Daily Archives

May 2, 2022

କାହିଁକି ଆତ୍ମହତ୍ୟା କଲେ କିନ୍ନର ବଳରାମ ରାଉତ? କାହିଁକି ଶ୍ରୀମନ୍ଦିର ଗୁମୁଟ ଉପରୁ ଡେଇଁ ହାରିଲେ ଜୀବନ?

କନକ ବ୍ୟୁରୋ: ଭଉଣୀର ନିର୍ବନ୍ଧ ଦିନରେ ଉଠିଲା ବଳରାମ ରାଉତଙ୍କ କୋକେଇ । ଶ୍ରୀମନ୍ଦିର ଗୁମୁଟ ଉପରୁ ଡେଇଁ ଜୀବନ ହାରିିଥିବା ନାମପଡା ବ୍ଲକ ଗଡଇଟା ପୋଖରୀ ଗାଁର କିନ୍ନର ବଳରାମ ରାଉତଙ୍କ ଦୁଃଖଦ କାହାଣୀ ଏବେ ସାମ୍ନାକୁ ଆସିଛି । ରବିବାର ଭଉଣୀର ନିର୍ବନ୍ଧ ପାଇଁ ହସଖୁସିର ପରିବେଶ ଭିତରେ…

ଟିକାକରଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ଟିପ୍ପଣୀ । ଟିକା ନେବାକୁ କାହାକୁ କରାଯାଇପାରିବନି ବାଧ୍ୟ

କନକ ବ୍ୟୁରୋ: କରୋନା ଟିକାକୁ ନେଇ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି ସର୍ବୋଚ୍ଚ ନାୟାଳୟ । ଟିକାକୁ ବାଧ୍ୟତାମୂଳକ କରିବା ବିରୋଧରେ ଏବଂ ଏହାର କ୍ଲିନିକାଲ୍ ଡାଟାକୁ ସାର୍ବଜନୀନ କରିବା ନେଇ ନ୍ୟାସନାଲ୍ ଟେକ୍ନିକାଲ୍ ଆଡଭାଇଜରୀ ଗ୍ରୁପ୍ ଅନ୍ ଇମ୍ୟୁନାଇଜେସନର ପୂର୍ବତନ ସଦସ୍ୟ ଡକ୍ଟର ଜ୍ୟାକବ…

ଦେବଗଡ ବିଧାୟକଙ୍କୁ ଗିରଫ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା ବିଜେପି । ଦେବଗଡରେ ୧୨ ଘଣ୍ଟିଆ ବନ୍ଦ ପାଳିଲା ଦଳ,…

କନକ ବ୍ୟୁରୋ: ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫଦାରୀକୁ ବିରୋଧ କରି ଦେବଗଡରେ ବିଜେପି ୧୨ ଘଣ୍ଟିଆ ବନ୍ଦ ପାଳନ କରିଛି । ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମାଡ ମାରିବା ଅଭିଯୋଗରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗିରଫ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ…

ଯୁଦ୍ଧ ବଢ଼ାଇଲା ଖାଇବା ତେଲର ସଙ୍କଟ । ତେଲ ଆମଦାନୀ କମାଇଦେଲେ ଭାରତ ସମେତ, ଗ୍ରୀସ୍, ସ୍ପେନ୍, ତୁର୍କୀ ଓ ବେଲଜିୟମ ଭଳି…

କନକ ବ୍ୟୁରୋ: ୟୁକ୍ରେନ-ରୁଷିଆ ଯୁଦ୍ଧର ପ୍ରଭାବ ଏବେ ସିଧାସଳଖ ଅନୁଭୂତ ହେଲାଣି । ବଜାରରେ ସୂର୍ଯ୍ୟମୁଖୀ ତେଲ ଅଭାବ ହୋଇ ଯାଇଛି । ବଡ ବଡ ମଲରେ ମଧ୍ୟ ଏହି ତେଲ ଏବେ ମିଳିପାରୁନି । ତେବେ ବିଶ୍ୱର ବଡ ବଡ ସୁପରମାର୍କେଟ ଚେନଗୁଡିକ, କମ୍ ତେଲ ଖାଇବା ପାଇଁ ପରାମର୍ଶ ଦେଉଛନ୍ତି । ଗୋଟିଏ ପଟେ…

ରାଷ୍ଟ୍ରପତି ନିର୍ବାଚନରେ ବିଜେଡିର କ’ଣ ରହିବ ଆଭିମୁଖ୍ୟ?  ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା, ବିରୋଧୀଙ୍କ ସହ ନୁହେଁ ବରଂ…

କନକ ବ୍ୟୁରୋ : ଆସନ୍ତା ଜୁଲାଇରେ ହେବାକୁ ଯାଉଥିବା ରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଆଭିମୁଖ୍ୟକୁ ନେଇ ଜାତୀୟ ଗଣାମଧ୍ୟମରେ ଖବର ପ୍ରକାଶ ପାଉଛି । ରିପୋର୍ଟ ଅନୁସାରେ ପୂର୍ବଥର ଭଳି ବିଜେଡି ବିରୋଧୀ ଶିବିରରେ ରହିବ ନାହିଁ । ଶାସକ ଦଳର ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିପାରେ ବୋଲି…

ବାତ୍ୟା ପାଇଁ ଅନୁକୂଳ ରହିଛି ପାଗ । ପାଣିପାଗ ବିଭାଗର ଆକଳନ, ୬ ତାରିଖରେ ଲଘୁଚାପ ହେବାପରେ ଅଧିକ ଘନୀଭୂତ ହୋଇ ନେଇପାରେ…

କନକ ବ୍ୟୁରୋ: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ମେ ମାସରେ କେତେକ ବାତ୍ୟା ବେଶ ଭୟଙ୍କର ରୂପରେ ଉପକୂଳରେ ମାଡ ହୋଇଛି । ତେବେ ଆସନ୍ତା ୬ରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହି ବାତ୍ୟା ସେତେ ତୀବ୍ର ନହେଲେ ବି ଅଧିକ…