Daily Archives

May 11, 2022

ଚାଇନାରେ ଏବେ ଭୂତାଣୁକୁ ନେଇ ବଢୁଛି ଭୟ: ଜିରୋ କୋଭିଡ ପଲିସି ହଟାଇଲେ ଭୟଙ୍କର ରୂପ ନେବ ବୋଲି ବିଶେଷଜ୍ଞଙ୍କ ଆକଳନ

କନକ ବ୍ୟୁରୋ: କରୋନାର ଏନ୍ତୁଡିଶାଳ କୁହାଯାଉଥିବା ଚୀନରେ ତାଣ୍ଡବ ରଚୁଛି ଓମିକ୍ରନ ଭୂତାଣୁ । ଉହାନ, ବେଜିଂ ଓ ସାଂଘାଇର ସ୍ଥିତି ଦିନକୁ ଦିନ ଅଧିକ ସଂଗୀନ ହେବାରେ ଲାଗିଛି । ଏହା ଭିତରେ ବଡ ଚିନ୍ତାର କାରଣ ପାଲଟିଛି ନୂଆ ତଥ୍ୟ । ସାଂଘାଇ ଫୁଡନ ବିଶ୍ୱବିଦ୍ୟାଳୟର ଅଧ୍ୟୟନ କହୁଛି, ଯଦି ଦେଶରୁ…

ଅସାନି ଭସାଇନେଲା ଅଲିଭ ରିଡଲେ କଇଁଛଙ୍କ ଅଣ୍ଡା । ଋଷିକୂଲ୍ୟା ମୁହାଣରେ ଉଚ୍ଚ ଜୁଆର ଯୋଗୁଁ ଭାସିଗଲା ଲକ୍ଷ ଲକ୍ଷ ଅଣ୍ଡା…

କନକ ବ୍ୟୁରୋ : ବେଳାଭୂମିରେ ପଡ଼ି ରହିଛି ଲକ୍ଷାଧିକ କଇଁଛ ଅଣ୍ଡା । ବାତ୍ୟା ଅସାନି ମାଡରେ ଏଗୁଡିକ ନଷ୍ଟ ହୋଇଯାଇଛି । ଗୋଟିଏ ପଟେ ଚଳିତ ଥର ଋଷିକୂଲ୍ୟା ମୁହାଣରେ ରେକର୍ଡ ସଂଖ୍ୟକ ଅଲିଭ୍ ରିଡଲେ ଅଣ୍ଡା ଦେଇଥିବା ବେଳେ ସେପଟେ ଏତେ ସଂଖ୍ୟାରେ ଅଣ୍ଡା ନଷ୍ଟ ହେବା ଚିନ୍ତା ବଢ଼ାଇ ଦେଇଛି । ଗଞ୍ଜାମ…

ରାଜସ୍ଥାନ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ନେଇ ଓଡିଶାରେ ଚର୍ଚ୍ଚା । ତାରା କହିଲେ ରାଜସ୍ଥାନ ମଡେଲ ଆପଣାନ୍ତୁ ସରକାର,…

କନକ ବ୍ୟୁରୋ : ସ୍ୱାସ୍ଥ୍ୟ ଯୋଜନାରେ ଓଡିଶା ମଡେଲ ଭଲ ନା ରାଜସ୍ଥାନ ମଡେଲ । ଓଡିିଆ ଖବରକାଗଜରେ ରାଜସ୍ଥାନ ସରକାରଙ୍କ ସ୍ୱାସ୍ଥ୍ୟ ବୀମାର ବିଜ୍ଞାପନ ବାହାରିବା ପରେ ଏଭଳି ଏକ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାପରେ କଂଗ୍ରେସ ବିଧାୟକ ତାରା ବିହାନୀ ପତି ରାଜ୍ୟ ସରକାରଙ୍କୁ ଆହ୍ୱାନ କରିଛନ୍ତି…

ଶ୍ରୀଲଙ୍କାରେ ଗମ୍ଭୀର ଆର୍ଥିକ ସଂକଟ: ବିଶୃଙ୍ଖଳାକାରୀଙ୍କୁ ଦେଖିବାମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ: ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଆଣିଛି ମହାବିପତି । ଦେଖୁ ଦେଖୁ ବେଶ ସାଂଘାତିକ ହୋଇପଡିଛି ଏଠାକାର ପରିସ୍ଥିତି । ହିଂସା, ପ୍ରତିବାଦ,ଉତେଜନା ଭିତରେ ଜଳୁଛି ପୂରା ଦେଶ । ସୋମବାର ପ୍ରଧାନମନ୍ତ୍ରୀ ପଦରୁ ମହିନ୍ଦା ରାଜପକ୍ଷେ ଇସ୍ତଫା ଦେବା ପରେ କଲମ୍ବୋଠୁ ନେଇ ଅନ୍ୟାନ୍ୟ ସହରରେ…

ଦେଶଦ୍ରୋହ ଆଇନ ଉପରେ ରୋକ ଲଗାଇଲେ ସୁପ୍ରିମକୋଟ: ସଜା କାଟୁଥିବା କଏଦୀ କରିପାରିବେ ବେଲ ଆବେଦନ

କନକ ବ୍ୟୁରୋ: ଦେଶଦ୍ରୋହ ଆଇନ ବା ସେଡିସନ ଲ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ଏବଂ କେନ୍ଦ୍ର ସରକାରଙ୍କୁ ଆଇନ ଉପରେ ପୁନଃ ବିଚାର ଓ ଯାଂଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସେହିପରି ଏହି ମାମଲାରେ ଗିରଫ ହୋଇ ଜେଲରେ ଥିବା କଏଦି ମଧ୍ୟ ବେଲ ଆବେଦନ କରିପାରିବେ ବୋଲି…

ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯିବ ଅର୍ଥବ୍ୟବସ୍ଥା । ଶ୍ରୀଲଙ୍କା ସେଣ୍ଟ୍ରାଲ ବ୍ୟାଙ୍କର ଚେତାବନୀ । ପଢନ୍ତୁ ପୂରା ଖବର…

କନକ ନ୍ୟୁଜ: ଶ୍ରୀଲଙ୍କା ସେଣ୍ଟ୍ରାଲ ବ୍ୟାଙ୍କର ଚେତାବନୀ । ଆଗାମୀ ଦୁଇ ଦିନରେ ଯଦି ଦେଶରେ ନୂଆ ସରକାର ନିଯୁକ୍ତ ନହୁଅନ୍ତି ତେବେ ଅର୍ଥବ୍ୟବସ୍ଥା ସମ୍ପୂର୍ଣ୍ଣ ଧ୍ୱସ୍ତ ହୋଇଯିବ । ଶ୍ରୀଲଙ୍କା ସେଣ୍ଟ୍ରାଲ ବ୍ୟାଙ୍କର ଗଭର୍ଣ୍ଣର ନନ୍ଦଲାଲ ବିରାସିଙ୍ଘେ ପ୍ରେସମିଟ କରି ଏହି ଗୁରୁତ୍ୱପୂର୍ଣ୍ଣ…