Daily Archives

May 24, 2022

ଟୋକିଓରେ ମୋଦୀ-ବାଇଡେନଙ୍କ ସାକ୍ଷାତ: ମୋଦିଙ୍କ ପ୍ରଶଂସା କଲେ ବାଇଡେନ

କନକ ବ୍ୟୁରୋ: ଟୋକିଓରେ ପ୍ରଧାନମନ୍ତ୍ରୀ ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଦ୍ୱିପାକ୍ଷୀକ ଆଲୋଚନା ହୋଇଛି । ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଖୁବ ପ୍ରଶଂସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏଥିସହ ଭାରତ ସହ ଆମେରିକାର ବନ୍ଧୁତ୍ୱକୁ ନେଇ ବଡ ବୟାନ…

ମେ୩୦ରୁ ନୂଆ ମେଗା ସିରିୟଲ ସୁନାଝିଅ । ସଂଧ୍ୟା ୭ଟା ୩୦ରେ ଜୀ ସାର୍ଥକରେ ହେବ ପ୍ରସାରିତ ।

କନକ ବ୍ୟୁରୋ: ଜୀ ସାର୍ଥକରେ ପୁଣି ଏକ ନୂଆ ସିରିୟଲ ଆରମ୍ଭ ହେବାକୁ ଯାଉଛି । ଯାହାର ନାଁ ରହିଛି  'ସୁନା ଝିଅ' । ଆସନ୍ତା ମେ ୩୦ରୁ ପ୍ରତ୍ୟେକ ଦିନ ସଂଧ୍ୟା ୭ଟା ୩୦ରେ ଏହା ପ୍ରସାରିତ ହେବ । ଏଥିରେ ଓଡିଆ ଘରର ନିଛକ କାହାଣୀକୁ ସ୍ଥାନ ଦିଆଯାଇଛି । ମା’ର ସୁରକ୍ଷା ଓ ସମ୍ମାନ ପାଇଁ କିଭଳି ଝିଅ…

ସରଗରମ ବିହାର ରାଜ୍ୟ ରାଜନୀତି: ବିଜେପିର ହାତ ଛାଡିବେ କି ନୀତିଶ କୁମାର?

କନକ ବ୍ୟୁରୋ: ବିହାର ରାଜନୀତିରେ ହଟଚମଟ ଜାରି ରହିଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ଛାଡି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ବିଧାୟକ ଓ ମନ୍ତ୍ରୀଙ୍କ ସହ ଘନଘନ ବୈଠକ କରିବା ସହ ବିଧାୟକଙ୍କୁ ପାଟଣା ବାହାରେ ପାଦ ନ ରଖିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ । ତେବେ ନୀତିଶ…

ଶ୍ରୀଲଙ୍କାକୁ ସହାୟତାର ହାତ ବଢାଇଲା ଭାରତ: ଯୋଗାଇଲା ୪୦ ହଜାର ମେଟ୍ରିକ ଟନ ପେଟ୍ରୋଲ

କନକ ବ୍ୟୁରୋ: ନାହିଁ ନଥିବା ଅସୁବିଧା ଦେଇ ଗତି କରୁଛନ୍ତି ଶ୍ରୀଲଙ୍କା ନାଗରୀକ । ଅତ୍ୟାବଶ୍ୟକୀୟ ସାମଗ୍ରୀର ଘୋର ଅଭାବ ରହିଥିବା ବେଳେ ଜରୁରୀ ମେଡିସିନ ଓ ପେଟ୍ରୋଲ ମଧ୍ୟ ସରିଯାଇଛି । ଏହାରି ଭିତରେ ଶ୍ରୀଲଙ୍କାକୁ ୪୦ ହଜାର ମେଟ୍ରିକ ଟନ ପେଟ୍ରୋଲ ଯୋଗାଇଛି ଭାରତ । ତେବେ ଦେଶରେ ପେଟ୍ରୋଲ…

ଦେଶରେ ୨୦ରୁ ୩୦ ବର୍ଷ ପ୍ରଭାବଶାଳୀ ରହିବ ବିଜେପି । ପ୍ରଶାନ୍ତ କିଶୋରଙ୍କ ଭବିଷ୍ୟବାଣୀ ।

କନକ ବ୍ୟୁରୋ : ଦେଶର ରାଜନୀତିରେ ବିଜେପି ଆଗାମୀ ୨୦ରୁ ୩୦ବର୍ଷ ପର୍ଯ୍ୟନ୍ତ ପ୍ରଭାବଶାଳୀ ରହିବ । ନିର୍ବାଚନରେ ବିଜେପିକୁ ହରାଇବା ଅନ୍ୟଦଳମାନଙ୍କ ପାଇଁ କାଠିକର ପାଠ ସାବ୍ୟସ୍ତ ହେବ । ଏବେ ଏଭଳି ଏକ ବଡ ଦାବି କରିଛନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର । ଏକ ଦୈନିକ ଖବରକାଗଜ ସହ…

କ୍ୱାଡ ମଞ୍ଚରେ ୪ ରାଷ୍ଟ୍ରଙ୍କ ଶକ୍ତିପ୍ରଦର୍ଶନ: ଏକାଠି ହେଲେ ଆମେରିକା, ଜାପାନ, ଅଷ୍ଟ୍ରେଲିଆ ଓ ଭାରତ

କନକ ବ୍ୟୁରୋ: କ୍ୱାଡ ସମ୍ମିଳନୀରେ ଏକାଠି ହେଲେ ୪ ଶକ୍ତିଶାଳୀ ରାଷ୍ଟ୍ର । ଗୋଟିଏ ମଂଚରେ ଦେଖିବାକୁ ମିିଳିଲା ୪ ରାଷ୍ଟ୍ରଙ୍କ ଶକ୍ତି ପ୍ରଦର୍ଶନ । ଭାରତ, ଆମେରିକା,ଅଷ୍ଟ୍ରେଲିଆ ଓ ଜାପାନର ରାଷ୍ଟ୍ରନେତାଙ୍କ କ୍ୱାଡ ସମ୍ମିଳନୀରେ ଭାରତ-ପ୍ରଶାନ୍ତ ମହାସାଗର ଅଂଚଳରେ ଶାନ୍ତି,ସମୃଦ୍ଧି, ସ୍ଥିରତା…