Daily Archives

May 9, 2022

ସ୍ଥଳଭାଗ ଛୁଇଁବନି, ଉପକୂଳରୁ ଗତିପଥ ବଦଳାଇ ସମୁଦ୍ରରେ ଦୁର୍ବଳ ହୋଇଯିବ ଅସାନି । ୧୦ ତାରିଖରେ ବାତ୍ୟା ରି-କର୍ଭ କରିବା…

କନକ ବ୍ୟୁରୋ : ବାତ୍ୟା ଅସାନିର ଗତିପଥକୁ ନେଇ ଏବେ ମଧ୍ୟ ଭିନ୍ନ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି ଉତର ଆନ୍ଧ୍ର ଉପକୂଳରୁ ବାତ୍ୟା ଅସାନି ରି-କର୍ଭ କରିବ । ଏହାପରେ ଉତର ପଶ୍ଚିମ ଦିଗକୁ ଗତି କରି ଓଡିଶା ଉପକୂଳର ସମାନ୍ତରଳ ଭାବେ ଗତି କରିବ ।…

ସୂର୍ଯ୍ୟ କୁମାର ଯାଦବ ଆଇପିଏଲରୁ ବାଦ୍ । କହୁଣୀରେ ଆଘାତ ପରେ ପୂରା ସିଜିନରୁ ବାଦ୍ । 

କନକ ବ୍ୟୁରୋ: ଆଇପିଏଲଲରୁ ବାଦ୍ ପଡିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳୀ ସୂର୍ଯ୍ୟ କୁମାର ଯାଦବ । ବାମ କହୁଣୀରେ ଆଘାତ ଲାଗିବା ପରେ ସେ ବାଦ୍ ପଡିଛନ୍ତି । ଏନେଇ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଯାଦବ ୮ଟି ମ୍ୟାଚ ଖେଳି ଦଳ ପାଇଁ ୪୩.୨୯ ହାରରେ ୩୦୩ ରନ ସଂଗ୍ରହ କରିଛିନ୍ତି…

ମଝି ସମୁଦ୍ରରୁ ଏୟାରଲିଫ୍ଟ । ଉଦ୍ଧାର ହେଲେ ୧୧ ମତ୍ସ୍ୟଜୀବୀ । ବିଶାଖାପାଟଣାରୁ ଫେରିବା ବେଳେ ଫସିଥିଲେ । 

କନକ ବ୍ୟୁରୋ: ମଝି ସମୁଦ୍ରରୁ ଉଦ୍ଧାର ହେଲେ ସମସ୍ତ ୧୧ ମତ୍ସ୍ୟଜୀବୀ । ବିଶାଖାପାଟଣାରୁ ଓଡିଶା ଉପକୂଳକୁ ଫେରୁଥିବା ମତ୍ସ୍ୟଜୀବୀଙ୍କୁ କୋଷ୍ଟଗାର୍ଡ ଉଦ୍ଧାର କରିଛି । ସମସ୍ତଙ୍କୁ ସମୁଦ୍ର ମଝିରୁ ଏୟାରଲିଫ୍ଟ କରାଯାଇଛି । ଫେରିବା ବେଳେ ବୋଟ ଖରାପ ହେବା ଯୋଗୁ ଗଞ୍ଜାମ ଚିକିଟି ଅଞ୍ଚଳର ୧୧…

ସତର୍କ ସୂଚନା ପରେ ବି ସମୁଦ୍ରକୁ ମାଛ ଧରିବାକୁ ଯାଇ ଫସିଛନ୍ତି କିଛି ମତ୍ସଜୀବୀ, ଉଦ୍ଧାର କରିବାକୁ ଚାଲିଛି ଏୟାରଲିଫ୍ଟ

କନକ ବ୍ୟୁରୋ : ରାଜ୍ୟରେ ଆସନ୍ତାକାଲିଠାରୁ ବାତ୍ୟା ହେବା ନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛନ୍ତି । ଏହି କ୍ରମରେ ସରକାରଙ୍କ ତରଫରୁ କୌଣସି ମତ୍ସଜୀବୀ ବା ପର୍ଯ୍ୟଟକ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଥିଲେ ବି ଏବେ କିଛି ମତ୍ସଜୀବୀ ମାଛ ଧରିବାକୁ ଯାଇ ସମୁଦ୍ର ଭିତରେ ଫସିଥିବା…

ରିକର୍ଭ କରିବ ‘ଅସାନି’, ପୁରୀ ଠାରୁ ୫୮୦ କିମି ଦୂରରେ କେନ୍ଦ୍ରୀଭୂତ । ପବନର ବେଗ ୪୦ରୁ ୫୦ କିମି ରହିବ ।

କନକ ବ୍ୟୁରୋ: ପୁରୀ ଠାରୁ ୫୮୦ କିମି ଦୂରରେ କେନ୍ଦ୍ରୀଭୂତ ବାତ୍ୟା ‘ଅସାନି’ । ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ୧୨ ତାରିଖ ବେଳକୁ ଏହା ସାଇକ୍ଲୋନିଂ ଷ୍ଟ୍ରମ୍ରେ ପରିଣତ ହେବ । ଧିରେ ଧରି ଏହା ଉତ୍ତର-ଉତ୍ତର ପୂର୍ବ ଦିଗରେ ଏହା ରିକର୍ଭ କରିବ । ଚିଲିକା ପାଖାପାଖି…

ବାତ୍ୟା ଅସାନିକୁ ନେଇ ତାଜା ଅପଡେଟ୍ ଦେଲେ ଏସଆରସି । ପଢନ୍ତୁ, କଣ କହିଲେ…

କନକ ବ୍ୟୁରୋ: ସମୁଦ୍ର ଭିତରେ ବଳ ଗୋଟେଇ, ଏବେ ଉପକୂଳ ମୁହାଁ ହେଉଛି ବାତ୍ୟା ଆସନୀ । ତେବେ ଏହା ଉପକୂଳ ଛୁଇଁବ ନାହିଁ ସ୍ପଷ୍ଟ ହୋଇଥିଲେ ମଧ୍ୟ ବର୍ତ୍ତମାନ ସମୟରେ ଏହା ପୁରୀଠାରୁ ୫୮୦ କିଲୋମିଟର ଦୂରରେ ରହିଛି । ବାତ୍ୟା ଅସାନି ନେଇ ତାଜା ଅପଡେଟ୍ ଦେଇଛନ୍ତି ଏସଆରସି... ବାତ୍ୟା…