Daily Archives

May 20, 2022

ସଙ୍ଗୀନ ହେଉଛି ଶ୍ରୀଲଙ୍କା ସ୍ଥିତି: ଆର୍ଥିକ ସଙ୍କଟ ଭିତରେ ଏବେ ଦେଖାଗଲାଣି ଖାଦ୍ୟ ସଙ୍କଟ

କନକ ବ୍ୟୁରୋ: ଆର୍ଥିକ ସଙ୍କଟ ଭିତରେ ଛନ୍ଦି ହୋଇପଡ଼ିଥିବା ଶ୍ରୀଲଙ୍କା ସ୍ଥିତି ସଂଗୀନ ହେବାରେ ଲାଗିଛି । ଆଶା କରାଯାଉଥିଲା ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପରେ ସ୍ଥିତି ସୁଧୁରିବ । ହେଲେ ସ୍ଥିତି ଆହୁରି ଜଟିଳ ହୋଇପଡ଼ିଲାଣି । ଏବେ ଶ୍ରୀଲଙ୍କାରେ ଦେଖାଦେଇଛି ଖାଦ୍ୟ ସଙ୍କଟ । ଶ୍ରୀଲଙ୍କା…

ଖରାଦିନେ ବଜାରରୁ ଆମ୍ବ ଉଭାନ: ପଡୋଶୀ ରାଜ୍ୟରୁ ଆସୁଥିବା ଆମ୍ବକୁ ଚଢା ଦରରେ କିଣୁଛନ୍ତି ଗ୍ରାହକ

କନକ ବ୍ୟୁରୋ: ବଜାରରୁ ଆମ୍ବ ଗାୟବ । ବିଗତ ଦିନ ମାନଙ୍କରେ ଏହି ସମୟରେ ଆମେ ଆମ୍ବର ଅଭାବି ବିକ୍ରୀ କଥା କହୁଥିଲେ । ତେବେ ଚଳିତ ବଜାରରେ ଆମ୍ବର ବ୍ୟାପକ ଅଭାବ ଦେଖିବାକୁ ମିଳିଛି । ବିଶେଷ କରି ମାଲକାନଗିରି ଜିଲ୍ଲାରେ ଓଡିଶା ସମେତ ପଡୋଶୀ ରାଜ୍ୟକୁ ଆମ୍ବ ରପ୍ତାନି ହୋଉଥିବା ବେଳେ ଏଥର କିନ୍ତୁ…

ଉତ୍ତର କୋରିଆରେ ଅଣାୟତ ହେଉଛି ଅଜଣା ଜ୍ୱର । ଗୋଟିଏ ଦିନରେ ୨ ଲକ୍ଷରୁ ଅଧିର ନୂଆ ମାମଲା ।

କନକ ବ୍ୟୁରୋ: ଉତ୍ତର କୋରିଆରେ ବଢି ଚାଲିଛି କରୋନା ଆକ୍ରାନ୍ତ । ଦିନକୁ ଦିନ ଦେଶରେ ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି । ଦେଶରେ ୨୦ ଲକ୍ଷ ଲୋକ ରହତ୍ସମୟୀ ଭାବରେ ଥଣ୍ଡା ଖାସ ଓ ଜ୍ୱରରେ ପିଡିତ ହୋଇ ଥିବା ଖବର ସାମ୍ନାକୁ ଆସିଛି । ଏହାରି ଭିତରେ ଦେଶବାସିଙ୍କୁ ସମ୍ବୋଧିତ କରି କରୋନା…

ତାରାତାରିଣୀ ଦର୍ଶନ କଲେ ଅପରାଜିତା: କର୍ମୀଙ୍କ ଗାଡିକୁ ନଛାଡିବାରୁ ପାଦରେ ଚାଲି ଚାଲି ଯାଇ କଲେ ଦର୍ଶନ

କନକ ବ୍ୟୁରୋ: କର୍ମୀମାନଙ୍କ ସହ ପାଦରେ ଚାଲି ଚାଲି ଯାଇ ମା ତାରାତାରେଣୀଙ୍କ ଦର୍ଶନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ପାହାଡ ତଳୁ ପ୍ରାୟ ୪କିଲୋମିଟର ଚାଲି ଚାଲି ଯାଇ ମାଙ୍କ ଦର୍ଶନ କରିଛନ୍ତି ଅପରାଜିତା । ସୂଚନା ଅନୁସାରେ ଅପରାଜିତା କର୍ମୀଙ୍କ ସହ କାରରେ ଯାଇ ତାରାତାରେଣୀ…

କଂଗ୍ରେସକୁ ଟାଗେର୍ଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପରିବାରବାଦ ରାଜନୀତିକୁ କଟାକ୍ଷ ।

କନକ ବ୍ୟୁରୋ: ବଂଶବାଦ ରାଜନୀତି ଯେଉଁଠୁ ଆରମ୍ଭ ହୁଏ ସେଇଠି ହିଁ ଶେଷ ହୋଇଯାଏ । ନାଁ ନ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରାଜସ୍ଥାନ ଜୟପୁରରେ ଏକ କାର୍ଯ୍ୟକ୍ରମରେ ଭାର୍ଚ୍ଚୁଆଲ ମାଧ୍ୟମରେ ଯୋଗଦେଇ ଏଭଳି କହିଛନ୍ତି ମୋଦୀ । ବଂଶବାଦ ରାଜନୀତି ଦେଶର ବିକାଶ କରିବା…

ପିଲାଙ୍କ ରୋଗ ନେଇ ଆସୁଛି ନୂଆ ନୂଆ ତଥ୍ୟ: ୫ ବର୍ଷରୁ କମ୍ ବୟସର ପିଲାଙ୍କୁ ହେଉଥିଲା ହାତ, ପାଦ, ମୁହଁ ରୋଗ ବା…

କନକ ବ୍ୟୁରୋ: ଓଡିଶାର ବିଭିନ୍ନ ସ୍ଥାନରେ ଛୋଟ ପିଲାଙ୍କୁ ଏଭଳି ଏକ ଚର୍ମ ରୋଗ ଆକ୍ରାନ୍ତ କରୁଛି । ଏହା ଏକ ସଂକ୍ରାମକ ରୋଗ ବୋଲି କୁହାଯାଉଛି । କେହି କେହି ଏହାକୁ ଟମାଟୋ ଫ୍ଲୁ ବୋଲି କହୁଥିବାବେଳେ ଓଡିଶାରେ ଡାକ୍ତର କହୁଛନ୍ତି ଏହା ହ୍ୟାଣ୍ଡ ଫୁଟ୍ ମାଉଥ୍ ଡିଜିଜ୍ । ସାଧାରଣତଃ ହାତ, ପାଦ ଓ…