Daily Archives

June 12, 2022

ରୋଜଗାରର ବାଟ ଦେଖାଇଛି କୁକୁଡ଼ା ଚାଷ। ବ୍ରଏଲର କୁକୁଡ଼ା ଚାଷ କରି ଲାଭବାନ ସର୍ଗିପାଲି ଗ୍ରାମବାସୀ।

କନକ ବ୍ୟୁରୋ : ବଲାଙ୍ଗିର ଖପ୍ରାଖୋଲ ବ୍ଲକର ସର୍ଗିପାଲି ଗାଁ । ମାଓ ଅଧ୍ୟୁଷିତ ଖପ୍ରାଖୋଲ ବ୍ଲକରୁ ଅଧିକାଂଶ ଲୋକ ଜୀବିକାନିର୍ବାହ କରିବା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଆନ୍ତି । ଯାହା ଦାଦନ ପ୍ରବଣ ଅଞ୍ଚଳ ଭାବେ ମଧ୍ୟ ପରିଚିିତ । କିନ୍ତୁ ଏବେ ଏହାର ଚିତ୍ର ବଦଳାଇଛି କୁକୁଡ଼ା ଚାଷ ।…

ସୁନ୍ଦରଗଡ଼ର ନିଆରା ଚାଷୀ । ଚାଷୀଙ୍କ ବିକାଶ ପାଇଁ ଜାରି ରଖିଛନ୍ତି ପ୍ରୟାସ । ଜୈବିକ ଚାଷକୁ ଦେଉଛନ୍ତି ଗୁରୁତ୍ୱ

କନକ ବ୍ୟୁରୋ: ସୁନ୍ଦରଗଡ଼ର ନିଆରା ଚାଷୀ ଉଦୟ ଚନ୍ଦ୍ର ପାତ୍ର । ଜୈବିକ ସାର ଓ କୀଟନାଶକ ପ୍ରୟୋଗ କରି ଦ୍ୱାରା କିଭଳି ଚାଷ ଓ ଚାଷୀର ଅଭିବୃଦ୍ଧି ହୋଇପାରିବ ସେଥିପାଇଁ ସେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ବିନା କୌଣସି ସରକାରୀ ସହାୟତାରେ ନିଜସ୍ୱ ଉଦ୍ୟମରେ ପ୍ରସ୍ତୁତ କରୁଛନ୍ତି ଜୈବିକ ଖତ…

ଆହାର ଯୋଗାଉଛି ଜଙ୍ଗଲ ଜାତ ଦ୍ରବ୍ୟ। ଟୋଲ ବିକି ସ୍ୱାବଲମ୍ବୀ ମାଲକାନଗିରରି ଆଦିବାସୀ ପରିବାର।

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାରେ କୋୟା, ଗାଦବା, ଦିଦାୟୀ ପରି ଭିନ୍ନ ଭିନ୍ନ ପ୍ରଜାତିର ଜନଜାତିର ଲୋକେ ବସବାସ କରନ୍ତି । ଅତିସରଳ ଏମାନଙ୍କ ଜୀବନଧାରା । ଆଉ ପ୍ରକୃତି ଓ ପରିବେଶ ଉପରେ ନିର୍ଭରଶୀଳ ଏହି ବନବାସୀ ମଣିଷମାନେ । ତେଣୁ ବର୍ଷ ତମାମ ଜଙ୍ଗଲ ଓ ପ୍ରକୃତିକ ପରିବେଶରୁ ମିଳୁଥିବା…

ଦେଶର ସର୍ବୋତ୍ତମ ସମ୍ବଲପୁରର କୁଚିଣ୍ଡା ଲଙ୍କା । ଲଙ୍କାର ମାନ ଉନ୍ନତ ନେଇ ଦୁଇଟି ଲ୍ୟାବରୁ ଆସିଲା ରିପୋର୍ଟ । ଜିଆଇ…

କନକ ବ୍ୟୁରୋ: ଦେଶରେ ପ୍ରତିଟି ପ୍ରାନ୍ତରେ ଉପାଦନ ହେଉଥିବା ଲଙ୍କାଠାରୁ ସମ୍ବଲପୁର କୁଚିଣ୍ଡାର ଲଙ୍କା ସର୍ବୋତ୍ତମ । ରାଗ ଯେମିତି, ସ୍ୱାଦ ବି ସେମିତି । ଆଉ ଏହି ଅଞ୍ଚଳରୁ ଉତ୍ପାଦନ ହେଉଥିବା ଲଙ୍କା ଏବେ ଜିଆଇ ଟ୍ୟାଗ୍ ମାନ୍ୟତା ପାଇବାର ଆଶା ଉଜ୍ଜଳ ହୋଇଛି । କୁଚିଣ୍ଡା ଅଞ୍ଚଳର ଲଙ୍କା…

ଚାଲିଲା ଯୋଗୀଙ୍କ ବୁଲଡୋଜର। ଭାଙ୍ଗିଲା ହିଂସାକାରୀ ଘର, ଦୋକାନ।

କନକ ନ୍ୟୁଜ: ପୁଣି ଚାଲିଲା ଯୋଗୀଙ୍କ ବୁଲଡୋଜର । ଭାଙ୍ଗିଲା ହିଂସାକାରୀ ଘର, ଦୋକାନ, ଜବତ ଦେଲା ସମ୍ପତ୍ତି । ବିଜେପି ସାଂସଦ ନୂପୁର ଶର୍ମାଙ୍କ ବୟାନକୁ ନେଇ ବିକ୍ଷୋଭ ବେଳେ ହୋଇଥିବା ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କ ଘର ଉପରେ ଚାଲିଲା ବୁଲଡୋଜର । ଶୁକ୍ରବାର ନମାଜ ପାଠ ପରେ…

ଭୁବନେଶ୍ୱରରେ ପ୍ରଦୂଷିତ ଭୂତଳ ଜଳ। ବିପଦ ଆଣିପାରେ ବୋରୱେଲ ପାଣି!

କନକ ବ୍ୟୁରୋ: ଭୁବନେଶ୍ୱରର ପ୍ରଦୂଷିତ ଭୂତଳ ଜଳ । ୬ଟି ଅଞ୍ଚଳ- ଖଣ୍ଡଗିରି, ଓଲଡ ଟାଉନରୁ ସାମନ୍ତାରାପୁର, କଳ୍ପନାରୁ ଲକ୍ଷ୍ମୀସାଗର ଅଞ୍ଚଳ, ଚନ୍ଦ୍ରଶେଖରପୁର, କ୍ୟାପିଟାଲ ହସ୍ପିଟାଲ, ସେକ୍ରେଟାରିଏଟ-ଗଭର୍ଣ୍ଣର ହାଉସ ଓ ପୁରୁଣା ବସ ଷ୍ଟାଣ୍ଡ୍ ଅଞ୍ଚଳରେ ଭୂତଳ ଜଳ କିଛି ମାତ୍ରାରେ ପ୍ରଦୂଷିତ…