Daily Archives

May 5, 2022

ଦେଶରେ ୧୩ ପ୍ରତିଶତ ଶାଖା କାର୍ଯ୍ୟାଳୟ ବନ୍ଦ କରିବ ଏହି ବ୍ୟାଙ୍କ, ଜାଣନ୍ତୁ କାରଣ

କନକ ବ୍ୟୁରୋ:  ଦେଶରେ ଗୋଟିଏ ପରେ ଗୋଟିଏ ବ୍ୟାଙ୍କ ଦେବାଳିଆ ଅବସ୍ଥାକୁ ଯାଉଛନ୍ତି । ଏହି କ୍ରମରେ ୟସ ବ୍ୟାଙ୍କର ମାମଲା ଏପର୍ଯ୍ୟନ୍ତ ତୁଟି ନଥିବା ବେଳେ ପୁଣି ଏକ ଜାତୀୟକରଣ ବ୍ୟାଙ୍କ ଦେଶରେ ତାର ୧୩ ପ୍ରତିଶତ ଶାଖା ବନ୍ଦ କରିବାକୁ ଯୋଜନା କରୁଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।…

ବାତ୍ୟାର ରୂପରେଖ କଣ ହେବ, କାଲି ଜଣାପଡିବ । ଏସଆରସି କହିଲେ, ମୁକାବିଲା ପାଇଁ ଆମେ ପ୍ରସ୍ତୁତ ।

କନକ ବ୍ୟୁରୋ : ଦକ୍ଷିଣ ଆଣ୍ଡାମାନ ସାଗରରେ ଘୁର୍ଣ୍ଣିବଳୟ ସକ୍ରିୟ ଥିବାରୁ ଆସନ୍ତାକାଲି ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟିନେଇ ପରିବେଶ ଅନୁକୂଳ ରହିଛି । ଏହାପରେ ଲଘୁଚାପ କ୍ଷେତ୍ର ଘନିଭୂତ ହେବା ପାଇଁ ବି ପାଗ ବେଶ ଅନୁକୂଳ ରହୁଥିବା ଜଣାପଡୁଛି । ତେବେ ଓଡିଶା ଉପରେ ଏହାର ପ୍ରଭାବ କଣ ପଡିବ…

ସିଏଏକୁ ନେଇ ଶାହାଙ୍କ ବଡ ବୟାନ । କହିଲେ, କରୋନା ମହାମାରୀ ଶେଷ ହେବା ପରେ ଲାଗୁ ହେବ ସିଏଏ । 

କନକ ବ୍ୟୁରୋ: ସଂଶୋଧିତ ନାଗରିକତା ଆଇନ୍ (ସିଏଏ)କୁ ନେଇ ବଡ ବୟାନ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଗୁରୁବାର ପଶ୍ଚିମବଙ୍ଗରେ ଏକ ରାଲିକୁ ସମ୍ବୋଧିତ କରି ଶାହା ଏହି ବଡ ବୟାନ ଦେଇଛନ୍ତି । ଯେଉଁଥିରେ ସେ ସିଏଏ ଲାଗୁ କରିବା ସହିତ ପଶ୍ଚିମବଙ୍ଗର ମମତା ସରକାରକୁ ଜୋରଦାର ଟାର୍ଗେଟ…

ସମ୍ଭାବ୍ୟ ବାତ୍ୟା ନେଇ ଏସଆରସିଙ୍କ ପ୍ରେସମିଟ୍ । କହିଲେ, ‘ବାତ୍ୟା ହେବ କି ନାହିଁ, କାଲି ଜଣାପଡିବ’ । ମୁକାବିଲା…

କନକ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ନେଇ ପ୍ରେସମିଟ୍ କରିଛନ୍ତି ଏସଆରସି । ତାଙ୍କ କହିବା ମୁତାବକ, ଘୂର୍ଣ୍ଣିବଳୟ ଆସନ୍ତାକାଲି ଅବପାତର ରୂପ ନେଇପାରେ । ଏହାପରେ ଏହି ଅବପାତ ବାତ୍ୟାରେ ପରିଣତ ହେବ କି ନାହିଁ, ତାହା ଆସନ୍ତାକାଲି ଜଣାପଡିବ । ତେବେ ଯଦି ବି ବାତ୍ୟା ଆସେ, ଏହାକୁ ସାମ୍ନା…

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଆଲୋଚନା । ଅନୁଗୋଳ ଓ କୁଲାଡ ଟ୍ରକ ମାଲିକ…

କନକ ବ୍ୟୁରୋ : ଅନୁଗୋଳ ଓ କୁଲାଡ଼ରେ ଟ୍ରକ୍ ଦ୍ୱାରା ଆଲୁମିନିୟମ ପରିବହନ ଓ ଠିକା ଶ୍ରମିକଙ୍କ ଦୈନିକ ମଜୁରୀ ବୃଦ୍ଧି ନେଇ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ବୈଠକରେ ନାଲକୋ ଦ୍ୱାରା ସ୍ମେଲଟର୍…

ବ୍ରଜରାଜନଗର ଉପନିର୍ବାଚନ ପାଇଁ କିଏ ହେବ ବିଜେପି ପ୍ରାର୍ଥୀ ? ରାଧାରାଣୀ ପଣ୍ଡାଙ୍କୁ ନେଇ ବଢୁଛି ଚର୍ଚ୍ଚା

କନକ ବ୍ୟୁରୋ: ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ କିଏ ହେବେ, ସେ ନେଇ ଚାଲିଛି ମାନସ ମନ୍ଥନ । ବ୍ରଜରାଜନଗର ଉପନିର୍ବାଚନରେ ରାଧାରାଣୀ ପଣ୍ଡା ବିଜେପିର ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ସାଂସଦ ସୁରେଶ ପୂଜାରୀ ।…