Daily Archives

May 3, 2022

ଅକ୍ଷୟ ତୃତୀୟାରେ ଅନୁକୂଳ ହେଲା ରଥ ନିର୍ମାଣ । ଅଖିମୁଠି ଅନୁକୂଳ କଲେ ଚାଷୀ ଭାଇ । ସମୃଦ୍ଧି ପାଇଁ ସୁନା କିଣିଲା ସାରା…

କନକ ବ୍ୟୁରୋ: ଦୁଇ ବର୍ଷ ବିନା ଭକ୍ତରେ ରଥଯାତ୍ରା ହୋଇଥିବା ବେଳେ ଏଥର ଭକ୍ତଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହେବାର ଆଶା ବଢ଼ିଛି । ଏହାକୁ ନେଇ ଉଭୟ ଭକ୍ତ ଓ ସେବାୟତ ଉତ୍ସାହିତ । ଏସବୁ ଭିତରେ ପରମ୍ପରା ଅନୁଯାୟୀ ଅକ୍ଷୟ ତୃତୀୟାରେ ରଥ କାଠ ଅନୁକୂଳ ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।…

ନେପାଳ ନାଇଟ୍ କ୍ଲବରେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ: ଭିଡିଓ ସେୟାର କଲା ବିଜେପି, କଂଗ୍ରେସ ରଖିଲା ସଫେଇ

କନକ ବ୍ୟୁରୋ: ନେପାଳରେ ଛୁଟି କଟାଇବାକୁ ଯାଇ କାଠମାଣ୍ଡୁର ଏକ ନାଇଟ୍ କ୍ଲବରେ ନଜର ଆସିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ । ଭିଡିଓରୁ ଜଣା ପଡୁଛି ରଙ୍ଗାରଙ୍ଗ ପରିବେଶରେ ନାଚ, ଗୀତର ଆସର ଚାଲିଛି । ଆଉ ତା ଭିତରେ ଜଣେ ଯୁବତୀଙ୍କ ନିକଟରେ ଛିଡା ହୋଇଛନ୍ତି ରାହୁଲ ଗାନ୍ଧୀ । ବାସ ଏହି…

ତାତିରୁ ମିଳୁନି ତ୍ରାହି: ବୌଦ୍ଧରେ ୪୪.୫ ଡିଗ୍ରୀ ପାର ତାପମାତ୍ରା

କନକ ବ୍ୟୁରୋ: ତାତିରୁ ମିଳୁନି ତ୍ରାହି, ୬ ସହରରେ ତାପମାତ୍ରା ୪୩ ଡିଗ୍ରୀ ପାର କରିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ରେକର୍ଡ କରିଚାଲିଛି । ୪୪.୫ ଡିଗ୍ରୀ ସହ ବୌଦ୍ଧ ସବୁଠାରୁ ଉତପ୍ତ ସହର ପାଲଟିଛି । ୧୮ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଅନୁଗୁଳରେ ତାପମାତ୍ରା ୪୩.୫…

ଚାଷୀଙ୍କ ଆକାଉଣ୍ଟକୁ ଗଲା ‘କାଳିଆ’ ଟଙ୍କା । ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ।

କନକ ବ୍ୟୁରୋ: ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା । ଚାଷୀଙ୍କୁ ମିଳିଲା କାଳିଆ ଟଙ୍କା । କୃଷକଙ୍କୁ କାଳିଆ ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ । ରାଜ୍ୟର ୪୦ ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟଙ୍କୁ ଗଲା ୮୦୪ କୋଟି ଟଙ୍କା । ତେବେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ…

ଇଞ୍ଜିନିୟର ବୟଫ୍ରେଣ୍ଡ ପାଇଁ ଲୁଟେରା ସାଜିଲା ଗାର୍ଲଫ୍ରେଣ୍ଡ: ଲୁଟ୍ କରି ଇଞ୍ଜିନିୟର ଛାତ୍ର ଗିରଫ 

କନକ ବ୍ୟୁରୋ: ଇଞ୍ଜିନିୟର ବୟଫ୍ରେଣ୍ଡ ପାଇଁ ଲୁଟେରା ସାଜିଲା ଗାର୍ଲଫ୍ରେଣ୍ଡ । ଠିକ୍ ଶୁଣିଲେ ଆପଣ, କିଛି ଏଭଳି ଘଟଣା ସାମ୍ନାକୁ ଆସିଛି ତାମିଲନାଡୁରୁ । ଥୋଣ୍ଡାମୁଥୁର ଅଞ୍ଚଳରେ ଜଣେ ବୃଦ୍ଧାଙ୍କ ନିକଟରୁ ଲୁଟ ପରେ ଏଭଳି କଥା ସାମ୍ନାକୁ ଆସିଛି । ଏହି ମାମଲାରେ  ଇଞ୍ଜିନିୟରିଂ ପଢୁଆଙ୍କୁ ଗିରଫ…

ଦିନରେ ରୋଗୀ ସେବା, ରାତିରେ ଅଭିନୟ: ରାମଲୀଳାରେ ରାବଣ ଭୂମିକାରେ ଡାକ୍ତର

କନକ ବ୍ୟୁରୋ: ବଲାଙ୍ଗୀରର ଜଶାଶୁଣା ଡାକ୍ତର । ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସ୍ତ୍ରୀ ଓ ପ୍ରସ୍ତୁତି ବିଭାଗରେ ରୋଗୀ ଦେଖନ୍ତି । ହେଲେ କଳା, ଅଭିନୟ ପ୍ରତି ଥିବା ତାଙ୍କର ଇଛା ତାଙ୍କୁ ରାବଣ ସଜାଇଦେଇଛି । ରାମ ନବନୀରେ ରାବଣ ଭୂମିକାରେ ଅଭିନୟ କରି ସମସ୍ତଙ୍କ ମନ ଜିଣିଛନ୍ତି ଡାକ୍ତାର ।…