Daily Archives

May 15, 2022

ଏସି ଓ ଫାଇବର କୁଲରକୁ ଟକ୍କର ଦେଉଛି ପଶ୍ଚିମ ଓଡ଼ିଶାର ଟିଣ କୁଲର । ୧୬ଶହରୁ ୭ହଜାର ଟଙ୍କା ଭିତରେ ମିଳୁଛି କୁଲର ।…

କନକ ବ୍ୟୁରୋ: ଖରାଦିନ ଆସିଲେ ବଲାଙ୍ଗିରବାସୀଙ୍କୁ ଖରା ଗରମର ଚିନ୍ତାଥାଏ । କାରଣ ପଶ୍ଚିମ ଓଡ଼ିଶାରେ ଟାଣ ଖରା ନୁହେଁ ଆକାଶରୁ ନିଆଁ ବର୍ଷିଥାଏ । ଗରମ ଦିନେ ବିଶେଷକରି ବଲାଙ୍ଗିର ଜିଲ୍ଲାରେ ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଥାଏ । ଗରିବ ଓ ମଧ୍ୟବିତଙ୍କ ପାଇଁ ବରଦାନ ପାଲଟିଛି ପଶ୍ଚିମ ଓଡ଼ିଶାରେ…

ଯୁବ ଇଂଜିନିୟରଙ୍କ କମାଲ । ମାଛ, କୁକୁଡ଼ା ଓ ଗାଇ ଚାଷ କରି ଲାଭବାନ । ୧୬ଟି ପୋଖରୀରେ ହୋଇଛି ରୋହି, ଭାକୁର, ଚିଙ୍ଗୁଡି…

କନକ ବ୍ୟୁରୋ: ବିଦେଶ ଚାକିରୀ ଛାଡି ଗାଁରେ ମାଛ, କୁକୁଡ଼ା ଓ ଗୋ-ପାଳନ କରି ସଫଳତା ପାଇଛନ୍ତି କେନ୍ଦ୍ରପଡ଼ାର ଯୁବ ଇଂଜିନିୟର । ଚାଷ କରି ବାର୍ଷିକ ୧୦ଲକ୍ଷରୁ ଅଧିକ ଆୟ କରୁଛନ୍ତି ଯୁବ ଇଂଜିନିୟର । କେନ୍ଦ୍ରାପଡ଼ା ବିଶ୍ୱନାଥପୁର ଗାଁର ଯୁବ ଇଂଜିନିୟର ଅମର ରାଉତ ମେକାନିକାଲରେ ଡିପ୍ଲୋମା ସାରିବା…

ଛତୁ ଚାଷ କରି ସ୍ୱାବଲମ୍ବୀ । ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରି ପାଲଟିଛନ୍ତି ପ୍ରେରଣା । ମିଶନଶକ୍ତି ମହିଳାଙ୍କୁ…

କନକ ବ୍ୟୁରୋ: ଛତୁଚାଷ କରି ସ୍ୱାବଲମ୍ବୀ । ଯାଜପୁର ଧର୍ମଶାଳାର ସସ୍ମିତା ଧୀର ଏବେ ଜଣେ ଛତୁ ବ୍ୟବସାୟୀ । ବାର୍ଷିକ ଦେଢ଼ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା ସସ୍ମିତା । କଲେଜ ପଢ଼ିବା ସମୟରୁ କିଛି କାମ କରି ଆତ୍ମନିର୍ଭରଶୀଳ ହେବା ପାଇଁ ଆଶା ରଖିଥିଲେ…

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବଢୁଛି ତାତି: ଗଡ ହାତେଇବାକୁ ଚାଲିଛି ଅଙ୍କକଷା

କନକ ବ୍ୟୁରୋ: ବ୍ରଜରାଜନଗର ଉପନିର୍ବାଚନ ତାତି ବଢିବାରେ ଲାଗିଛି । ବିଧିବଦ୍ଧ ଭାବେ ତିନି ଦଳ ପ୍ରଚାର ଆରମ୍ଭ କରି ନାହାନ୍ତି । ପ୍ରଚାର ମୈଦାନକୁ ଓହ୍ଲାଇବା ପୂର୍ବରୁ ରାଜନୈତିକ ଦଳଗୁଡିକ, କର୍ମୀ ସମ୍ମିଳନୀ କରି କର୍ମୀଙ୍କୁ ଏକଜୁଟ କରିବା ସହ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି । ୨୦୨୪…

ବଢୁନି ଓଡ଼ିଶାର ଚାଷୀଙ୍କ ଆୟ: ଭାରତରେ ୫୯% ବୃଦ୍ଧି, ଓଡ଼ିଶାରେ ମାତ୍ର ୩%

କନକ ବ୍ୟୁରୋ: ଚାଷୀର ଆୟ ଦୁଇ ଗୁଣ କରିବା ଲକ୍ଷ୍ୟ ହାସଲରେ ଖୁବ ପଛରେ ପଡିଯାଇଛି ଓଡ଼ିଶା ଖୁବ । ଚାଷୀ ପରିବାରର ମାସିକ ଆୟରେ ଓଡ଼ିଶା ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଭିତରେ ତଳପୁଟୁ ଦ୍ୱିତୀୟ ସ୍ଥାନରେ ରହିଛି । ୨୦୧୩ରୁ ୨୦୧୯ ଭିତରେ ଭାରତର ଚାଷୀ ପରିବାରର ମାସିକ ଆୟ ୫୯% ପ୍ରତିଶତ…

ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସା କଲେ ଅପରାଜିତା ଷଡଙ୍ଗୀ: ଓଡିଶାରେ ପ୍ରଥମ ଟିଙ୍କରିଂ ଲାବର ଉଦଘାଟନ କରିଛନ୍ତି…

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଲେ ସାଂସଦ ଅପରାଜିତା ଷଡଙ୍ଗୀ । ଖାରବେଳନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ନବନିର୍ମିତ ଅଟଳ ଟିଙ୍କରିଂ ଲାବ ଉଦଘାଟନ ଅବସରରେ ଧର୍ମେନ୍ଦ୍ରଙ୍କୁ ଧନ୍ୟବାଦ ଦେଇଛନ୍ତି ଅପରାଜିତା । କହିଛନ୍ତି ଏହି ଲାବର ଉଦଘାଟନ…