Daily Archives

June 13, 2022

ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣରଙ୍କ ବୟାନକୁ ନେଇ ଚର୍ଚ୍ଚା । କହିଲେ, ବେକାରୀ ସମସ୍ୟା ଅଧିକ ରହିଲେ, ଧର୍ମ ନାଁରେ…

କନକ ବ୍ୟୁରୋ: ପ୍ରଫେଟ ମହମ୍ମଦ ଓ ଜ୍ଞାନବାପୀ ଭଳି ପ୍ରସଙ୍ଗକୁ ନେଇ ଦେଶରେ ଅଧିକ ଚର୍ଚ୍ଚା ଆଲୋଚନା ଚାଲିଛି । ଏହାରି ଭିତରେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି ଦେଶରେ ବେକାରୀ ହାର ଅଧିକ ରହିଛି । ଏହାଦ୍ୱାରା ଧର୍ମ ରାଜନୀତିରୁ ଫାଇଦା ଉଠାଇବାକୁ ଥିବା ନେତାଙ୍କୁ…

ଆଇପିଏଲ: ହଜାର ହଜାର କୋଟିର ଖେଳ । ୪୪ ହଜାର କୋଟିରେ ୫ ବର୍ଷ ପାଇଁ ପ୍ରସାରଣ ଅଧିକାର କିଣିଲେ ଟିଭି ଓ ଡିଜିଟାଲ୍…

କନକ ବ୍ୟୁରୋ: ବିଶ୍ୱର ଲୋକପ୍ରିୟ କିକ୍ରେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍ ଆଇପିଏଲ ପ୍ରସାରଣ ପାଇଁ ନିଲାମ ପ୍ରକ୍ରିୟା ଚାଲିଛି । ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ଆଇପିଏଲର ପ୍ରସାରଣ ପାଇଁ ଦୁଇଟି ପ୍ରସାରଣକାରୀ ସଂସ୍ଥାକୁ ୪୪ ହଜାର ୭୫ କୋଟିରେ ଅଧିକାର ପ୍ରଦାନ କରାଯାଇଛି । ୫ ବର୍ଷର…

ଓଡ଼ିଶା ବିଧାନସଭାର ୨୫ ତମ ବାଚସ୍ପତି ଭାବେ ଶପଥ ନେଲେ ଭଞ୍ଜନଗର ବିଧାୟକ ବିକ୍ରମ ଆରୁଖ । ନିରପେକ୍ଷ ରହିବା ପାଇଁ ଆହ୍ୱାନ…

କନକ ବ୍ୟୁରୋ: ଓଡ଼ିଶା ବିଧାନସଭାର ୨୫ତମ ବାଚସ୍ପତି ଭାବେ ଶପଥ ନେଇଛନ୍ତି ୫୯ ବର୍ଷୀୟ ବିଜେଡି ବିଧାୟକ ବିକ୍ରମ କେଶରୀ ଆରୁଖ । ନିର୍ଦନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ୬ଥରର ବିଧାୟକ ବିକ୍ରମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନାଁ ପ୍ରସ୍ତାବ ଦେବା ପରେ ବାଚନିକ ଭୋଟରେ ସେ ବାଚସ୍ପତି…

ରାଷ୍ଟ୍ରପତି ନିର୍ବାଚନ ପାଇଁ କସରତ । ଏନଡିଏ ନା’ ବିରୋଧୀ, କାହାକୁ ସମର୍ଥନ କରିବ ବିଜେଡି ?

କନକ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନରେ କଣ ରହିବ ବିଜୁ ଜନତା ଦଳର ଆଭିମୁଖ୍ୟ? ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀଙ୍କୁ ନେଇ ବୈଠକ ଡାକିଥିବା ବେଳେ ବିଜେଡି ଏହି ବୈଠକରେ ସାମିଲ ନହୋଇପାରେ । ବିଜେଡିର ଅନ୍ଦରମହଲରୁ ଏଭଳି ଖବର ଆସୁଥିବା ବେଳେ ନବୀନଙ୍କ ପରବର୍ତ୍ତୀ…

ଲୁଚକାଳି ଖେଳୁଛି ମୌସୁମୀ,ଏଥର ଭିଜି ନପାରେ ରଜ । ପାଣିପାଗ ବିଭାଗର ପୂର୍ବାନୁମାନ, ୩-୪ ଦିନ ପରେ ଓଡିଶା ଛୁଇଁପାରେ…

କନକ ବ୍ୟୁରୋ: ମୌସୁମୀ ଖେଳୁଛି ଲୁଚକାଳି । ଅନୁକୂଳ ପରିସ୍ଥିତି ସତ୍ତ୍ୱେ ଓଡ଼ିଶାରେ ମୌସୁମୀ ପହଞ୍ଚିବାରେ ବିଳମ୍ବ ହେଉଛି । ମୌସୁମୀ ପହଞ୍ଚିବାକୁ ଆଉ ୩ରୁ ୪ ଦିନ ଲାଗିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏବେ ଯାଏଁ କେରଳ ଓ ଗୋଆରେ ସମ୍ପୂର୍ଣ୍ଣ ଭାବେ ପ୍ରବେଶ କରିସାରିଛି ମୌସୁମୀ ।…

ରାତି ପାହିଲେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଭୋର ୪ଟାରୁ ସକାଳ ୬ଟା ମଧ୍ୟରେ ସ୍ନାନବେଦୀକୁ ବିଜେ କରିବେ ମହାପ୍ରଭୁ ।…

କନକ ବ୍ୟୁରୋ: ରାତି ପାହିଲେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀରୁ ସ୍ନାନବେଦୀକୁ ଓହ୍ଲାଇ ଆସି ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚାରି ଠାକୁର । ଦୀର୍ଘ ୨ ବର୍ଷ ପରେ ସ୍ନାନଯାତ୍ରା ଦେଖିବାକୁ ଭକ୍ତମାନେ ସୁଯୋଗ ପାଇବେ । ଫଳରେ ଆସନ୍ତାକାଲି ପ୍ରବଳ ଭିଡ଼ ହେବ । କିଭଳି ଶୃଙ୍ଖଳିତ…