Daily Archives

May 25, 2022

ଦୁର୍ଘଟଣା ପରେ ଗୋଟିଏ ଗୋଡରେ ଡେଇଁ ଡେଇଁ ୧ କିଲୋମିଟର ସ୍କୁଲ ଯାଉଛି । ଶିକ୍ଷୟିତ୍ରୀ ହେବାକୁ ଲକ୍ଷ୍ୟ ରଖିଛି ସୀମା ।…

କନକ ବ୍ୟୁରୋ: ଆଗରେ ପଡିଛି ପଥ ବହୁଦୂର, ଆହୁରି କେତେ ଯେ ବାକି... ଚାଲିବି ଚାଲିବି ନପଡିବି ଥକି, ମୁଦିବା ଆଗରୁ ଆଖି... ଏ କଥା ହୁଏତ ଏମିତି କିଛି ଚିତ୍ର ପାଇଁ ହିଁ ଲେଖା ହୋଇଛି । ଆଗରେ ଅନେକ ରାସ୍ତା, ଯିବାକୁ ଅଛି ଅନେକ ଦୂର । ଆଖିରେ ଅସୁମାରୀ ସ୍ୱପ୍ନ, ସତ କରିବାକୁ ଲଢୁଛି ଏକାଏକା ।…

ସେବା ପାଇଁ ଶରୀର ଦାନ କରିଛନ୍ତି ଏକାଧିକ ବାମ ନେତା । ରାଜନୈତିକ ଜୀବନରେ ସଫଳତା ପାଇନଥିଲେ ମଧ୍ୟ ମାନବବାଦ ପାଇଁ…

କନକ ବ୍ୟୁରୋ: ରାଜନୀତିରେ ଯେତିକି ସଫଳ ହେବା କଥା ସେତିକି ହେଇ ନଥିଲେ ମଧ୍ୟ ଶରୀର ଦାନ ଭଳି ମହତ କାମ କରି ଚର୍ଚ୍ଚାକୁ ଆସିଛନ୍ତି ରାଜ୍ୟର କମ୍ୟୁନିଷ୍ଟ ନେତା । ମଙ୍ଗଳବାର ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକଙ୍କ ମରଶରୀରକୁ ଭୁବନେଶ୍ୱର ଏମ୍ସକୁ ତାଙ୍କ ପରିବାର ଲୋକ ଦାନ କରିବା ପରେ ଏହି…

ରାଷ୍ଟ୍ରପତି ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସଂଖ୍ୟା ଦୃଷ୍ଟିରୁ…

କନକ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନ ଯେତିକି ପାଖଉଛି ସେତିକି ନିର୍ବାଚନୀ ଅଙ୍କ କଷା ଚାଲିଛି । ବିଶେଷ କରି ନବୀନଙ୍କ ବିଜୁ ଜନତା ଦଳ, ଜଗନ୍ନ ରେଡ୍ଡିଙ୍କ ୱାଇଏସଆର କଂଗ୍ରେସ ଓ ନିତୀଶ କୁମାରଙ୍କ ଜେଡିୟୁ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ବାକି ରାଜନୈତିକ ଦଳ ଗୁଡିକ ସେମାନଙ୍କ…

ପ୍ରେମ ବ୍ୟାପାରକୁ ନେଇ ପୁରୀରେ ଫୁଟିଥିଲା ଗୁଳି: ସେବାୟତ ଶିବରାମଙ୍କୁ ଗୁଳି କରିଛି ଚନ୍ଦନ ବାରିକ

କନକ ବ୍ୟୁରୋ: ପୋଲିସ ହେପାଜତରେ ଥିବା ଏ ହେଉଛି ପୁରୀ ଗୁଳିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଚନ୍ଦନ ବାରିକ । ଗତକାଲି ଶ୍ରୀମନ୍ଦିର ସାମ୍ନାରେ ସେବାୟତ ଶିବରାମ ପାତ୍ରଙ୍କୁ ଏ ହିଁ ଗୁଳି ଚଳାଇଥିଲା । ପ୍ରେମ ବ୍ୟାପାରକୁ ନେଇ ହୋଇଥିବା ଏହି ଗୁଳିକାଣ୍ଡ ପରେ ହିଁ ପୋଲିସ ଚନ୍ଦନ ବାରିକକୁ ଉଠାଇ…

କଳିଙ୍ଗା ଘାଟିରୁ ଓହ୍ଲାଇବା ବେଳେ କେମିତି ହେଲା ଦୁର୍ଘଟଣା? ଡ୍ରାଇଭର କହିଲେ ଦୁର୍ଘଟଣା ପୂର୍ବରୁ ଘଟିଥିଲା କଣ?

କନକ ବ୍ୟୁରୋ: ବସ ଭିତରେ ବିଛାଡି ହୋଇ ପଡିଛି ଆସବାବ ପତ୍ର, କିଏ ମୁହଁ ମାଡି ପଡିଛି. କିଏ ବସ ସିଟ୍ ତଳେ ପଶି ଯାଇଛି । ବିଳମ୍ବିତ ରାତିରେ କଳିଙ୍ଗା ଘାଟି ତଳ ଦୁର୍ଗାପ୍ରସାଦ ଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ପଶ୍ଚିମବଙ୍ଗର ଟୁରିଷ୍ଟ ବସ । ଲୋକଙ୍କ ଆର୍ତ ଚିକ୍ରାର ଓ…

ବଢୁଛି ବର୍ଷା-ଅନୁଭବ ବିବାଦ। ସାଇବର ଥାନାକୁ ଗଲେ ବର୍ଷା ପ୍ରିୟଦର୍ଶିନୀ । ଏପଟେ ସୋସିଆଲ୍ ମିଡିଆରେ ବର୍ଷା ଫ୍ୟାନ କ୍ଲବ…

କନକ ବ୍ୟୁରୋ: ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ବର୍ଷା ଆଜି ସାଇବର ଥାନାରେ ଅନୁଭବଙ୍କ ବିରୋଧରେ ଏତଲା ଦେଇଛନ୍ତି । ଏଥିରେ କହିଛନ୍ତି ସୋସିଆଲ ମିଡିଆରେ ଭିଡିଓ ଅପଲୋଡ କରି ତାଙ୍କ ଉପରେ ବିଭ୍ରାନ୍ତକାରୀ ଏବଂ ଅସମ୍ନାନଜନକ…