Daily Archives

June 14, 2022

ଦ୍ୱିତୀୟ ଦିନରେ ରାହୁଲଙ୍କୁ ଇଡିର ଜେରା। ନ୍ୟାସନାଲ ହେରାଲ୍ଡ ମାମଲାରେ ପଚରାଉଚରା। 

କନକ ବ୍ୟୁରୋ : ସବୁଦିନ ପ୍ରାୟ କଂଗ୍ରେସର ସବୁ ସକ୍ରିୟ ନେତାଙ୍କୁ ଏକାଠି ଦେଖିବାକୁ ମିଳେ ନାହିଁ  । ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ରାହୁଲ ମଝିରେ ବସିଛନ୍ତି, ଆଉ ବାଁ ଓ ଡାହାଣ ପଟେ ବସିଛନ୍ତି କଂଗ୍ରେସର ଜଣକ ପରେ ଜଣେ ହେଭିୱେଟ  । ରାହୁଲ ଗାନ୍ଧୀ ପ୍ରବର୍ତ୍ତନ…

ଆଇପିଏଲ ପ୍ରସାରଣ ଅଧିକାର : ଷ୍ଟାରକୁ ମିଳିଲା ଆଇପିଏଲ ମିଡିଆ ରାଇଟସ

କନକ ବ୍ୟୁରୋ : ଆଇପିଏଲ ଲିଗର ଆସନ୍ତା ୫ ବର୍ଷ ପ୍ରସାରଣ ପାଇଁ ମିଡିଆ ରାଇଟସ ହାସଲ କରିଥିବା କମ୍ପାନୀ ମାନଙ୍କ ନାମ ଘୋଷଣା କରାଯାଇଛି । ଏନେଇ ଆଇପିଏଲ ଅଧିକାରୀଙ୍କ ଟ୍ୱିଟର ହ୍ୟାଣ୍ଡଲରେ ସୂଚନା ଦିଆଯାଇଛି । ଏହି ଅଧିକାର ୨୦୨୩-୨୦୨୭ ପର୍ଯ୍ୟନ୍ତ ରହିବ । ଆଇପିଏଲ ବୋର୍ଡ ତରଫରୁ ଷ୍ଟାର…

ସରକାରଙ୍କ ଅଗ୍ନିପଥ ଯୋଜନାକୁ ସେନା ବିଶେଷଜ୍ଞଙ୍କ ନାପସନ୍ଦ, କହିଲେ ଅତିଥି ସେନାଙ୍କୁ ନେଇ …….

କନକ ବ୍ୟୁରୋ: କେନ୍ଦ୍ର ରକ୍ଷାମନ୍ତ୍ରୀ ସେନାରେ‘ଅଗ୍ନିପଥ ନିଯୁକ୍ତ ’ ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନା ଅଧିନରେ ଏବେ ସେନାରେ ଚାକିରି କରିବାକୁ ଯୋଗ୍ୟ ବିବେଚିତ ହେଉଥିବା ଯୁବକ ଯୁବତୀମାନଙ୍କୁ କେବଳ ୪ ବର୍ଷ ପାଇଁ ନିଯୁକ୍ତି ମିଳିବ । ଏନେଇ ସରକାର ଯୁକ୍ତିି ବାଢିଛନ୍ତି କି ଏହାଦ୍ୱାରା…

ଅପରେସନ ରାହୁଲ: ପ୍ରସ୍ତୁତ ୩ ଆମ୍ବୁଲାନ୍ସ, ଗ୍ରୀନ କରିଡର କରିଛି ପ୍ରଶାସନ।

କନକ ବ୍ୟୁରୋ : ରାହୁଲ ପାଇଁ ପ୍ରସ୍ତୁତ ୩ ଆମ୍ବୁଲାନ୍ସ । ଉଦ୍ଧାର ପରେ ରାହୁଲକୁ ସୁରକ୍ଷିତ ମେଡିକାଲ ନେବା ପାଇଁ ୩ଟି ଆମ୍ବୁଲାନ୍ସ ପ୍ରସ୍ତୁତ ରହିଛି। ଏନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଟନେଲ ଭିତରକୁ ଅକ୍ସିଜେନ ଓ ଷ୍ଟ୍ରେଚର ନିଆଯାଇଛି । ସୂଚନା ଅନୁସାରେ ପ୍ରଥମ ଆମ୍ବୁଲାନ୍ସରେ ରାହୁଲକୁ…

ସିଦ୍ଧୁ ମୁସେୱାଲା ହତ୍ୟା ଘଟଣା, ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇଙ୍କୁ ଗିରଫ କରିବାକୁ କୋର୍ଟ ଦେଲା ଅନୁମତି

କନକ ବ୍ୟୁରୋ : ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡକୁ ନେଇ ଏବେ ଏକ ବଡ ଖବର ଆସିଛି । ଦିଲ୍ଲୀ କୋର୍ଟ ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇଙ୍କୁ ଗିରଫ କରିବାକୁ ପଞ୍ଜାବ ପୋଲିସକୁ ଅନୁମତି ଦେଇଛି । ସେପଟେ ଗ୍ୟାଙ୍ଗଷ୍ଟର ଲରେନ୍ସଙ୍କୁ କଷ୍ଟଡିରେ ନେବାକୁ ଦିଲ୍ଲୀ ପୋଲିସ ବି କୋର୍ଟଙ୍କୁ ଅନୁମତି ମାଗିଥିଲା ।…

ଅପରେସନ ରାହୁଲ: ୧୦୦ ଘଣ୍ଟାର ସଂଘର୍ଷ। ବୋରୱେଲ ଭିତରୁ ରାହୁଲକୁ ଉଦ୍ଧାର ପାଇଁ ଉଦ୍ୟମ ଜାରି।

କନକ ବ୍ୟୁରୋ : ପୂରିଲାଣି ୧୦୦ ଘଣ୍ଟା । ବୋରୱେଲ ଭିତରେ ଏବେ ବି ସଂଘର୍ଷ କରୁଛି ୧୦ ବର୍ଷୀୟ ରାହୁଲ ସାହୁ । ୪ ଦିନରୁ ଅଧିକ ସମୟ ଆଉ ଦୀର୍ଘ ଶହେ ଘଣ୍ଟା ପରେ ବି ରାହୁଲଙ୍କୁ ଉଦ୍ଧାର କରାଯାଇପାରିନାହିଁ । ରାହୁଲଙ୍କୁ ଉଦ୍ଧାର ପାଇଁ ଭାରତୀୟ ସେନା, ଏନଡିଆରଏଫର ଟିମ, ସ୍ଥାନୀୟ ପୋଲିସ…