Daily Archives

May 14, 2022

ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରିବା ପଡିଲା ମହଙ୍ଗା, ଏବେ ପୋଲିସ କଷ୍ଟଡିରେ ମରାଠୀ ଅଭିନେତ୍ରୀ କେତକୀ

କନକ ବ୍ୟୁରୋ : ଏନସିପି ମୁଖ୍ୟ ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶରଦ ପାୱାରଙ୍କ ବିରୋଧରେ ସୋସିଆଲ ମିଡିଆରେ ଏକ ଆପତ୍ତି ଜନକ ପୋଷ୍ଟ କରି ଅଡୁଆରେ ପଡିଛନ୍ତି ମରାଠୀ ଅଭିନେତ୍ରୀ କେତକୀ ଚିତାଲେ    । ଏନେଇ ତାଙ୍କ ନାମରେ ୩ ଟି ଅଭିଯୋଗ ହେବା ପରେ ପୋଲିସ ତାଙ୍କୁ ହେପାଜତକୁ ନେଇଛି ।…

ବାସନ୍ଦ କରିଥିଲା ଗାଁ, ନ୍ୟାୟ ପାଇଁ ପୋଲିସ ପାଖକୁ ଦୌଡି ନିରାଶ ହେବା ପରେ… ଏସପି ଅଫିସ ଆଗରେ ଯୁବକଙ୍କ…

କନକ ବ୍ୟୁରୋ: ନ୍ୟାୟ ଦାବିରେ ଯୁବକ ଆତ୍ମହୂତି ଉଦ୍ୟମ । ଗଞ୍ଜାମ ଏସପି ଅଫିସ ଆଗରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ଦେହରେ ପେଟ୍ରୋଲ ଢାଳି ହୋଇ ଯୁବକ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଉପସ୍ଥିତି ବୁଦ୍ଧି ଖଟାଇ ପୁଲିସ କର୍ମଚାରୀ ଯୁବକ ଜଳିଯାଉଥିବା ବେଳେ ଏକ କମ୍ବଳ ଘୋଡେଇ ନିଆଁକୁ…

ବ୍ରାଉନସୁଗାରର ଠିକଣା ପାଲଟିଛି ଉପକୂଳ ଓଡ଼ିଶା । ବାଲେଶ୍ୱରରେ ଧଳା ଜହର ବିକ୍ରି ବେଳେ ଧରାପଡିଲେ ଦଲାଲ ।

କନକ ବ୍ୟୁରୋ: ସାମ୍ନାକୁ ଆସିଲା ଧଳା ଜହରର କଳା କାହାଣୀ । ବାଲେଶ୍ୱର ଭୋଗରାଇ ଥାନା ଉଦୟପୁର ଅଞ୍ଚଳରୁ ଦୁଇ ଜଣ ଧଳା ଜହର ବେପାରୀଙ୍କୁ କାବୁ କରି ପୋଲିସର ଜିମା ଦେଇଛନ୍ତି ଗ୍ରାମବାସୀ । ସେମାନଙ୍କ ଠାରୁ ୫ଲକ୍ଷ ଟଙ୍କାର ଧଳା ଜହର ଜବତ କରାଯାଇଛି । ସେପଟେ ପୁରୀ ମଙ୍ଗଳାଘାଟ ଅଞ୍ଚଳରୁ ୩…

୬ ଲକ୍ଷ ନେଇ ଫେରୁଥିଲେ, ଭିଜିଲାନ୍ସ ହାବୁଡରେ ପଡିଗଲେ । ଧରାପଡିଲେ ରାୟଗଡ଼ା ଏକ୍ସସାଇଜ୍ ସୁପରିଣ୍ଟେଣ୍ଡେଣ୍ଟ ନିନା…

କନକ ବ୍ୟୁରୋ: ଦୁର୍ନୀତିରେ ଉବୁଟୁବୁ ରାୟଗଡାର ଅବକାରୀ ଅଧୀକ୍ଷକ ନିନା ବେଉରା । ଏହି ଦୁର୍ନୀତିଖୋର ଅଫିସରଙ୍କ ନାଁରେ ମାଳ ମାଳ ପିଟିସନ ପଡିବା ପରେ, ଲାଞ୍ଚ ଟଙ୍କା ନେଇ ଫେରିବା ରାସ୍ତାରେ ବାନ୍ଧିଲା ଭିଜିଲାନ୍ସ । ରାୟଗଡାରୁ ଭୁବନେଶ୍ୱର ଆସି, ମୋଟା ଅଙ୍କର ଟଙ୍କା ନେଇ ଫେରୁଥିିବା ବେଳେ…

କେନ୍ଦୁଝରର ମାଟି ତଳେ ଥାଇପାରେ ସୁନାଖଣି । ବାଂଶପାଳର ବିଭିନ୍ନ ସ୍ଥାନରେ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ପକ୍ଷରୁ…

କନକ ବ୍ୟୁରୋ: କେନ୍ଦୁଝରରେ ସୁନା ଖଣି ଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତାହା ଆହୁରି ଜୋରଦାର ହୋଇଛି, ଯେତେବେଳେ ବିଭିନ୍ନ ସ୍ଥାନରେ ସର୍ଭେକ୍ଷଣ ଆରମ୍ଭ କରିଛି ଜିଓ ଲଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ । କେନ୍ଦୁଝର ବାଂଶପାଳ ବ୍ଲକର ପାଖାପାଖି ୧୫ଟି ସ୍ଥାନରେ ସୁନା ଖଣିର ସନ୍ଧାନ ପାଇଁ ସର୍ଭେ…

କୁଆଡେ ଗଲେ ପୂର୍ବତନ ବିଧାୟକ ସରୋଜ ପାଢ଼ୀ ? ଦୁଇ ଦିନ ପରେ ବି ମିଳୁନି ପତ୍ତା…

କନକ ବ୍ୟୁରୋ: ନିଖୋଜ ହେବାର ଦୁଇ ଦିନ ପରେ ବି ଆସିକାର ପୂର୍ବତନ ବିଧାୟକ ସରୋଜ ପାଢୀଙ୍କ ପତ୍ତା ମିଳୁନି । ଘଟଣାକୁ ୪୮ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ବି ଏ ଯାଏଁ ତାଙ୍କର କୌଣସି ପତ୍ତା ମିଳିନାହିଁ । ପୁଅ ସଙ୍ଗୀତ ପାଢ଼ୀଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନା…