Daily Archives

May 11, 2022

ପଦ ଏକ, ଦାବିଦାର ଅନେକ । ପିସିସି ସଭାପତି ଭାବେ କାହା ନାଁରେ ମୋହର ମାରିବେ ରାହୁଲ, ତାରା କହିଲେ, ଦାବି କରିନି ହେଲେ…

କନକ ବ୍ୟୁରୋ : ପିସିସି ପରିବର୍ତ୍ତନ ନେଇ କଂଗ୍ରେସରେ କସରତ ଚାଲିଥିବାବେଳେ ବରିଷ୍ଠ ନେତା ସୁର ରାଉତରାୟଙ୍କ ବୟାନ ଚର୍ଚ୍ଚାର ଖୋରାକ ଯୋଗାଇଛି । ସୁର କହିଛନ୍ତି, ରାହୁଲଙ୍କୁ ଦେଖା କରିଥିବା ୧୭ ଜଣଙ୍କ ମଧ୍ୟରୁ ୧୦ ଜଣ ପିସିସି ସଭାପତି ଦାବିଦାର ଥିବା ଜଣାଇଛନ୍ତି । ସେପଟେ ବିଧାୟକ ତାରା…

ପୁରୀ ପରିକ୍ରମା ପ୍ରକଳ୍ପ : ସମ୍ବିତ କହିଲେ ଜଗନ୍ନାଥ ଦେଇଛନ୍ତି ନିର୍ଦ୍ଦେଶ, ଆଇନ ଭିତରେ ହେଉ କାମ । ବିଜେଡି କହିଲା…

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣକୁ ନେଇ ବିବାଦ ଲାଗିରହିଥିବାବେଳେ ଆଜି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ପୁରୀ ବଡଦାଣ୍ଡରେ ଜଗନ୍ନାଥଙ୍କ ମୂର୍ତି ଧରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମୂର୍ତିକୁ କୋଳରେ ଧରି ବଡଦାଣ୍ଡରେ ଚାଲିଥିଲେ । ଐତିହ୍ୟ…

ଶେଷ ପର୍ଯ୍ୟନ୍ତ ଲୁଚକାଳି ଖେଳିଲା ବାତ୍ୟା ଅସାନି । କାକିନାଡ଼ାରେ ଉପକୂଳ ଛୁଇଁଲା, ପୁଣିଥରେ ରିକର୍ଭ କରି ସମୁଦ୍ରକୁ…

କନକ ବ୍ୟୁରୋ : ଆନ୍ଧ୍ରର କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁଛି ଅସାନି । ଆଉ ରିକର୍ଭ କରିବା ପରେ ସମୁଦ୍ର ଭିତରେ ଗତି କରୁଛି ବାତ୍ୟା । ଏହା ରାତି ସୁଦ୍ଧା ଗଭୀର ଅବପାତରେ ପରିଣତ ହୋଇ କାଲି ସକାଳୁ ଅବପାତରେ ପରିବର୍ତନ ହେବ । ଆଜି ବାତ୍ୟାର କେନ୍ଦ୍ରସ୍ଥଳରେ ପବନର ସର୍ବାଧିକ ବେଗ ଘଣ୍ଟା ପ୍ରତି…

ମଦ୍ୟପାନ ଭଳି ତମାଖୁ ସେବନରେ ଓଡିଶା ଆଗରେ । ଜାତୀୟ ସ୍ୱାସ୍ଥ୍ୟ ଓ ପରିବାର ସର୍ବେକ୍ଷଣର ସାଂଘାତିକ ରିପୋର୍ଟ, ବର୍ଷକୁ…

କନକ ବ୍ୟୁରୋ : କେବଳ ମଦ୍ୟପାନରେ ନୁହେଁ ବରଂ ତମାଖୁ ସେବନରେ ବି ଆଗରେ ରହିଛି ଓଡ଼ିଶା । ସଦ୍ୟ ପ୍ରକାଶିତ ଜାତୀୟ ସ୍ୱାସ୍ଥ୍ୟ ଓ ପରିବାର ସର୍ବେକ୍ଷଣର ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଜାତୀୟ ହାର ତୁଳନାରେ ପ୍ରାୟ ୧୪ ପ୍ରତିଶତ ଅଧିକ ପୁରୁଷ ଓଡିଶାରେ ତମାଖୁ ସେବନ କରୁଛନ୍ତି ।…

ବାତ୍ୟାର ବଡ ଖବର । ଘଣ୍ଟାଏରୁ ଦେଢଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ, କିଛି ସମୟ ମଧ୍ୟରେ ପୁଣି ସମୁଦ୍ରକୁ ରିକର୍ଭ କରିବ ।

କନକ ବ୍ୟୁରୋ : ବାତ୍ୟା ଅସାନିକୁ ନେଇ ତାଜା ତଥ୍ୟ ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ବାତ୍ୟା ଅସାନିର ପ୍ରଭାବ ଓଡ଼ିଶାରେ ସେମିତି ଅଧିକ ପଡିବନି ବୋଲି ସେ କହିଛନ୍ତି । ଏହାଛଡା ବାତ୍ୟା ବାବଦରେ ସୂଚନା ଦେଇ ପ୍ରଦୀପ କହିଛନ୍ତି,  - ବାତ୍ୟା ଅସାନି ଦୁର୍ବଳ ହୋଇ ସାମୁଦ୍ରିକ ଝଡ ଭାବେ ଆନ୍ଧ୍ର…

ଆଇଏଏସ ପୂଜା ସିଙ୍ଘଲ ଗିରଫ । ମନିଲଣ୍ଡ୍ରିଂ ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନ। ବିପୁଳ ଟଙ୍କା ଜବତ କରିଥିଲା…

କନକ ବ୍ୟୁରୋ : ଗିରଫ ହୋଇଛନ୍ତି ଆଇଏଏସ ପୂଜା ସିଙ୍ଘଲ । ମନିଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଛି । ଅନେକ ସମୟ ଧରି ତାଙ୍କୁ ଇଡି ପଚରାଉଚରା କରିଥିଲା । ପୂର୍ବରୁ ତାଙ୍କ ସିଏ ସୁମନ କୁମାରଙ୍କୁ ଗିରଫ କରାଯାଇଥିବା ବେଳେ ବର୍ତ୍ତମାନ ତାଙ୍କୁ ମଧ୍ୟ ଗିରଫ…