Monthly Archives

May 2022

ଜାମ୍ମୁକାଶ୍ମୀରରେ ସ୍କୁଲ ଭିତରେ ଶିକ୍ଷୟିତ୍ରୀଙ୍କୁ ହତ୍ୟା । ଘାଟିରେ ପୁଣି ଉତ୍ତେଜନା ।

କନକ ବ୍ୟୁରୋ: ଜାମ୍ମୁ କାଶ୍ମୀରରେ ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ । ହତ୍ୟା ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ସୁଚନା ଅନୁସାରେ,  ଗୋପାଲପୋରା ଅଂଚଳରେ ଥିବା ହାଇସ୍କୁଲରେ ମଙ୍ଗଳବାର ସକାଳେ ଆତଙ୍କବାଦୀ ପଶି ଶିକ୍ଷୟତ୍ରୀଙ୍କୁ ଗୁଳିକରି…

ସିଦ୍ଧୁ ମୁସେୱାଲାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ। ହତ୍ୟାର ମାଷ୍ଟର ମାଇଣ୍ଡ ଗୋଲ୍ଡି ବ୍ରାର୍, ଲରେନ୍ସ ବିଷ୍ନୋଇଙ୍କ…

କନକ ବ୍ୟୁରୋ: ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣା ସାରାଦେଶରେ ଚହଳ ସୃଷ୍ଟି କରିଛି । ଶନିବାର ପଞ୍ଜାବ ସରକାର ସିଦ୍ଧୁଙ୍କ ସୁରକ୍ଷା ବ୍ୟବସ୍ଥାକୁ ହଟାଇ ଦେଇଥିଲେ । ଏବଂ ରବିବାର ଗାୟକ ସିଦ୍ଧୁଙ୍କ ଅଚାନକ ହତ୍ୟା କରାଯାଇଥିଲା । ଘଟଣା ପଛରେ ରହିଛି ଏକ ବଡଧରଣର…

ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁରେ କାନ୍ଦୁଛି ପଞ୍ଜାବ। ଅନ୍ତିମଦର୍ଶନ ପାଇଁ ଛୁଟିଲା ପ୍ରଶଂସକଙ୍କ ସୁଅ।

କନକ ବ୍ୟୁରୋ: କିଏ ନିଜର କୋହକୁ ଅଟକାଇ ପାରୁନି ତ ପୁଣି କିଏ ଭାବନାକୁ ମନରେ ଚାପି କହୁଛି ସିଦ୍ଧୁ ମୁସେୱାଲା ଅମର ରହେ । କିଏ ନିଜ ପ୍ରିୟ ଗାୟକଙ୍କ ଶେଷ ଝଲକ ଟିକେ ଦେଖିବା ପାଇଁ ରାତି ରାତି ଅନିଦ୍ରା ହୋଇ ଜଗି ରହିଥିଲା ତ ପୁଣି କିଏ ଶହ ଶହ କିଲୋମିଟର ଦୂର ରାସ୍ତା ଅତିକ୍ରମ କରି ସିଦ୍ଧୁଙ୍କ…

ହିମାଚଳରୁ ବିରୋଧୀଙ୍କୁ ମୋଦୀଙ୍କ ଟାର୍ଗେଟ। ଭୋଟ ବ୍ୟାଙ୍କ ରାଜନୀତି ଦେଶକୁ କ୍ଷତିପହଞ୍ଚାଇଛି।

କନକ ବ୍ୟୁରୋ: ହିମାଚପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ  । ସିମଲା ପହଂଚି ଏକ ବଡ ରୋଡ ସୋ କରିଛନ୍ତି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ । ସିମଲାରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ସମୟରେ ମୋଦୀ ମୋଦୀ ନାରାରେ ସାରା ଅଞ୍ଚଳ କମ୍ପିଲା ଉଠିଛି । ସିମଲା ବାସିନ୍ଦା ପ୍ରଧାନମନ୍ତ୍ରୀଙ୍କ କାର ଉପରକୁ…

ପିଜି ନାଁରେ ୩୨ ଲକ୍ଷ ଲୁଟ। ମହିଳା ଡାକ୍ତରଙ୍କୁ ଠକିଲେ ଠକ। 

କନକ ବ୍ୟୁରୋ: ଡାକ୍ତର କହିଲେ ଠକେଇର କାହାଣୀ  । କେବେ କିଏ ଆଉ କେମିତି ଠକେଇ କଲେ ସେ ନେଇ ଗୋଟି ଗୋଟି କରି କନକ ନ୍ୟୁଜ୍ ଆଗରେ କହିଛନ୍ତି ମହିଳା ଡାକ୍ତର  । ଭୁବନେଶ୍ୱର ଇନଫୋସିଟି ଥାନାରେ ତାଙ୍କ ପକ୍ଷରୁ ଦିଆଯାଇଥିବା ଏତଲାରେ ସେ ଏସବୁ କଥା ଉଲ୍ଲେଖ କରିଛନ୍ତି  ।  ଦୁଇ ଠକ ନିଜକୁ ଡାକ୍ତରର…

ପୂର୍ବ ଭାରତରେ ଶ୍ରେଷ୍ଠ ଉଦୀୟମାନ ରେଡି ଟୁ ଇଟ୍ ବ୍ରାଣ୍ଡ । ରୁଚିର ନିର୍ଦ୍ଦେଶିକା ତଥା ଯୁବ ମହିଳା ଉଦ୍ୟୋଗୀ ରଶ୍ମୀ…

କନକ ବ୍ୟୁରୋ : ପୂର୍ବ ଭାରତର ଅଗ୍ରଣୀ ଖାଦ୍ୟ ପ୍ରସ୍ତୁତକାରୀ ଉଦ୍ୟୋଗ ତଥା ଓଡିଶାର ଏକ ନଂ ମସଲା ଉଦ୍ୟୋଗ ରୁଚିର ନିର୍ଦ୍ଦେଶିକା ତଥା ଯୁବ ମହିଳା ଉଦ୍ୟୋଗୀ ରଶ୍ମି ସାହୁ ଚଳିତ ବର୍ଷ ଆୟୋଜିତ ସମ୍ମାନଜନକ ଟାଇମ୍ସ୍ ବିଜନେସ୍ ଆୱାର୍ଡ୍ସ ୨୦୨୨ରେ ସମ୍ମାନୀତ ହୋଇଛନ୍ତି । ନିକଟରେ ଅନୁଷ୍ଠିତ…