୀନ ନିଜର ୨୯ଟି ଯୁଦ୍ଧ ବିମାନ…

ମହାରାଷ୍ଟ୍ର ମହାଭାରତରେ ଭାରି ପଡୁଛି ସିନ୍ଦେଙ୍କ ପଲା, ଜାଣନ୍ତୁ ଆଗକୁ କଣ କଣ ଘଟିପାରେ !

କନକ ବ୍ୟୁରୋ : ମହାରାଷ୍ଟ୍ରର କ୍ଷମତା ସଂକଟ ଏବେ ରୋମଞ୍ଚକର ମୋଡରେ ପହଂଚିଛି । ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ଏକ ଫଟୋ ଜାରି କରି ତାଙ୍କ ସମର୍ଥରେ ୪୯ ବିଧାୟକ ଥିବା କଥା ଦାବି କରିଛନ୍ତି  । ସେପଟେ ଶିବସେନା ପ୍ରମୁଖ ସଂଜୟ ରାୱତ ଗଣମାଧ୍ୟମକୁ କହିଛନ୍ତି କି ଆବଶ୍ୟକ ପଡିଲେ ସେ…

କ୍ଷମତା ସଂକଟରେ ମହାରାଷ୍ଟ୍ର ସରକାର, ଗ୍ୱାହାଟିରେ ଡେରା ପକାଇଛନ୍ତି ଶିବସେନାର ବିଦ୍ରୋହମି ବିଧାୟକଙ୍କ ସହ ଏକନାଥ…

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜ୍ୟ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ସଙ୍କଟରେ ପଡିଛି ଉଦ୍ଧବଙ୍କ ସରକାର । କୌଣସି ମୁହୁର୍ତରେ ପୁରୁଣା ସରକାର ଭାଙ୍ଗି ରାଜ୍ୟରେ କ୍ଷମତା ବଦଳିପାରେ । ଏହା ଭିତରେ ମହାରାଷ୍ଟ୍ରର ଚିତ୍ର ବଦଳିବାରେ ଲାଗିଛି । ଗ୍ୱାହାଟିରେ ଡେରା ପକାଇଛନ୍ତି ଶିବସେନାର…

ସଙ୍କଟରେ ମହାରାଷ୍ଟ୍ର ସରକାର: ଶିବସେନା କହିଲା, ୨୪ ଘଂଟା ଭିତରେ ବିଦ୍ରୋହୀ ବିଧାୟକ ଫେରିଲେ, ମେଂଟରୁ ଓହରି ଆସିବ ଦଳ

କନକ ବ୍ୟୁରୋ: ଗୋଟିଏ ପଟେ ଗୌହାଟିର ଏକ ହୋଟେଲରେ ଶିବସେନାର ଅସନ୍ତୁଷ୍ଟ ବିଧାୟକ । .. ଆଉ ଗୋଟିଏ ପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସରକାରୀ ବାସଭବନ ଛାଡି ମାତୋଶ୍ରୀକୁ ଫେରିଛନ୍ତି । ଏନସିପି ଏବଂ କଂଗ୍ରେସ ସହ ମେଂଟ ଭାଙ୍ଗିବାକୁ ବିଦ୍ରୋହୀ ବିଧାୟକଙ୍କ ନେତୃତ୍ୱ ନେଉଥିବା…

ଦିଲ୍ଲୀରେ ଦ୍ରୌପଦୀ ମୁର୍ମୁ । ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟି ଜଣାଇଲେ ଧନ୍ୟବାଦ । କାଲି…

କନକ ବ୍ୟୁରୋ: ଦ୍ରୌପଦୀ ମୁର୍ମୁ ଦିଲ୍ଲୀରେ ପହଁଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଭେଟିଛନ୍ତି ଏବଂ ଟୁଇଟ୍ କରି କହିଛନ୍ତି ସେ ତୃଣମୂଳ ସ୍ତରରେ ସମସ୍ୟାକୁ ଖୁବ ଭଲଭାବରେ ବୁଝିପାରନ୍ତି । ତେଣୁ ଭାରତର ବିକାଶ ଦିଗରେ ଏହା ସହାୟକ ହେବ । ସେପଟେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଦ୍ରୌପଦୀ…