Daily Archives

May 21, 2022

ବ୍ରିଟେନରୁ ବିଜେପିକୁ ରାହୁଲଙ୍କ ଟାର୍ଗେଟ । ଭାରତର ପ୍ରଧାନମନ୍ତ୍ରୀ ଅନ୍ୟ କାହା କଥା ଶୁଣନ୍ତି ନାହିଁ।

କନକ ବ୍ୟୁରୋ:  ବିଦେଶରେ ମୋଦୀ ସରକାରଙ୍କୁ ରାହୁଲଙ୍କ ସମାଲୋଚନା । କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ବିଜେପି ଉପରେ ପ୍ରହାର । ବିଦେଶରେ ପହଁଚି ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି । କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଆୟୋଜିତ ‘ଆଇଡିଆଜ…

ଆମେରିକା ଓ ବ୍ରିଟେନରେ ବ୍ୟାପୁଛି ମଙ୍କିପକ୍ସ । ବନ୍ଦର ଓ ବିମାନ ବନ୍ଦର ଗୁଡିକୁ ଆଲର୍ଟ କଲେ ସରକାର।

କନକ ବ୍ୟୁରୋ: ସାରା ବିଶ୍ୱର ମଙ୍କିପକ୍ସ ମାମଲା ସାମ୍ନାକୁ ଆସିବାକୁ ଲାଗିଛି । ଏହାରି ଭିତରେ ଚିନ୍ତା ବଢାଇଛି ୟୁରୋପ । ଏଠାରେ ରେକର୍ଡ ସଂଖ୍ୟକ ମଙ୍କିପକ୍ସ ମାମଲା ସାମ୍ନାକୁ ଆସିଛି । ଏପର୍ଯ୍ୟନ୍ତ ୟୁରୋପରେ ଶହେରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଏହାପରେ ଭାରତ ସରକାର ମଧ୍ୟ ସତର୍କ…

ପୁଣି ସାମ୍ନାକୁ ଆସିଲା ଅନୁଭବଙ୍କ ଭିଡିଓ: ବର୍ଷା ତାଙ୍କୁ ସ୍ୱାମୀର ଅଧିକାର ଦେଇନଥିବା ନେଇ କଲେ ଅଭିଯୋଗ

କନକ ବ୍ୟୁରୋ: ପୁଣିଥରେ ଭିଡିଓ ଜାରି ଚର୍ଚ୍ଚାକୁ ଆସିଲେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅମୁଭବ ମହାନ୍ତି । ନିଜ ପରିବାର ଓ ତାଙ୍କ ପତ୍ନୀ ବର୍ଷାକୁ ନେଇ ଏହି ଭିଡିଓରେ ସେ ଅନେକ ଗୁମର ଖୋଲିଛନ୍ତି । ୨୦୧୪ରେ ବିବିାହ ହୋଇଥିଲେ ବି ୨୦୨୦ ପର୍ଯ୍ୟନ୍ତ ସ୍ୱାମୀଙ୍କ ଅଧିକାର ପାଇ ନଥିବାରୁ ସେ…

ଡାକ୍ତର ବେଶରେ ବିଶ୍ୱାସ ଜନ୍ମାଉଥିଲେ ଠକ: ଛାତ୍ରଛାତ୍ରୀଙ୍କ ଠାରୁ ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା

କନକ ବ୍ୟୁରୋ: ଡାକ୍ତରୀ ପିଲାଙ୍କ ମେରିଟ୍ ଲିଷ୍ଟ ବାହାରିବା ପରେ ଆରମ୍ଭ ହେଉଥିଲା ଏହି ଦୁଇ ଠକଙ୍କ କାରନାମ । ଡାକ୍ତରର ପରିଚୟ ଦେଇ, ୱେଟିଂ ଲିଷ୍ଟରେ ଥିବା ଛାତ୍ରଛାତ୍ରୀଙ୍କୁ ମେସେଜ କରି ମେଡିକାଲ କଲେଜର ନାଁ ଲେଖାଇ ଦେବେ ବୋଲି ପ୍ରତିଶ୍ରୁତି ଦେଉଥିଲେ । ଯିଏ ଫାଶରେ ପଡୁଥିଲା, ତାକୁ ନାମୀ…

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବଡ ସୂଚନା । କହିଲେ, ଜାରିରହିବ ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ।

କନକ ବ୍ୟୁରୋ: ଶେଷ ହେଇଛି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଉ ଏହାପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବଡ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ପୂର୍ବପରି ଜାରି ରହିବ । ଶ୍ରୀମନ୍ଦିର ଐତିହ୍ୟ କରିଡର ଅନ୍ତର୍ଗତ ଯାତ୍ରୀ…

ବିଷ ଦେଇ ମହାବଳ ବାଘକୁ ହତ୍ୟା: ଶିକାରୀ କହିଲା ବାଘ ଶିକାରର କାହାଣୀ

କନକ ବ୍ୟୁରୋ: କେନ୍ଦୁଝରରେ ମହାବଳ ବାଘ ଛାଲ ଜବତ ଯେତିକି ଚାଂଚଲ୍ୟ ସୃଷ୍ଟି କରିଛି, ତାଠୁ ବଡ ପ୍ରଶ୍ନ ସୃଷ୍ଟି କରିଛି ମହାବଳ ବାଘ ଆସିଲା କେଉଁଠୁ । କାରଣ ବନବିଭାଗ କହୁଛି, ଆନନ୍ଦପୁର ବନଖଣ୍ଡ ଅଧିନ ଦେଓଗାଁ ରେଞ୍ଜରେ ମହାବଳ ଥିବାର କିଛି ସୂଚନା ନଥିଲା । ତେଣୁ ପ୍ରଶ୍ନ ଉଠୁଛି କେନ୍ଦୁଝରରେ…