Daily Archives

June 5, 2022

ସପୁରୀ ଚାଷ ଦେଇଛି ନୂଆ ପରିଚୟ । ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି କେନ୍ଦ୍ରାପଡ଼ାର ସପୁରୀ ଚାଷୀ ।

କନକ ବ୍ୟୁରୋ : ରୋଜଗାରର ମାଧ୍ୟମ ପାଲଟିଛି ସପୁରୀ ଚାଷ । ୨ ଏକର ଜମିରେ ଉନ୍ନତ କିଶମର ସପୁରୀ ଚାରା ଲଗାଇ ଭଲ ଅମଳ ପାଉଛନ୍ତି କେନ୍ଦ୍ରାପଡାର ସଫଳ ସପୁରୀ ଚାଷୀ । ଜିଲ୍ଲା ତଥା ଜିଲ୍ଲା ବାହାରେ ବିକ୍ରୟ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ପାଖାପାଖି ୧୨ ବର୍ଷ ହେଲା ସପୁରୀ…

ଉତ୍ତରକାଶୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଯମୁନା ଘାଟିରେ ଖସିଲା ବସ, ୨୨ ମୃତ

କନକ ବ୍ୟୁରୋ : ଉତ୍ତର କାଶୀରେ ଏକ ବସ୍ ଦୁର୍ଘଟଣାରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି । ୪୦ ଜଣ ଯାତ୍ରୀଙ୍କୁ ନେଇ ୟମୁନୋତ୍ରୀ ଯାଉଥିବା ବସଟି ୨୦୦ ମିଟର ତଳକୁ ଖସିପଡିବାରୁ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୨୨ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ପାଇବା ପରେ ଏନଡିଆରଏଫ ଯବାନଙ୍କ ସହାୟତାରେ…

ଓଡ଼ିଶାରେ ସଫଳ ହେଉଛି ଠେକୁଆ ଚାଷ । ଚାକିରୀ ଛାଡି ଠେକୁଆ ଫାର୍ମ କରିଛନ୍ତି ଯୁବ ଇଞ୍ଜିନିୟର ।

କନକ ବ୍ୟୁରୋ : କରୋନା ମହାମାରୀ ଯୋଗୁଁ ସରକାରୀ ଚାକିରୀ ଛାଡ଼ି ନିଜ ଜନ୍ମମାଟିକୁ ଫେରି ଆସିଥିଲେ ଯୁବ ଇଂଜିନିୟର । ଆଉ ଏବେ ପାଲଟିଛନ୍ତି ସଫଳ ଠେକୁଆ ଚାଷୀ । ଓଡ଼ିଶା ଭଳି ଜାଗାରେ ଏଭଳି ଏକ ନୂତନ ଚାଷର ପରିକଳ୍ପନା କରି ସଫଳତା ପାଇବା ପରେ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । ଚର୍ଚ୍ଚାରେ…

ନୂଆ ଟିମରେ ପୁରୁଣା ମନ୍ତ୍ରୀ। ଅର୍ଥ, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉପରେ ନବୀନଙ୍କ ଭରସା। ବଦଳିଲା ଟୁକୁନିଙ୍କ ବିଭାଗ। 

କନକ ବ୍ୟୁରୋ: ନବୀନଙ୍କ ନୂଆ ଟିମରେ ଯେଉଁ ମନ୍ତ୍ରୀ  ନିଜର ପଦ ବଜାୟ ରଖି  ମୁଖ୍ୟମନ୍ତ୍ରୀଙ୍କ ପୁଣି ଆସ୍ଥାଭାଜନ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଆଗରେ ଅଛନ୍ତି ଝାରୁସୁଗଡାର ବିଧାୟକ ନବ ଦାସ । ପୂର୍ବରୁ ସେ  ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ । ଆଉ ଏବେ ବି ସେ ସେହି ବିଭାଗ ସମ୍ଭାଳିବେ ।  ଅର୍ଥାତ…

ନବୀନଙ୍କ ମନ୍ତ୍ରିମଣ୍ଡଳରେ ମହିଳାଙ୍କ ଦବଦବା । ୫ ମହିଳା ବିଧାୟିକାଙ୍କୁ ମନ୍ତ୍ରୀ ପଦ ଭେଟି ଦେଲେ ନବୀନ ।

କନକ ବ୍ୟୁରୋ : ନବୀନଙ୍କ ମନ୍ତ୍ରିମଣ୍ଡଳରେ ମହିଳାଙ୍କ ଦବଦବା । ୫ ମହିଳା ବିଧାୟକଙ୍କୁ ନବୀନ କରାଇଲେ ମନ୍ତ୍ରୀ । ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ମଧ୍ୟ ଦେଇଛନ୍ତି ନବୀନ । ଏପରି କରି ନବୀନ ମହିଳା ସଶକ୍ତିକରଣ ଉପରେ ଦେଇଛନ୍ତି ବଡ ବାର୍ତା । ମହିଳା ସଶକ୍ତିକରଣକୁ ମୁଖ୍ୟ ନାରା…

ସଲମାନଙ୍କୁ ହତ୍ୟା କରିବାକୁ ଚିଠି ମାଧ୍ୟମରେ ମିଳିଲା ଧମକ, ଥାନାରେ ଅଭିଯୋଗ

କନକ ବ୍ୟୁରୋ : ବଲିଉଡର ଭାଇଜାନ କୁହାଯାଉଥିବା ସଲମାନ ଖାନଙ୍କୁ କେହି ଦୁବୃର୍ତ୍ତ ଚିଠି ମାଧ୍ୟମରେ ହତ୍ୟା ଧମକ ଦେଇଛି । ଏଥିରେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି । ସଲମାନ ଖାନଙ୍କ ପିତା ସକାଳେ ଯେତେବେଳେ ପ୍ରାତ ଭ୍ରମଣରେ ବାହାରିଥିଲେ ଲନର ଏକ ସ୍ଥାନରେ ଚିଠିଟି ପଡିଥିବାର…