Daily Archives

June 11, 2022

କନକ ନ୍ୟୁଜ ହେଲଥ କନକ୍ଲେଭ। ଶୀଘ୍ର ଡାକ୍ତର ଅଭାବ ପୂରଣ ହେବ: ନବ କିଶୋର ଦାସ

କନକ ବ୍ୟୁରୋ: କନକ ନ୍ୟୁଜ ପକ୍ଷରୁ ଆୟୋଜିତ ହୋଇଛି ହେଲଥ କନକ୍ଲେଭ । ଏଥିରେ ଶୀର୍ଷକ ଥିଲା  ସରକାରୀ ହସ୍ପିଟାଲରେ ଗୁଣାତ୍ମକ ଚିକିତ୍ସା । ଏଥିରେ ଯୋଗଦେଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ  । କନକ ନ୍ୟୁଜ ଏଡିଟର ମନୋରଞ୍ଜନ ମିଶ୍ରଙ୍କ  ସହ ସାକ୍ଷାତକାରରେ ସେ କହିଥିଲେ, ଆଗକୁ ରାଜ୍ୟରେ  ସରକାରୀ…

ଖରାଦିନେ ଅଟକାଉଥିଲା, ହେଲେ ବର୍ଷାଦିନେ ପାଣି ଛାଡିବାକୁ ଚାଲ ଖେଳୁଛି ଛତିଶଗଡ । କଲମା ବ୍ୟାରେଜର ସମସ୍ତ ଗେଟ୍ ଖୋଲିବ…

କନକ ବ୍ୟୁରୋ: ପୁଣି ଛତିଶଗଡ଼ର ମନମାନି  । ଅଣମୌସୁମୀ ଋତୁରେ ମହାନଦୀର କଲମା ବ୍ୟାରେଜର ସମସ୍ତ ଗେଟ୍ ବନ୍ଦ କରି ଓଡ଼ିଶାରେ ପାଣିର ଅଭାବ ସୃଷ୍ଟି କରୁଥିବା ଛତିଶଗଡ଼ ଏବେ ପୁଣି ନୂଆ ଚାଲ ଖେଳୁଛି  । ମୌସୁମୀ ଋତୁ ଆରମ୍ଭରୁ କଲମା ବ୍ୟାରେଜର ସମସ୍ତ ଗେଟ୍ ଖୋଲିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛି…

ବାରବାଟୀ ଟି-୨୦, ନୋ ମାସ୍କ ନୋ ଏଣ୍ଟ୍ରି। ଷ୍ଟାଡିୟମରେ ଦର୍ଶକଙ୍କ ପାଇଁ ଜାରିହେଲା କଟକଣା।

କନକ ବ୍ୟୁରୋ: ଆସନ୍ତାକାଲି ଆପଣ ଯେତେବେଳେ ବାରବାଟୀ ଷ୍ଟାଡିୟମକୁ ଖେଳ ଦେଖିବାକୁ ଆସିବେ ସେତେବେଳେ ମୁହଁରେ ମାସ୍କ ଲଗାଇ ଆସିବାକୁ ଆଦୌ ଭୁଲିବେ ନାହିଁ । ରାଜ୍ୟ ତଥା ଦେଶରେ କରୋନା ସାମାନ୍ୟ ଉପରମୁହାଁ ହୋଇଥିବାରୁ ବିସିସିଆଇ ମାସ୍କକୁ ବାଧ୍ୟତାମୂଳକ କରିଛି । ଏପରିକି ଦର୍ଶକଙ୍କ ପାଇଁ…

ନୂଆ ଶିକ୍ଷାନୀତିର ପ୍ରୟୋଗ ସାଙ୍ଗକୁ ପିଲାଙ୍କ ଭବିଷ୍ୟତ ନେଇ କନକ ନ୍ୟୁଜର ଏଜୁକେସନ କନକ୍ଲେଭ । ଆନ୍ଧ୍ର ରାଜ୍ୟପାଳ…

କନକ ବ୍ୟୁରୋ: ଅଭିଭାବକ ସଚେତନ ହେଲେ ସ୍କୁଲରୁ ଡ୍ରପଆଉଟ୍ ସଂଖ୍ୟା କମିବ । କନକ ନ୍ୟୁଜ ପକ୍ଷରୁ ଆୟୋଜିତ “ଉତ୍କର୍ଷ'' କାର୍ଯ୍ୟକ୍ରମର ଏଜୁକେସନ କନକ୍ଲେଭରେ ଭାଗନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ମତ ରଖିଛନ୍ତି । କାର୍ଯ୍ୟକ୍ରମକୁ ଉଦଘାଟନ କରି ଦେଶର ଶିକ୍ଷା ନୀତିରେ ବଡ଼ ପରିବର୍ତନ…

ମହାଲଢେଇ ପୂର୍ବରୁ ମୈଦାନକୁ ଓହ୍ଲାଇଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ । ଭୁବନେଶ୍ୱରରୁ କଡା ସୁରକ୍ଷା ଭିତରେ ଯାଇ…

କନକ ବ୍ୟୁରୋ: କାଲି ବାରବାଟୀ ଲଢ଼େଇ । ଆଜି ଏ ନେଇ ଷ୍ଟାଡିୟମରେ ଜୋରଦାର ପ୍ରସ୍ତୁତି କରିଛନ୍ତି ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି । ଖେଳାଳିମାନେ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ନେଟ୍ ପ୍ରାକ୍ଟିସ୍ କରିଛନ୍ତି । କଡା଼ ସୁରକ୍ଷା ଭିତରେ ସ୍ୱତନ୍ତ୍ର ବସ୍ ଯୋଗେ ଭୁବନେଶ୍ୱରରୁ ବାରବାଟୀ ଯାଇ…

କଣ୍ଠଦେଇଙ୍କୁ ମିଳିଲା ସହାୟତା । ଘର ନିର୍ମାଣ ପାଇଁ ପାଟଣାଗଡ଼ ବିଧାୟକ ଦେଲେ ୫୦ ହଜାର ଟଙ୍କାର ସାହାଯ୍ୟ

କନକ ବ୍ୟୁରୋ: କଣ୍ଠଦେଇଙ୍କ ଦୁଃଖ ବୁଝିଲେ ବିଧାୟକ । ଘର ନିର୍ମାଣ ପାଇଁ ଅଗ୍ରିମ ୫୦ ହଜାର ଟଙ୍କାର ସହୟତା ରାଶି ପ୍ରଦାନ କଲେ ପାଟଣାଗଡ଼ ବିଧାୟକ । ସୂଚନା ଅନୁସାରେ ପାଟଣାଗଡ଼ ବାଲିପଟା ଗାଁର କଣ୍ଠଦେଇ ବିଶି ନାମକ ଜଣେ ୭୦ ବର୍ଷିୟ ବୃଦ୍ଧା ଏକ ଉଇ ହୁଙ୍କା ସଦୃଶ ପରିତ୍ୟକ୍ତ ଘରେ ରହୁଥିଲେ ।…