Daily Archives

May 10, 2022

ଶ୍ରୀମନ୍ଦିରକୁ ନେଇ ଏଏସଆଇର ରିପୋର୍ଟ: ସରକାରଙ୍କୁ ଘେରିଲେ ବିରୋଧୀ

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ଭିତରେ ହାଇକୋର୍ଟରେ ଏଏସଆଇ ରିପୋର୍ଟ ଦେବା ପରେ ପୁଣି ଥରେ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନ ବାଜି । ଏସଆଇର ରିପୋର୍ଟ ପରେ ଗୋଟିଏ ଦିନରେ ରାଜ୍ୟ ସରକାରଙ୍କୁ, ଉଭୟ ବିଜେପି ଓ କଂଗ୍ରେସର ଦଳର ନେତା ଘେରିଛନ୍ତି । ଶ୍ରୀମନ୍ଦିର ଚାରିପଟେ…

ସହଜ ହେଉନି ‘ଅସାନି’ର ପୂର୍ବାନୁମାନ: ପ୍ରତିଦିନ ବଦଳୁଛି ଆକଳନକାରୀ ସଂସ୍ଥାମାନଙ୍କର ଅନୁମାନ

କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶର ମଛଲୀପଟନମ୍ ଡପ୍ଲର ରାଡାରରେ ସକାଳ ୯ଟାରେ ଭୀଷଣ ବାତ୍ୟା ‘ଅସାନି’ର ଆଖି ଦୃଶ୍ୟମାନ ହୋଇଛି । ଆନ୍ଧ୍ରର ଗୁଣ୍ଠୁର ଠାରୁ ତାମିଲନାଡୁ ଯାଏଁ ଧଳା ଆକୃତିର ଏହି ଗୋଳାକାର ଚିତ୍ର ହେଉଛି ବାତ୍ୟା ଅସାନି । ଆଉ ବାତ୍ୟାର କେନ୍ଦ୍ରସ୍ଥଳରେ ରହିଛି ଅସାନିର ଆଖି । ଏହି…

୮୭ ବର୍ଷ ବୟସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ପାଇଲେ ଦଶମ-ଦ୍ୱାଦଶ ଶ୍ରେଣୀ ମାର୍କସିଟ୍ । ଟୁଇଟ୍ କରି ପ୍ରଂଶସା କଲେ ଜୁନିୟର…

କନକ ବ୍ୟୁରୋ : ୮୭ ବର୍ଷ ବୟସରେ ମାଟ୍ରିକ ମାର୍କସିଟ୍ ପାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ । ରାଜ୍ୟର ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ୮୭ ବର୍ଷ ବୟସରେ ତାଙ୍କ ମାଟ୍ରିକ ଓ ଦ୍ୱାଦଶ ଶ୍ରେଣୀର ମାର୍କସିଟ୍ ପ୍ରଦାନ କରିଛନ୍ତି । ତେବେ ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ…

ଉପକୂଳ ନିକଟତର ହେଉଛି ବାତ୍ୟା ଅସାନି: ଘଣ୍ଟାପ୍ରତି ୨୩ କିମି ବେଗରେ ଗତି କରୁଛି

କନକ ବ୍ୟୁରୋ: ଉପକୂଳ ନିକଟତର ହେଉଛି ଭୀଷଣ ବାତ୍ୟା ଅସାନି । ଘଣ୍ଟାପ୍ରତି ୨୩ କିମି ବେଗରେ ଗତି କରୁଛି ବାତ୍ୟା । ପୁରୀଠୁ ଦକ୍ଷିଣ-ପଶ୍ଚିମ ଦିଗରେ ୬୪୦ କିମି ଦୂରରେ କେନ୍ଦ୍ରୀଭୂତ । ଗୋପାଳପୁରଠୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୫୯୦ କିମି ଦୂରରେ ରହିଛି ବାତ୍ୟା । ସେହିପରି କାକିନାଡାଠାରୁ…

ଓଡିଶା ଉପରେ ପଡିବନି ବାତ୍ୟାର ପ୍ରଭାବ: କମ ବହିବ ପବନ, ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

କନକ ବ୍ୟୁରୋ: ବାତ୍ୟା ଅସାନି ପ୍ରଭାବରେ ଅଶାନ୍ତ ହୋଇପଡିଛି ବଂଗୋପସାଗର । କଳା ବାଦଲ ଆକାଶଙ୍କୁ ଢ଼ାଂକି ରଖିବା ସହ ସମୁଦ୍ରରେ ବଡ ବଡ ଜୁଆର ଉଠୁଛି । ଏ ହେଉଛି ଅସ୍ତରଙ୍ଗ ସମୁଦ୍ର ବେଳାଭୂମି ଅଂଚଳର ଦୃଶ୍ୟ । କେବଳ ଅସ୍ତରଙ୍ଗ ନୁହେଁ ସବୁ ସମୁଦ୍ର କୂଳିଆ ଅଂଚଳରେ ଏମିତି ସ୍ଥିତି ଦେଖିବାକୁ…

ଆନ୍ଧ୍ରପ୍ରଦେଶ ଆଡକୁ ମୁହାଁଇଲା ବାତ୍ୟା ଅସାନି । କାଲି ସକାଳେ କାକିନାଡା- ବିଶାଖପଟ୍ଟନମ ମଝିରେ ଉପକୂଳ ଛୁଇଁ କରିବ…

କନକ ବ୍ୟୁରୋ: ଭାରତୀୟ ଉପଗ୍ରହର ଚିତ୍ର ହିଁ ବୟାନ କରୁଛି ବାତ୍ୟା ଅସାନି, ବଡ ଆକାରରେ ପ୍ରଭାବ ତିଆରି କରି ସମୁଦ୍ର ଭିତରେ ଗତି କରୁଛି । ଏହାର ଆକାର ଦେଖିଲେ ଏହା ଭୟଙ୍କର ମନେହେଉଛି, କିନ୍ତୁ ଆଶ୍ୱସ୍ତିର କଥା ହେଉଛି ଏହି ବାତ୍ୟା ଆଉ ଅଧିକ ଘନୀଭୂତ ହେଉନାହିଁ ବରଂ ଦୁର୍ବଳ ହେବାରେ ଲାଗିଛି…