ରାଷ୍ଟ୍ରପତି ନିର୍ବାଚନ ପାଇଁ ମେଳି କଲେ ମମତା। ୨୨ଟି ଅଣଏନଡିଏ ଦଳ ମଧ୍ୟରୁ ବୈଠକରେ ଯୋଗ ଦେଲେ ୧୬ଟି ଦଳ।
କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନ ପାଇଁ ମଝିରେ ଆଉ ଗୋଟିଏ ମାସ ଥିବା ବେଳେ ଦେଶ ରାଜନୀତିରେ ବିଭିନ୍ନ ରାଜନୈତିକ ସମୀକରଣ ତିଆରି ହେଉଛି । ମମତା, ବିରୋଧୀଙ୍କ ନେତୃତ୍ୱ ନେଉଥିବା ବେଳେ କିଛି ଦଳ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି ।
ଦିଲ୍ଲୀ କଂଷ୍ଟିଚ୍ୟୁସନ କ୍ଲବ, ଯେଉଁଠାରେ…