Daily Archives

May 10, 2022

ଶତ୍ରୁର ନିଦ ହଜାଇ ଦିଏ । ଗ୍ରେନେଡ ଲଞ୍ଚର୍ସ ଯାହା ଶତ୍ରୁକୁ ଥରାଏ । ଆପଣ ଜାଣିଛନ୍ତି କେତେ ପ୍ରକାର ରହିଛି ଗ୍ରେନେଡ…

କନକ ବ୍ୟୁରୋ : ଭାରତୀୟ ସେନା, ଅର୍ଦ୍ଧସାମରିକ ବଳ ଏବଂ ସ୍ୱତନ୍ତ୍ର ଫୋର୍ସଙ୍କ ପାଖରେ ଦୁଇ ପ୍ରକାରର ଗ୍ରେନେଡ ଲଞ୍ଚର୍ସ ରହିଛି । ଗୋଟିଏ ବନ୍ଧୁକ ଭଳି ଫାୟାରିଂ କରିଥାଏ । ଅର୍ଥାତ ଛଅ ରାଉଣ୍ଡ ଜୋରଦାର ଫାୟାରିଂ କରେ । ଦ୍ୱିତୀୟଟି ଆସଲ୍ଟ ରାଇଫଲ ଭଳି, ଏହାର ବ୍ୟାରେଲ ତଳେ ଗ୍ରେନେଡକୁ ସେଟ…

ବିଜେଡି ପାଇଁ ଚ୍ୟାଲେଞ୍ଜ କି ବ୍ରଜରାଜନଗର? କଂଗ୍ରେସ ଭୋଟକୁ ଫେରାଇଆଣିବେ କିଶୋର!

କନକ ବ୍ୟୁରୋ: ୧୯ ବର୍ଷର ଶାସନ ପରେ ୨୦୧୯ରେ ବ୍ରଜରାଜନଗର ବିଧାନସଭା ଆସନରେ ପ୍ରଥମ ଥର ପାଇଁ ବିଜୟର ସ୍ୱାଦ ଚାଖିଥିଲା ଶାସକ ବିଜେଡି । ତେଣୁ ଏବେ ହେବାକୁ ଥିବା ଉପ-ନିର୍ବାଚନରେ ଏହାକୁ ବଜାୟ ରଖିବାକୁ ଦଳ କୈାଣସି ସୁଯୋଗକୁ ହାତଛଡା କରିବାକୁ ଚାହିଁବନି । ତବେ ଅତୀତର ନିର୍ବାଚନକୁ ସମୀକ୍ଷା…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କଲେ ସାଂସଦ ପିନାକୀ ମିଶ୍ର । କହିଲେ, ବିରୋଧ କରିବା…

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଉପରେ ମାନ୍ୟବର ହାଇକୋର୍ଟ ରହିତାଦେଶ ଦେଇନାହାନ୍ତି । ବରଂ ଏଏସଆଇ ସହିତ ସମନ୍ୱୟ ରଖି ରାଜ୍ୟ ସରକାର ନିର୍ମାଣ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । ମାନ୍ୟବର ହାଇକୋର୍ଟ ଏହା ସ୍ପଷ୍ଟ କଲା ପରେ ବିରୋଧୀମାନେ କେଉଁ…

ମଦ ପିଇବାରେ ଓଡିଶା ଆଗରେ: ସର୍ବଭାରତୀୟ ହାର ଅପେକ୍ଷା ଓଡିଶା ହାର ଅଧିକ

କନକ ବ୍ୟୁରୋ: ସର୍ବଭାରତୀୟ ହାର ଅପେକ୍ଷା ଓଡ଼ିଶାରେ ଅଧିକ ହାରରେ ପୁରୁଷମାନେ ମଦ୍ୟପାନ କରନ୍ତି । ସେମିିତି ଓଡ଼ିଶାର ମହିଳାମାନେ ବି ସର୍ବଭାରତୀୟ ହାର ଅପେକ୍ଷା ଆଗରେ ରହିଛନ୍ତି । ସ୍ୱାସ୍ଥ୍ୟ ମଂତ୍ରଣାଳୟ ଦ୍ୱାରା କରାଯାଇଥିବା ସଦ୍ୟ ପ୍ରକାଶିତ- ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ବା…

ମାଟ୍ରିକ ପରୀକ୍ଷା ନଦେଇ କୁଆଡେ ଗଲେ ଛାତ୍ରଛାତ୍ରୀ? ସାମନାକୁ ଆସିଲା ସତ 

କନକ ବ୍ୟୁରୋ: ଗଞ୍ଜାମ ଖଲ୍ଲିକୋଟର କଥା ଶୁଣିଲେ ଆପଣ ମାଟ୍ରିକ ପରୀକ୍ଷାକୁ ନେଇ ଉଠିଥିବା ସବୁଠାରୁ ବଡ ପ୍ରଶ୍ନର ଉତର ପାଇପାରିବେ । ଏଠାରେ ୨ ହଜାର ୪୩୪ ପିଲା ଫର୍ମ ଫିଲ ଅପ କରିଥିଲେ । କିନ୍ତୁ ପରୀକ୍ଷା ଦେଇଥିଲେ ୨ ହଜାର ୨୦୪ । ଜଣେ ଛାତ୍ର ଦୀପକ ବେହେରାଙ୍କ ମୁହଁରୁ ଶୁଣନ୍ତୁ ଏହା କେମିତି…

ସ୍ତ୍ରୀଙ୍କୁ ସ୍ୱାମୀ ମାଡ ମାରିବାକୁ ଅଧିକ ସମର୍ଥନ କରୁଛନ୍ତି ମହିଳା । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେକ୍ଷଣରୁ ଆସିଲା…

କନକ ବ୍ୟୁରୋ: ଛୋଟ ଛୋଟ ଭୁଲ ପାଇଁ ନିଜ ସ୍ତ୍ରୀକୁ ମାଡ ମାରିଥାନ୍ତି ସ୍ୱାମୀ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣରୁ ଏକ ଚମକେଇ ଦେଲା ଭଳି ଖବର ସାମ୍ନାକୁ ଆସିଛି । ଭିନ୍ନ ଭିନ୍ନ କାରଣ ପାଇଁ ସ୍ତ୍ରୀକୁ ସ୍ୱାମୀ ମାଡ ମାରିବା ସପକ୍ଷରେ ଅଧିକ ମତ ଦେଇଛନ୍ତି ମହିଳା । ଏଭଳି ଏକ…