Daily Archives

June 12, 2022

ନବୀନଙ୍କ ବିଦେଶ ଟୁରକୁ ନେଇ ଟ୍ୱିଟରରେ କଳି । ବିଧାନସଭା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଲେ ରାଜ୍ୟ…

କନକ ବ୍ୟୁରୋ: ନବୀନଙ୍କ ବିଦେଶଗସ୍ତକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ଟ୍ୱିଟ ୱାର । ମୁଖ୍ୟମନ୍ତ୍ରୀ ଅନଲାଇନରେ ବିଧାନସଭାରେ ଅଧିବେସନରେ ଯୋଗଦେବାର କାର୍ଯ୍ୟକ୍ରମକୁ ନେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଟ୍ୱିଟ କରିବା ପରେ ଏହାର ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି…

ଆଇପିଏଲ ପ୍ରସାରଣ ପାଇଁ ଚାଲିଛି ନିଲାମ ପ୍ରକ୍ରିୟା । ୫ ବର୍ଷ ପାଇଁ ରାଇଟ୍ସ କିଣିଲେ ଚ୍ୟାନେଲକୁ ଦେବାକୁ ପଡିବ…

କନକ ବ୍ୟୁରୋ: ଆଇପିଏଲର ଟିଭି ପ୍ରସାରଣ ଅଧିକାର କିଣିବା ପାଇଁ ନିଲାମ ପ୍ରକିୟା ଆରମ୍ଭ ହୋଇଛି । ଆଜି ଓ କାଲି ଦୁଇ ଦିନ ଏହି ପ୍ରକ୍ରିିୟା ଜାରି ରହିବ । ଆଇପିଏଲ ମ୍ୟାଚର ପ୍ରସାରଣ ପାଇଁ ଯେଉଁ ଚ୍ୟାନେଲ ଅଧିକାର ବା ରାଇଟ୍ସ କିଣିବ, ତାକୁ କେତେ ଟଙ୍କା ଦେବାକୁ ପଡିବ ତାହା ଅନେକ ହୁଏତ…

ବରପାଲିର ଅସୁରଗଡରୁ ମିିଳିଲା ୨ ହଜାର ବର୍ଷ ତଳର ପ୍ରାଚୀନ ସଭ୍ୟତାର ସନ୍ଧାନ। ମାଟିତଳୁ ମିଳୁଛି ମୁଦ୍ରା, ମାଳି ଓ…

କନକ ବ୍ୟୁରୋ: ମାଟିତଳୁ ବାହାରୁଛି ମୁଦ୍ରା, ମାଳି ଓ ମାଟି ପାତ୍ର ସହ ଅନ୍ୟାନ୍ୟ ଘରକରଣା ସମାଗ୍ରୀ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ୱାରା କରାଯାଉଥିବା ଖନନ ବେଳେ ମିଳିଛି ଏହି ବହୁ ପୁରାତନ ଜିନିଷ । ଆଉ ଏ ସବୁ ସାମଗ୍ରୀ ପ୍ରାୟ ୨ ହଜାର ବର୍ଷ ପୁରାତନ ବୋଲି…

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକାଠି କରିବାକୁ ମମତାଙ୍କ ଉଦ୍ୟମ । ସୋନିଆ ଓ ନବୀନଙ୍କ ସମେତ ୨୨…

କନକ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନ ପାଇଁ କିଏ ଶାସକ ଦଳ ଏବଂ କିଏ ବିରୋଧୀ ପଟରେ ରହିବେ । ଏହାକୁ ନେଇ ଅଙ୍କକଷା ଚାଲିଛି । ଏନଡିଏ ଏକାକୀ କେବେ ପ୍ରାର୍ଥୀ ଘୋଷଣା କରି ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇପାରିବ ନାହିଁ । ତେଣୁ ଏପରି ଏକ ରାଜନୈତିକ ସମୀକରଣର ଫାଇଦା ନେବାକୁ ପ୍ରୟାସ…

ବଡବଡିଆକୁ ମିଳିଲା ପାସ୍, ଲୋକେ ଖାଇଲେ ମାଡ । କ୍ରିକେଟର ପାସ୍ ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ ।

କନକ ବ୍ୟୁରୋ: ଗୋଟିଏ ପଟେ ବାରବାଟୀର ଟକ୍କର ହେଉଛି । ଆଉ ଗୋଟିଏ ପଟେ କ୍ରିକେଟରେ ପାସ୍ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ଯେଉଁମାନେ ଖେଳ ଦେଖୁଛନ୍ତି ଅଧିକାଂଶ ହେଉଛନ୍ତି ପାସ୍ ପାଇଥିବା ବ୍ୟକ୍ତି । ନେତା, ମନ୍ତ୍ରୀ, ଅଫିସର ଓ ଅନ୍ୟ ଭିଆଇପି ମୁଖ୍ୟତଃ ପାସ ପାଇଛନ୍ତି । ଅନ୍ୟପଟେ କ୍ରିକେଟ୍…

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ। ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କନକ ବ୍ୟୁରୋ: ଆରମ୍ଭ ହୋଇଛି ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମ୍ୟାଚର ଉଦଘାଟନ କରିଛନ୍ତି । ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଛି । ମ୍ୟାଚ ପାଇଁ ଗ୍ୟାଲେରୀରେ ଭରପୁର ଦର୍ଶକ ଦେଖିବାକୁ ମିଳଛି । ଆଜି ସୌରଭ…