Daily Archives

May 18, 2022

ବର୍ଷା ପାଣିରେ ଉବୁଟୁବୁ ହେଲା ସଫ୍ଟୱେର ସିଟି ବେଙ୍ଗାଲୁରୁ । ପ୍ରବଳ ବର୍ଷା ଯୋଗୁଁ କର୍ଣ୍ଣାଟକରେ ବନ୍ୟା ପରିସ୍ଥିତି ।

କନକ ବ୍ୟୁରୋ: ଆସାମ, କଣ୍ଣାଟକ ଓ କେରଳରେ ପ୍ରବଳ ବର୍ଷା ରାଜ୍ୟ ବାସିଙ୍କ ଚିନ୍ତା ବଢାଇଛି । ବନ୍ୟା କାରଣରୁ ଆସାମରେ ୨୬ ଜିଲ୍ଲାର ୪ ଲକ୍ଷରୁ ଲୋକ ପ୍ରଭାବିତ ହୋଇଛନ୍ତି । କଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରୁ ମଧ୍ୟ ସମାନ ଚିତ୍ର ସାମ୍ନାକୁ ଆସିଛି । ଅନେକ ସ୍ଥାନରେ ଯାନ ବାହାନ ପାଣିରେ ବୁଡି…

ରଥଖଳାରେ ରଥ ଗଢ଼ୁଛନ୍ତି ଉଚ୍ଚ ଶିକ୍ଷିତ । କହିଲେ, ସେବାୟତଙ୍କ ପାଇଁ ମହାପ୍ରଭୁ ଓ ମହାପ୍ରଭୁଙ୍କ କାମ ସବୁଠୁ ଆଗ

କନକ ବ୍ୟୁରୋ: ରଥ ଗଢ଼ୁଛନ୍ତି ପାଠୁଆ ପୁଅ । ଶ୍ରୀକ୍ଷେତ୍ରର ରଥଖଳା ଏବେ ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ସେବାୟତମାନେ ମନପ୍ରାଣ ଦେଇ ରଥ ଗଢ଼ିବାରେ ଲାଗିପଡ଼ିଛନ୍ତି । ଏସବୁ ଭିତରେ କିଛି ରୋଚକ ଓ ଆଶ୍ଚର୍ଯ୍ୟ କଲା ଭଳି ବିଷୟ ଜାଣିବାକୁ ମିଳୁଛି । ଉଚ୍ଚଶିକ୍ଷିତ, ବାହାରେ ଚାକିରି କରୁଥିବା ସେବାୟତ…

ସୀମାରେ ମୁତୟନ ହେବ ଅତ୍ୟାଧୁନିକ ମିଜାଇଲ ସିଷ୍ଟମ । ପାକିସ୍ତାନ ଓ ଚୀନରେ ଏସ ୪୦୦ ମିଜାଇଲ ମୁତୟନ କରିବ ଭାରତ ।

 କନକ ବୁାରୋ : ଭାରତକୁ ରହିଛି ପାକିସ୍ତାନ ଓ ଚୀନଠୁ ବଡ ବିପଦ । ତେଣୁ ଖୁବ ଶିଘ୍ର ଉଭୟ ଚୀନ ଓ ପାକିସ୍ତାନ ସୀମାରେ ଭାରତ ମୃତୟନ କରିବ ଏସ-୪୦୦ ମିସାଲଲ ସିଷ୍ଟମ । ଏହି ବଡ ବୟାନ ଦେଇଛି ଆମେରିକା ଡିଫେନ୍ସ ଇଂଟେଲିଜେନ୍ସ ବା ଡିଆଇଏ । ଡିଆଇଏ ଡିରେକ୍ଟର ଲେପ୍ଟନାଂଟ ଜେନେରାଲ ସ୍କଟ ବେରିଅର…

ବଦଳିଲା ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ପୀଠର ରୂପ । ସ୍ନାନ ମଣ୍ଡପ, ଦୀପ ଘର ଓ ପ୍ରଶାସନିକ…

କନକ ବ୍ୟୁରୋ: ନୂଆ ରୂପ ପାଇଲା ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ପୀଠ । ମନ୍ଦିରର ନୂଆ ରୂପ ମନଲୋଭା ହୋଇଛି । ତାରାତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ ତାରାତାରିଣୀ ପୀଠ ପ୍ରତିଷ୍ଠା ଦିବସକୁ ନେଇ…

୩୧ ବର୍ଷ ପରେ ଜେଲରୁ ମୁକୁଳିଲେ ରାଜୀବଙ୍କ ହତ୍ୟାକାରୀ । ପେରାରିଭାଲନ ଜେଲରୁ ମୁକ୍ତ । 

କନକ ବୁାରୋ : ୩୧ ବର୍ଷ ପରେ ଜେଲରୁ ମୁକୁଳିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ । ଅନ୍ୟତମ ଅଭିଯୁକ୍ତ ଏଜି ପେରାରିଭାଲନ ଜେଲରୁ ବାହାରିଛନ୍ତି  । ବୁଧବାର ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ରାୟ ଦେଇଛନ୍ତି ।  ଧାରା ୧୪୨ରେ ଥିବା ସ୍ୱତନ୍ତ୍ର କ୍ଷମତା ବଳରେ ଏହି ରାୟ…

ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜକୁ ନେଇ ବିବାଦରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ । ଦରମା ପାଉନାହାଁନ୍ତି କର୍ମଚାରୀ,…

କନକ ବ୍ୟୁରୋ: କଲେଜର କର୍ମଚାରୀଙ୍କୁ ଦରମା ଦେବାକୁ ଟଙ୍କା ନାହିଁ, ହେଲେ କଲେଜର ମ୍ୟାନେଜିଂ କମିଟି ଅଧ୍ୟକ୍ଷ ଅୟସ କରୁଛନ୍ତି । ଏଭଳି ଅଭିଯୋଗ ଆଣି ବରପଦା ଇଞ୍ଜିନିୟରିଂ କଲେଜ ଆଗରେ ଧାରଣା ଦେଇଛନ୍ତି କର୍ମଚାରୀ । ୧୭ ମାସ ହେଲା ସେମାନଙ୍କୁ ଦରମା ମିଳିନାହିଁ କିନ୍ତୁ ଅଭିଯୋଗ ହେଉଛି କଲେଜର…