Daily Archives

June 22, 2022

ଦ୍ରୌପଦୀଙ୍କ ପ୍ରାର୍ଥୀତ୍ୱଙ୍କୁ ନବୀନଙ୍କ ସମର୍ଥନ । ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକ ସମର୍ଥନ ଦେବାକୁ ଆହ୍ୱାନ

କନକ ବ୍ୟୁରୋ: ଓଡିଆ ଝିଅକୁ ଜିତାଇ ଦିଅ । ଟୁଇଟ କରି ଏହି ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ । ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବା ଲାଗି ନବୀନ ଅପିଲ୍ କରିଛନ୍ତି । ଏଥିରୁ ସ୍ପଷ୍ଟ ହୋଇଛି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ…

ଠାକୁରଙ୍କୁ ବି ଛାଡ଼ିଲେନି ଚୋର: ଜଗତସିଂହପୁର ଗୋରଖନାଥ ପୀଠରେ ଥିବା ହୁଣ୍ଡିରୁ ଲୁଟିନେଲେ ଟଙ୍କା

କନକ ବ୍ୟୁରୋ: ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୋରେଖନାଥ ପୀଠରୁ ଚୋରି । ମଙ୍ଗଳବାର ରାତିରେ ମନ୍ଦିରର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଗତ ୬ ମାସ ତଳେ ହୁଣ୍ଡିରୁ ଟଙ୍କା ଗଣାଯାଇଥିଲା । ସେବେଠାରୁ ଶ୍ରଦ୍ଧାଳୁ ଟଙ୍କା ଦାନ କରିଚାଲିଛନ୍ତି । ତେବେ…

ବଲାଙ୍ଗିରରେ ଧାନକିଣାରେ ବ୍ୟାପକ ଦୁର୍ନୀତିର ଅଭିଯୋଗ: ପ୍ୟାକ୍ସ ବଦଳରେ ରାଇସ ମିଲରେ ହେଉଛି ଧାନ କିଣା

କନକ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲାରେ ଧାନ କିଣାବିକାରେ ଦୁର୍ନୀତି । ଅଧିକାରୀଙ୍କ ଛତ୍ରଛାୟାରେ ବେଧଡ଼କ ମିଲର୍ସ ଓ ପ୍ୟାକ୍ସ ସମ୍ପାଦକମାନେ ଚାଷୀଙ୍କୁ ହଇରାଣ କରୁଛନ୍ତି । ଚାଷୀ କଠିନ ପରିଶ୍ରମ କରି ଝାଳ ବୁହାଇ ଧାନ ଅମଳ କରିଥାଏ । ହେଲେ ବିକ୍ରି ସମୟରେ ବିଭିନ୍ନ ଆଳରେ ମିଲର୍ସ ମନ ଇଚ୍ଛା କଟନୀ…

ଜ୍ୱରରେ ପୀଡ଼ିତ ଶ୍ରୀଜିଉଙ୍କ ପାଇଁ ପଠାଗଲା ଫଳଭାର। କାକଟପୁର ବିଶ୍ୱାମିତ୍ର ଆଶ୍ରମ ଓ ଦେଉଳୀ ମଠରୁ ଶଗଡ଼ିରେ ପହଞ୍ଚିଲା…

କନକ ବ୍ୟୁରୋ: ଅଣସର ପିଣ୍ଡିରେ ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କ ପାଇଁ କାକଟପୁର ବିଶ୍ୱାମିତ୍ର ଆଶ୍ରମରୁ ଶୀକ୍ଷେତ୍ରରେ ଫଳଭାର ପହଞ୍ଚିଛି । ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁ ସ୍ନାନ କରି ଏବେ ଅଣସର ପିଣ୍ଡିରେ ଜ୍ୱରରେ ପୀଡ଼ିତ ହୋଇଛନ୍ତି । ଏହି ସମୟରେ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ବିଭିନ୍ନ…

ଆମ୍ବ ଖାଇଲାବେଳେ ଗିଳିଦେଲେ ଟାକୁଆ । ଦେଖନ୍ତୁ, ଏକ୍ସରେ ରିପୋର୍ଟ ଫଟୋ…

କନକ ବ୍ୟୁରୋ : ଆମ୍ବ ଖାଇଲାବେଳେ ଗିଳି ଦେଲେ ଟାକୁଆ । ଆଉ ଟାକୁଆ ଯାଇ ଲାଖିଲା ବେକ ତଳେ । ଏ କଥାଟି ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ । ହେଲେ ଏପରି ଏକ ଖବର ଆସିଛି କଟକ ସହରରୁ । ଜଣେ ବ୍ୟକ୍ତି ଆମ୍ବ ଖାଇଲାବେଳେ ଭୁଲ ବଶତଃ ଟାକୁଆ ଗିଳିଦେବାରୁ ତାଙ୍କୁ ନାହିଁ ନଥିବା ଅସୁବିଧାର…

ଆଣ୍ଠୁଏ ପାଣିରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ: କେନ୍ଦୁଝର ଜିଲ୍ଲାରୁ ଆସିଲା ବିଦ୍ୟାଳୟର ବିକଳ ଚିତ୍ର

କନକ ବ୍ୟୁରୋ: ଫାଇଭ୍-ଟି ରୁପାନ୍ତରିତ ଶ୍ରେଣୀ ଗୃହରେ ଆଣ୍ଠୁଏ ପାଣି । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ରାଜନଗର ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା କ୍ଲାସ୍ ରୁମରେ ପାଣି ପଶିବା ଦ୍ୱାରା ଛାତ୍ରଛାତ୍ରୀଙ୍କୁ ନାହିଁ ନଥିବା ସମସ୍ୟା ଭୋଗିବାକୁ ପଡ଼ିଛି । ଫାଇଭ୍-ଟି ରୁପାନ୍ତରିତ ଏହି ଉଚ୍ଚ…