Daily Archives

May 2, 2022

ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବାଜିଲା ବିଗୁଲ । କେଉଁ ଦଳରୁ କିଏ ହେବେ ପ୍ରାର୍ଥୀ, ଚର୍ଚ୍ଚା ବଢିଲା, ରାଜନୀତିର ତାତି…

କନକ ବ୍ୟୁରୋ : ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବାଜିଲା ବିଗୁଲ । ମେ’ ୩୧ରେ ଉପନିର୍ବାର୍ଚନ ପାଇଁ ପଡିବ ଭୋଟ । କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଏହି ଆସନରେ  ଭୋଟ ହେବାକୁ ଯାଉଥିବାବେଳେ ୩ ଜୁନରେ ପ୍ରକାଶ ପାଇବ ଫଳ । ଉପନିର୍ବାଚନ ନେଇ ଆସନ୍ତା ୪ତାରିଖରେ ବିଧିବଦ୍ଧ ଭାବେ ପ୍ରକାଶ ପାଇବ…

ବାପା ବିକୁଛନ୍ତି ଫଳ, ପୁଅ ଆଇପିଏଲରେ ଫାଷ୍ଟ ବୋଲର: ଏମିତି ଥିଲା ଫାଷ୍ଟ ବୋଲର ଉମରାନ ମଲ୍ଲିକଙ୍କ ସଂଘର୍ଷ

କନକ ବ୍ୟୁରୋ: ଦିନେ ୫୦୦ ଟଙ୍କା ପାଇଁ ଖେଳୁଥିଲେ କ୍ରିକେଟ । ବୋଲିଂ କରିବା ପାଇଁ ପାଖରେ ନିଜର ଜୋତା ଖଣ୍ଡେ ମଧ୍ୟ ନଥିଲା । ଭଡାରେ ଜୋତା ଆଣି ନିଜର ପ୍ରାକ୍ଟିସ କରୁଥିଲେ । ଏହାରି ଭିତରେ ଗରିବି ଗଳିରୁ ବାହାରି ବଡ କ୍ରିକେଟର ହେବା ପାଇଁ ସେ ସ୍ୱପ୍ନ ଦେଖିଥିଲେ । ଆଉ ଆଜି ଆଇପିଏଲରେ…

ମେ’ ୩୧ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପଡିବ ଭୋଟ, ଜୁନ୍ ୩ରେ ହେବ ଭୋଟଗଣତି । ଜାଣନ୍ତୁ କେବେଠୁ ଆରମ୍ଭ ହେବ…

କନକ ବ୍ୟୁରୋ : ବ୍ରଜରାଜନଗର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ । ଆସନ୍ତା ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପଡିବ ଭୋଟ । ସେହିଭଳି ୩ ଜୁନରେ ଭୋଟଗଣତି ହେବା ସହ ଫଳାଫଳ ପ୍ରକାଶ ପାଇବ । ଏନେଇ ଆଜି ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।…

‘ସିଦ୍ଧୁ ଦଳ ଉପରେ ନୁହଁନ୍ତି, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜରୁରୀ’ । ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଅବଗତ କଲେ…

କନକ ବ୍ୟୁରୋ : ନବଜୋତ ସିଂ ସିଦ୍ଧୁଙ୍କୁ ନେଇ କଂଗ୍ରେସରେ ବଡ ଧରଣର ହଟଚମଟ । କଂଗ୍ରେସର ବରିଷ୍ଠ ନେତା ତଥା ପଞ୍ଜାବ ପ୍ରଭାରୀ ହରିଶ ଚୌଧୁରୀ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ସିଦ୍ଧୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ହରିଶ କହିଛନ୍ତି, ସିଦ୍ଧୁ ଦଳର ଉପରେ…

୩ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ: ପ୍ରଥମ ଦିନରେ ଜର୍ମାନୀରେ ଭାରତୀୟ ସମୁଦାୟର ଭବ୍ୟ ସ୍ୱାଗତ

କନକ ବ୍ୟୁରୋ: ତିନି ଦିନିଆ ୟୁରୋପୀୟ ଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଗସ୍ତ ବେଳେ ମୋଦୀ ଜର୍ମାନୀ, ଡେନମାର୍କ ଏବଂ ଫ୍ରାନ୍ସ ଗସ୍ତ କରିବେ । ମୋଦୀ ୟୁରୋପ ଗସ୍ତ ପୂର୍ବରୁ ଏକ ଟୁଇଟ୍ କରିଥିଲେ । ଯେଉଁଥିରେ ସେ ଉଲ୍ଲେଖ କରିଥିଲେ ତାଙ୍କର ୟୁରୋପ ଗସ୍ତ ଏହି ସମୟରେ…

ବିବାଦ ତେଜିବା ପରେ ନିଜ କଥାରୁ ପଛକୁ ହଟିଲେ ରାଜ୍ ଠାକରେ । ମସଜିଦ୍ ସାମ୍ନାରେ କରିବେନି ହନୁମାନ ଚାଳିଶା ପାଠ ।

କନକ ବ୍ୟୁରୋ: ଲାଉଡସ୍ପିକର ବିବାଦକୁ ନେଇ ମହାରାଷ୍ଟ୍ରରେ ରାଜନୀତି ତେଜିବା ପରେ, ଏବେ ନିଜ କଥାରୁ ପଛକୁ ହଟିଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନାର ନେତା ରାଜ ଠାକରେ । ମସଜିଦ୍ ସାମ୍ନାରେ ଲାଉଡସ୍ପିକର ଲଗେଇ, ହନୁମାନ ଚାଳିଶା ପାଠ କରିବାକୁ ସେ ଯେଉଁ ଘୋଷଣା କରିଥିଲେ ଏବେ ସେ ଏପରି କରିବେ…