Daily Archives

May 3, 2022

ସାଉଥ୍ ଆଫ୍ରିକାରେ ପୁଣି ବଢ଼ିଲା କରୋନା: ବିଏ-୪ ଓ ବିଏ-୫ ସବ୍ ଭାରିଆଂଟ କରୁଛି ସଂକ୍ରମଣ

କନକ ବ୍ୟୁରୋ: ଭାରତରେ ପୁଣି ଥରେ ସଂକ୍ରମଣ ବଢ଼ୁଥିବା ବେଳେ ଚତୁର୍ଥ ଲହର କେବେ ଆସିବ ତାକୁ ନେଇ ଆଶଙ୍କା ଓ ଆକଳନ ଜାରି ରହିଛି । ଏସବୁ ଭିତରେ ଦକ୍ଷିଣ ଆଫ୍ରିକାରୁ ଆସିଛି ଚିନ୍ତାଜନକ ଖବର । ଏଠାରେ କରୋନାର ପଂଚମ ଲହର ଆରମ୍ଭ ହୋଇଯାଇଥିବା କୁହାଯାଉଛି । ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,…

ମାଙ୍କୁ ଭେଟିବାକୁ ୫ ବର୍ଷ ପରେ ଘରେ ପହଂଚିଲେ ଯୋଗୀ ଆଦିତ୍ୟନାଥ, ୨୮ ବର୍ଷ ପରେ ନିଜ ଘରେ କଟାଇବେ ରାତି

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୀର୍ଘ ୫ ବର୍ଷ ପରେ ନିଜ ଘରେ ପହଂଚିଛନ୍ତି । ସେ ସନ୍ୟାସ ନେବାର ୨୮ ବର୍ଷପରେ ପ୍ରଥମଥର ପାଇଁ ନିଜ ପରିବାର ସହିତ ରାତି କଟାଇବେ ବୋଲି କୁହାଯାଉଛି । ସେପଟେ ଯୋଗୀଙ୍କୁ ଦେଖା କରିବାକୁ ତାଙ୍କର ୩ ଭଉଣୀ ପ୍ରଥମେ ଘରେ ପହଞ୍ଚି…

କାଲି ବିଜ୍ଞାନ ପରୀକ୍ଷା ଦେବେ ମାଟ୍ରିକ ଛାତ୍ରଛାତ୍ରୀ: କିଭଳି ପ୍ରସ୍ତୁତି କରିବେ ଟିପ୍ସ ଦେଲେ ଶିକ୍ଷାବିତ୍

କନକ ବ୍ୟୁରୋ: ସ୍କୁଲ ଜୀବନରେ ଛାତ୍ରଛାତ୍ରୀଙ୍କ ଭୟ ଦୁଇଟି ବିଷୟ ପାଇଁ ରହିଥାଏ ଗୋଟିଏ ଗଣତି ଅନ୍ୟଟି ହେଉଛି ବିଜ୍ଞାନ । ବୁଧବାର ମାଟ୍ରିକ ପରୀକ୍ଷାର ବିଜ୍ଞାନ ପରୀକ୍ଷା ହେବାକୁ ଯାଉଛି । ତେଣୁ କେମିତି ଛାତ୍ରଛାତ୍ରୀ ଚାପମୁକ୍ତ ହୋଇ ବିଜ୍ଞାନ ପରୀକ୍ଷା ଦେବେ ସେନେଇ ଟିପ୍ସ ଦେଇଛନ୍ତି…

କିଏ ଧରିବେ କଂଗ୍ରେସ କମାଣ ? ଓଡିଶାରେ ହୋଇପାରିଲାନି ସମାଧାନ । ପ୍ରଭାରୀଙ୍କ ରିପୋର୍ଟ ପରେ ଦିଲ୍ଲୀ ଡାକିଲେ ହାଇକମାଣ୍ଡ…

କନକ ବ୍ୟୁରୋ: ଓଡିଶାରେ କଂଗ୍ରେସର ମଙ୍ଗ କିଏ ଧରିବ ତାହା ଓଡିଶା ପ୍ରଭାରୀ ଚେଲା କୁମାରଙ୍କ ଗସ୍ତରେ ସମାଧାନ ବାହାରିପାରିଲା ନାହିଁ । କୌଣସି ନେତାଙ୍କ ସପକ୍ଷରେ ଏକମତ ହୋଇପାରିଲେ ନାହିଁ କଂଗ୍ରେସ ନେତା । ଆଉ ଏଭଳି ସ୍ଥିତିରେ ମାମଲା ଏବେ ଦିଲ୍ଲୀ ଦରବାରରେ ପହଞ୍ଚିଛି । କଂଗ୍ରେସ ବିଧାୟକଙ୍କୁ…

ଅପରାଧିଙ୍କ ଟାର୍ଗେଟରେ ସୁନା ଦୋକାନୀ: ସାମ୍ନାକୁ ଆସିଲା ଭୁବନେଶ୍ୱରରେ ଗହଣା ଦୋକାନୀଙ୍କୁ ଗୁଳିମାଡର ଲାଇଭ ଭିଡିଓ

କନକ ବ୍ୟୁରୋ: ଟିଭି ସ୍କ୍ରିନରେ ସେହି ସମୟର ଚିତ୍ର ସିସିଟିଭିରେ କଏଦ ହୋଇଛି । ଦୋକାନ ବନ୍ଦ କରି ବାହାରେ ଏକ ବ୍ୟାଗ ଧରି ଛିଡା ହୋଇଛନ୍ତି ଦୁର୍ଗଦେବୀ ଦୋକନାର ମାଲିକ ପ୍ରଶାନ୍ତ ଏବଂ ସେଲସମ୍ୟାନ ରାଜେନ୍ଦ୍ର । ହଠାତ ଏହି ସମୟରେ ଦୁଇଟି ପଲସରରେ ଆସି ଦୋକାନୀ ମାଲିକଙ୍କ ଉପରକୁ ଗୁଳିମାଡ…

ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଜନୈତିକ କସରତ: କାହାକୁ କିଏ କରିବ ପ୍ରାର୍ଥୀ, ତା ଉପରେ ନଜର

କନକ ବ୍ୟୁରୋ: ଆସନ୍ତା ୩୧ ତାରିଖରେ ହେବାକୁ ଥିବା ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ରାଜନୈତିକ କସରତ ଆରମ୍ଭ ହୋଇଯାଇଛି । ବିଜେପିରେ ଟିକେଟ ପାଇଁ ଦୁଇ ଜଣଙ୍କ ନାଁ ଚର୍ଚ୍ଚାକୁ ଆସିଛି । ଜଣେ ହେଉଛନ୍ତି ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଓ ଆଉ ଜଣେ ହେଉଛନ୍ତି ଅଖିଳ ଭାରତୀୟ ବିଦ୍ୟାର୍ଥୀ…