Daily Archives

June 3, 2022

ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ : ତଦନ୍ତ ପରେ ବଡ ଖୁଲାସା, ହତ୍ୟାପାଇଁ ରାଜସ୍ଥାନରୁ ଆସିଥିଲା ଗାଡି

କନକ ବ୍ୟୁରୋ : ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡର ଯାଂଚ କରୁଥିବା ପୋଲିସ ଦୈନିକ ନୂଆ ନୂଆ ତଥ୍ୟ ଖୁଲାସା କରିବାରେ ଲାଗିଛି । ଏହି ହତ୍ୟାକାଣ୍ଡରେ ଏପର୍ଯ୍ୟନ୍ତ କିଛି ଲୋକଙ୍କ ଗିରଫ କରାଯାଇଛି । ହେଲେ ଏବେ ଯାଂଚ ଟିମ୍ ଖୁଲାସା କରିଛି କି ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା…

ଚିନ୍ତା ବଢାଉଛି ମହାରାଷ୍ଟ୍ର। ସଂକ୍ରମଣ ବୃଦ୍ଧି ପରେ ସତର୍କ ସରକାର, ଗାଇଡଲାଇନ ମାନିବାକୁ କଡା ନିର୍ଦ୍ଦେଶ।

କନକ ବ୍ୟୁରୋ: କରୋନାର ତିନୋଟି ଲହରରେ ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ଭିତରେ ମହାରାଷ୍ଟ୍ର ଥିଲା । ବିଶେଷକରି ମୁମ୍ବାଇ ସହରର ସଂକ୍ରମଣ ସବୁଠୁ ଚିନ୍ତାର କାରଣ ପାଲଟିଥିଲା । ଏବେ ପୁଣି ସେଠାରେ ସଂକ୍ରମଣ ବଢ଼ିଛି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୧୦୪୫ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ…

ଗହମ ପରେ ବିଦେଶରୁ ଫେରିଲା ଆମ ଦେଶର ଚା ପତି, କାରଣ ଜାଣିଲେ ହୋଇଯିବେ ଚକିତ

କନକ ବ୍ୟୁରୋ : ଦେଶରେ ଚା ପତି ଉତ୍ପାଦନ କରୁଥିବା କମ୍ପାନୀ ଓ ଚାଷୀମାନଙ୍କ ପାଇଁ ଏକ ଖରାପ ଖବର ଆସିଛି । ଗହମର ଗୁଣବତ୍ତା ଖରାପ କହି ତୁର୍କି ଭାରତର ଗହମକୁ ଫେରାଇ ଦେଇଥିବା ବେଳେ ଏବେ ଭାରତର ଚା ପତିକୁ ଖରାପ କହି କିଛି ଦେଶ ଫେରାଇ ଦେଇଛନ୍ତି । ସେମାନେ ଅଭିଯୋଗ କରିଛନ୍ତି କି, ଭାରତ…

ଏଏସଆଇର ଦୁଇଟି ଆଭିମୁଖ୍ୟକୁ ନେଇ ପ୍ରଶ୍ନ। ହାଇକୋର୍ଟରେ ଗୋଟିଏ କଥା, ସୁପ୍ରିମକୋର୍ଟରେ ଭିନ୍ନ କଥା । 

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ବା ଏଏସଆଇର ଡବଲରୋଲକୁ ନେଇ ଏବେ ଚର୍ଚ୍ଚା। ହାଇକୋର୍ଟରେ ଏଏସଆଇ ଗୋଟିଏ କଥା କହିଥିଲା, କିନ୍ତୁ ସୁପ୍ରିମକୋର୍ଟରେ ଏଏସଆଇ ସଂପୂର୍ଣ୍ଣ ଭିନ୍ନ କଥା କହିଛି। ହାଇକୋର୍ଟରେ ଏଏସଆଇ ଅଧିକାରୀ କହିଥିଲେ,…

ଅନାଇଛି ପୋଲିସ, ମୂର୍ତ୍ତି ନେଇଗଲା ଚୋର । ପୋଲିସ ଉପସ୍ଥିତିରେ କେମିତି ହେଲା ମୂଲ୍ୟବାନ ମୂର୍ତ୍ତିର ଚୋରି ? ଉଠିଲା…

କନକ ବ୍ୟୁରୋ: ମନ୍ଦିର ବାହାରେ ପୁଲିସ ଜଗିଛି, ହେଲେ ମନ୍ଦିରରେ ପଶି କଳାକନା ବୁଲାଇଛି ଚୋର । ପୁରୀ ଜିଲ୍ଲା ପିପିଲି ବ୍ଲକ ନୂଆ ଶାସନ ଗାଁର ବହୁ ପ୍ରାଚୀନ ଲକ୍ଷ୍ମୀନୃସିଂହ ମନ୍ଦିରରୁ ଚୋରି ହୋଇଥିବା ଖବର ପରେ ଉତ୍ତେଜନା ଦେଖା ଦେଇଛିି । ନରସିଂହ ଦେବଙ୍କ ସମୟରେ ନିର୍ମିତ ଲକ୍ଷ୍ମୀନୃସିଂହ…

ଦ୍ବିତୀୟ ପର୍ଯ୍ୟାୟରେ ୫୩୧ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ। ପିଲାଙ୍କ ବ୍ୟକ୍ତିତ୍ବର ବିକାଶରେ ସହାୟକ ହୋଇଛି ସ୍କୁଲ…

କନକ ବ୍ୟୁରୋ: ସ୍କୁଲ ରୂପାନ୍ତର କେବଳ ବିଦ୍ୟାଳୟର ଭୌତିକ ରୂପରେ ପରିବର୍ତ୍ତନ ଆଣିନି, ତାସହିତ ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଛି । ପାଠ ସହ ଖେଳ ଆଦିର ବିକାଶ ପାଇଁ ସୁଯୋଗ ଆଣିଛି । ସେମାନଙ୍କ ବ୍ୟକ୍ତିତ୍ବକୁ ମଧ୍ୟ ବିକଶିତ କରିବାରେ ବିଶେଷ ସହାୟକ ହୋଇଛି ବୋଲି…