Daily Archives

May 14, 2022

କୁଆଡ଼େ ଚାଲିଗଲେ ୧୮ ଲକ୍ଷ ପିଲା । ଗଣଶିକ୍ଷା ମନ୍ତ୍ରୀ କହିଲେ, ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲକୁ ଆସୁନାହାନ୍ତି…

କନକ ବ୍ୟୁରୋ: ସ୍କୁଲକୁ ଆସୁନାହାନ୍ତି ଶତ ପ୍ରତିଶତ ଛାତ୍ରଛାତ୍ରୀ । କରୋନା ମହାମାରୀ ପାଇଁ ପ୍ରାୟ ଦୁଇ ବର୍ଷ ସ୍କୁଲ ବନ୍ଦ ରହିଥିଲା । ଏବେ ସ୍କୁଲ ଖୋଲିବା ପରେ କିନ୍ତୁ ୭୦ ପ୍ରତିଶତ ପିଲା ସ୍କୁଲ ଆସୁଥିବା ବେଳେ ୩୦ ପ୍ରତିଶତ ପିଲା ସ୍କୁଲ ଆସିନାହାନ୍ତି । ଯାହା ସରକାରଙ୍କ ଚିନ୍ତା ବଢାଇଛି ।…

କଂଗ୍ରେସ ଚିନ୍ତନ ଶିବିରରେ ପ୍ରସ୍ତାବ, ନିର୍ବାଚନ ସମୟରେ ଧାର୍ମିକ ସ୍ଥଳୀ ଯିବେ ନାହିଁ କଂଗ୍ରେସ ନେତା

କନକ ବ୍ୟୁରୋ : ରାଜସ୍ଥାନର ଉଦୟପୁର ଠାରେ କଂଗ୍ରେସର ଚିନ୍ତନ ଶିବିର ଜାରି ରହିଛି । ଏହି ଶିବିରରେ ଦଳର ସମସ୍ତ ବଡ ବଡ ନେତାମାନେ ଯୋଗ ଦେଇଛନ୍ତି । ଆଜି ଏହି ଶିବିରରେ ଏକ ଅଜବ ପ୍ରସ୍ତାବ ରଖାଯାଇଛି । ପ୍ରସ୍ତାବ ମୁତାବକ ନିର୍ବାଚନ ବେଳେ ଦଳର କୌଣସି ନେତା କୌଣସି ଧର୍ମର ଧାର୍ମିକ ସ୍ଥଳୀକୁ…

ପୁରୀ ପରିକ୍ରମା ପ୍ରକଳ୍ପ ନେଇ ମୁହଁ ଖୋଲିଲେ ଧର୍ମେନ୍ଦ୍ର । କହିଲେ, ନିୟମ ପରିସରରେ ହେଉ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ…

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବିଜେପି ନେତା ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି । ଯାହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଏହି ପ୍ରସଙ୍ଗରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ନିୟମ ପରିଧି ଭିତରେ…

ମାନିକ ଶାହା ହେବେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ । ରାଜ୍ୟ ବିଜେପି ବିଧାୟକ ଦଳର ନେତା ଭାବେ ମାନିକ ନିର୍ବାଚିତ ।

କନକ ବ୍ୟୁରୋ : ମାନିକ ଶାହା ହେବେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ । ବିପ୍ଲବଙ୍କ ପରେ ତ୍ରିପୁରା ସରକାରର ମଙ୍ଗ ଧରିବେ ମାନିକ ଶାହା । ଆଜି ରାଜ୍ୟ ବିଜେପି ବିଧାୟକ ଦଳର ନେତା ଭାବେ ସେ ନିର୍ବାଚିତ ହୋଇଛନ୍ତି । ତେବେ ଏହା ପୂର୍ବରୁ ବିପ୍ଲବ ଦେବ ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା…

ମାଟ୍ରିକ୍ ପରୀକ୍ଷା ବିଭ୍ରାଟ । ଧରାପଡିଲା ବୋର୍ଡର ଦୋଷ । ବିନା ଫର୍ମ ଫିଲଅପରେ ଆସିଥିଲା ଆଡମିଟ୍ କାର୍ଡ

କନକ ବ୍ୟୁରୋ : ମାଟ୍ରିକ୍ ପରୀକ୍ଷା ବିଭ୍ରାଟକୁ ବୋର୍ଡ ପ୍ରଧାନ ଶିକ୍ଷକମାନଙ୍କୁ ଦୋଷ ଦେଇ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଧରାପଡିଛି ବୋର୍ଡର ଭୁଲ । ଆଉ ଏହାକୁ ସାମ୍ନାକୁ ଆଣିଛନ୍ତି ରାୟଗଡ଼ା ଜିଲ୍ଲା ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ । ସ୍କୁଲର ଛାତ୍ରୀ ଶିବାନୀ…

  ଭାରତର ଏହି ରାଜ୍ୟର ଲୋକେ ବ୍ୟବହାର କରନ୍ତି ସବୁଠୁ ଅଧିକ କାର, ଜାଣନ୍ତୁ ଦ୍ୱିତୀୟ ରାଜ୍ୟ ଭାବେ ରହିଛି କାହାର ନାମ

କନକ ବ୍ୟୁରୋ : ଭାରତ ହେଉଛି ବିଶ୍ୱର ପଞ୍ଜମ କାର ନିର୍ମାଣ ହେଉଥିବା ଦେଶ ଓ କାର ବିକ୍ରିରେ ବି ଭାରତ ବିଶ୍ୱର ପଞ୍ଚମ ଦେଶ । ହେଲେ ଆପଣ ଜାଣିଛନ୍ତି କି ଭାରତରେ କେତେ ପରିବାର ପାଖରେ କାର ରହିଛି ଓ କେଉଁ ରାଜ୍ୟର ଲୋକେ ସର୍ବାଧିକ କାର ବ୍ୟବହାର କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଦେଶରେ…