Daily Archives

June 22, 2022

ଉଦ୍ଧବ ଠାକରେଙ୍କ ଆହ୍ୱାନ, କହିଲେ ଜଣେ ବି ଶିବସେନା ବିଧାୟକ କହିଲେ ମୁଁ ପଦ ଛାଡିବାକୁ ପ୍ରସ୍ତୁତ

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ସରକାରଙ୍କୁ ନେଇ ସସ୍ପେନ୍ସ ଜାରି ରହିଛି । ଏହି କ୍ରମରେ ଉଦ୍ଧବ ଠାକରେ ସୋସିଆଲ ମିଡିଆରେ ନିଜର ମତ ରଖିଛନ୍ତି । ସେ କହିଛନ୍ତି କି ଶିବସେନାର ଜଣେ ବିଧାୟକ ତାଙ୍କୁ ଅଯୋଗ୍ୟ ବୋଲି କହିଲେ ସେ ତୁରନ୍ତ ପଦ ଛାଡିଦେବେ । ଏହାସହ ଶିବସେନାକୁ ନେଇ…

ଏକନାଥଙ୍କ ସମର୍ଥନରେ ୩୪ ବିଧାୟକଙ୍କ ଚିଠି । ଉପବାଚସ୍ପତିଙ୍କୁ ଚିଠିରେ ଲେଖିଲେ, ‘ଏକନାଥଙ୍କ ସହ ଆମେ ରହିଛୁ’

କନକ ବ୍ୟୁରୋ: ଶିବସେନାର ବିଦ୍ରୋହୀ ୩୪ ବିଧାୟକ ଏକନାଥ ସିନେ୍ଧଙ୍କ ସମର୍ଥନରେ ବାହାରିଛନ୍ତି । ସେମାନେ ମହାରାଷ୍ଟ୍ର ବିଧାନସଭାର ଉପବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି । ‘ଏକନାଥଙ୍କ ସହ ଆମେ ରହିଛୁ’ ବୋଲି ସମସ୍ତେ ମିଳିତ ସ୍ୱରରେ କହିଛନ୍ତି । ଏହିଚିଠିରେ ସମସ୍ତଙ୍କ ହସ୍ତାକ୍ଷର ମଧ୍ୟ ରହିଛି ।…

ବରଗଡର ଲସ୍ତଲା ଗାଁରେ କଙ୍ଗାରୁ କୋର୍ଟ: ମାଛଚୋରି ଅଭିଯୋଗରେ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଗାଁର ଲୋକେ

କନକ ବ୍ୟୁରୋ: ବରଗଡରେ କଙ୍ଗାରୁକୋର୍ଟ । ପୋଖରୀରୁ ମାଛ ଚୋରି ଅଭିଯୋଗରେ ଜଣେ ଆଦିବାସୀକୁ ଏକ ଖୁଂଟରେ ବାନ୍ଧି ନିସ୍ତୁକ ମାଡ ମାରିଛନ୍ତି ଗ୍ରାମବାସୀ । ଅତାବିରା ଥାନା ଅନ୍ତର୍ଗତ ଲସ୍ତଲା ଗାଁରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଦିବାସୀ ଯୁବକ ଜଣକ ଶୌତ…

BIITM ପକ୍ଷରୁ ପାଳିତ ହୋଇଛି ଆନ୍ତର୍ଜାତୀୟ ଯୋଗ ଦିବସ, ଯୋଗର ମୌଳିକ ଗୁରୁତ୍ୱ ଉପରେ ଆଲୋଚନା

କନକ ବ୍ୟୁରୋ : BIITM ପକ୍ଷରୁ ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ‘ଯୋଗ ପାଇଁ ମାନବିକତା’ ନାମରେ ନାମିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭାରତୀୟ ଯୋଗ ସଂସ୍ଥାନର ଜିଲ୍ଲା ସଚିବ ବିଜୟଲକ୍ଷ୍ମୀ ସାମଲ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଆମନ୍ତ୍ରିତ…

ଦ୍ରୌପଦୀଙ୍କୁ ନବୀନଙ୍କ ସମର୍ଥନ। ଦଳମତ ନିର୍ବିଶେଷରେ ସମର୍ଥନ ପାଇଁ ବିଧାୟକଙ୍କୁ ଅପିଲ। 

କନକ ବ୍ୟୁରୋ: ଦ୍ରୌପଦୀଙ୍କୁ ନବୀନଙ୍କ ସମର୍ଥନ । ରାଷ୍ଟ୍ରପତି ନିର୍ବାଚନରେ ଏନଡିଏର ପ୍ରାର୍ଥୀ ଦ୍ରୌପଦୀଙ୍କୁ ଦଳମତ ନିର୍ବିଶେଷରେ ସମର୍ଥନ ପାଇଁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ସମସ୍ତ ବିଧାୟକଙ୍କୁ ସମର୍ଥନ ମାଗିଛନ୍ତି । ଦେଶର ସର୍ବୋଚ୍ଚ ପଦରେ ଓଡିଆ…

ଆସିଲା ରଶ୍ମିରେଖା ଓଝାଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ: ଅଭିନେତ୍ରୀ ଆତ୍ମହତ୍ୟା କରିଥିବା ରିପୋର୍ଟରେ ଉଲ୍ଲେଖ

କନକ ବ୍ୟୁରୋ: ଟେଲିଭିଜନ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ରହସ୍ୟ ବଢିବାରେ ଲାଗିଛି । ଏହାରି ଭିତରେ ରଶ୍ମିରେଖାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ଅଭିନେତ୍ରୀ ଜଣକ ଆତ୍ମହତ୍ୟା କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ବେକରେ ରଶି ଲଗାଇ ଝୁଲି ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବା…