Monthly Archives

April 2022

ସକାଳୁଆ ସ୍କୁଲ ସମୟରେ ପରିବର୍ତ୍ତନ: ମେ’ ୨ରୁ ସକାଳ ୬ଟାରୁ ୯ଟା ଯାଏଁ ସ୍କୁଲ

କନକ ବ୍ୟୁରୋ: ସକାଳୁଆ ସ୍କୁଲ ସମୟରେ ପରିବର୍ତ୍ତନ କଲେ ରାଜ୍ୟ ସରକାର । ମେ ୨ ତାରିଖରୁ ସକାଳ ୬ଟାରୁ ୯ଟା ସ୍କୁଲ ଖୋଲିବ । ତୃତୀୟରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା ସକାଳ ୬ଟାରୁ ସ୍କୁଲ ଯିବେ । ସେହିପରି ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ହେବ ପରୀକ୍ଷା । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ…

ଖରା କରୁଛି କଲବଲ । ଭାରତୀୟ ପାଣିପାଗ ବିଭାଗର ସତର୍କବାଣୀ, ଉତ୍ତର ଭାରତରେ ଦିନ ତାପମାତ୍ରା ଛୁଇଁପାରେ ୫୦ ଡିଗ୍ରୀ

କନକ ବ୍ୟୁରୋ: ଖରାରେ ସିଝୁଛି ସାରା ଭାରତ  । ତାପମାତ୍ରା ଏବେ ରେକର୍ଡ଼ ଉପରେ ରେକର୍ଡ କରିଚାଲିଛି  । ସାରା ଦେଶରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି  । ଏପରିକି ଉତ୍ତର ଭାରତରେ ତାପମାତ୍ରା ୫୦ ଡିଗ୍ରୀ ଛୁଇଁପାରେ ବୋଲି ସତର୍କବାଣୀ ଶୁଣାଇଛି ଆଇଏମଡି  । ଉତ୍ତରପ୍ରଦେଶ, ଦିଲ୍ଲୀ, ବିହାର,…

ଧୋନୀ ପୁଣି ହେଲେ ଚେନ୍ନାଇ ସୁପର କିଙ୍ଗସ୍ କ୍ୟାପଟେନ୍ । ଖେଳରେ ଫୋକସ୍ ରଖିବା ପାଇଁ ଅଧିନାୟକ ପଦ ଛାଡିଲେ ଜାଡେଜା ।

କନକ ବ୍ୟୁରୋ: କନକ ନ୍ୟୁଜ୍: ଧୋନୀ ପୁଣି ହେଲେ ସିଏସକେ କ୍ୟାପଟେନ୍ । ରବୀନ୍ଦ୍ର ଜାଡେଜା ସିଏସକେ ଅଧିନାୟକ ପଦରୁ ଓହରିବା ସହିତ ଏହି ଦାୟିତ୍ୱ ପୁଣିଥରେ ଏମ୍ ଏସ୍ ଧୋନୀଙ୍କୁ ଦେଇଛନ୍ତି । ତେବେ ଶନିବାର ଏନେଇ ଚେନ୍ନାଇ ସୁପର କିଙ୍ଗସ୍ ଦଳ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି ।…

ପ୍ରବଳ ଖରାରେ ତାତିଲା ଟିଟିଲାଗଡ: ତାପମାତ୍ରା ୪୫.୫ ଡିଗ୍ରୀ ରେକର୍ଡ

କନକ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଆଜି ରାଜ୍ୟରେ ସବୁଠାରୁ ଉତ୍ତପ୍ତ ସହର ହେଉଛି ଟିଟଲାଗଡ । ଆଜି ଟିଟିଲାଗଡରେ ତାପମାତ୍ରା ୪୫ ଡିଗ୍ରୀ ଅତିକ୍ରମ କରିଛି । ଟିଟିଲାଗଡରେ ୪୫.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ବୌଦ୍ଧ ୪୫, ବଲାଙ୍ଗୀର ୪୫…

ଭୁବନେଶ୍ୱରରେ ୧୫ ଟି ସ୍ଥାନରେ ଜଳସେବା କେନ୍ଦ୍ର ଆରମ୍ଭ କଲା ବେଦାନ୍ତ, ୧୫ ଦିନ ପାଇଁ ଲୋକଙ୍କୁ ମିଳିବ ଥଣ୍ଡା ପାଣି

କନକ ବ୍ୟୁରୋ : ଅସହ୍ୟ ଗରମ ସାଂଗକୁ ଗୁଳୁଗୁଳି ଲୋକଙ୍କୁ ବେହାଲ କରିଛି । ରାଜଧାନୀରେ ତାପମାତ୍ରା ଏତେ ବୃଦ୍ଧି ପାଇଛି ଯେ ପାଣିଟୋପେ ପାଇଁ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ଏଭଳି ସ୍ଥଳେ ଭୁବନେଶ୍ୱର ମହାନଗର ନିଗମ ଓ ବେଦେନ୍ତର ମିଳିତ ପ୍ରୟାସରେ ରାଜଧାନୀର ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ…

ଛତିଶଗଡ ପଟେ ଲହଡି ଭାଙ୍ଗୁଛି ପାଣି, ଓଡିଶା ପଡିଛି ଶୁଖିଲା । ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଲା କନକ ନ୍ୟୁଜ୍

କନକ ବ୍ୟୁରୋ: ଛତିଶଗଡ ପୁଣି ବନ୍ଦ କରିଛି କଲମା ବ୍ୟାରେଜର ସମସ୍ତ ଗେଟ୍ । ଫଳରେ ଛତିଶଗଡ ପଟେ ମହାନଦୀରେ କେବଳ ପାଣି ଆଉ ପାଣି ଥିବାବେଳେ ତଳମୁଣ୍ଡରେ ମହାନଦୀ ଶୁଖିଲା ପଡିଛି । ଅଣମୌସୁମୀ ସମୟରେ ପଡୋଶୀ ମହାନଦୀରେ ପାଣି ଅଟକାଇଥିବାରୁ ଓଡିଶା ପଟ ପୂରା ଶୁଖିଲା ପଡିଛି । ଏହି ସମୟରେ କଲମା…