Daily Archives

April 26, 2022

ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ: ବୌଦ୍ଧରେ ସର୍ବାଧିକ ୪୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ

କନକ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ବୌଦ୍ଧରେ ସର୍ବାଧିକ ୪୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟର ୨୨ଟି ସ୍ଥାନରେ ୪୦ ଡିଗ୍ରୀ ଉପରେ ଦିନ ତାପମାତ୍ରା ରହିଛି । ୧୪ଟି ସ୍ଥାନରେ ୪୨ ଡିଗ୍ରୀ ଉପରେ ଦିନ ତାପମାତ୍ରା ରେକର୍ଡ କରାଯାଇଛି । ୯ଟି…

ବିଦ୍ୟୁତ ସଙ୍କଟ ନେଇ କ୍ଷୋଭ ପ୍ରକାଶ କଲେ ଧୋନୀଙ୍କ ପତ୍ନୀ ସାକ୍ଷୀ । ଝାଡଖଣ୍ଡ ସରକାରଙ୍କ ଉପରେ ଉଠାଇଲେ ପ୍ରଶ୍ନ ।

କନକ ବ୍ୟୁରୋ : ବିଦ୍ୟୁତ କାଟ ସମସ୍ୟା କେବଳ ଓଡ଼ିଶାରେ ନୁହେଁ ବରଂ ଦେଶର ବିଭିନ୍ନ ସ୍ଥାନରେ ଏହି ସମସ୍ୟା ଦେଖିବାକୁ ମିଳିଛି । ଝାଡଖଣ୍ଡରେ ଏହି ସମସ୍ୟାକୁ ନେଇ ସଡକରୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଲୋକଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି । ପାୱାରକଟ ସମସ୍ୟାକୁ ନେଇ ସାଧାରଣ ଲୋକଙ୍କ ଠାରୁ…

ବିଶ୍ୱର ସବୁଠୁ ଦାମୀ ନମ୍ବରପ୍ଲେଟ । ଜାଣନ୍ତୁ କାହା ପାଖରେ ଅଛି ଏହି ନମ୍ବରପ୍ଲେଟ?

କନକ ବ୍ୟୁରୋ : ନମ୍ବରପ୍ଲେଟକୁ ନେଇ ଅନେକ ଲୋକଙ୍କର ଦୁର୍ବଳତା ରହିଥାଏ । କେମିତି ଭଲ ନମ୍ବରଟିଏ ମିଳିବ ସେଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପଛାଇ ନଥାନ୍ତି ଗାଡି ମାଲିକ । ଆଉ ଏବେ ତ ଏହା ଏକ ଟ୍ରେଣ୍ଡରେ ପରିଣତ ହେଲାଣି । ନିଜର ସୌକ ପୂରା କରିବା ପାଇଁ ଭିଭିଆଇପି ନମ୍ବର…

କଲେଜ ପରିସରରେ ଯବାନଙ୍କ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ: ପିଲା ଦେଖିଲେ ଡ଼ଗ ସୋ ସାଙ୍ଗକୁ ସୁରକ୍ଷାବାହିନୀର ଅତ୍ୟାଧୁନିକ…

କନକ ବ୍ୟୁରୋ: କଲେଜ ପରିସରରେ ବିଏସ୍ଏଫ୍ ଯବାନଙ୍କ ଅସ୍ତସସ୍ତ୍ର ପ୍ରଦର୍ଶନୀ । କଲେଜ ଛାତ୍ରଛାତ୍ରୀ ଦେଖିଲେ ଡ଼ଗ ସୋ ସାଙ୍ଗକୁ ଅସ୍ତ୍ରସସ୍ତ୍ରର ଭଣ୍ଡାର । ଯୁବ ପିଡ଼ିଙ୍କ ମନରେ ଦେଶ ଭକ୍ତି ଜାଗ୍ରତ କରିବା ଓ ସେନାରେ ସାମିଲ କରିବା ଉଦେଶ୍ୟରେ ଏଭଳି ପ୍ରୟାସ କରିଛନ୍ତି ବିଏସଏଫ ଯବାନ । ଭଳି ଭଳି…

୪ ସପ୍ତାହ ଲକଡାଉନ । ଚୀନରେ ପଡିଲାଣି ହାହାକାର, କାୟା ବିସ୍ତାର କଲାଣି କରୋନା ।

କନକ ବ୍ୟୁରୋ :  ଚୀନରେ ପୁଣି କରୋନା କାୟା ବିସ୍ତାର କଲାଣି । ଚୀନର ବିଭିନ୍ନ ସହରରେ ପୁଣିଥରେ କରୋନାକୁ ନେଇ ଭୟର ବାତାବରଣ ଖେଳିଗଲାଣି । ଆଉ କରୋନାର ଦ୍ରୁତ ସଂକ୍ରମଣ କାରଣରୁ ଚୀନର ବିଭିନ୍ନ ସହରରେ ଟେଷ୍ଟିଂ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । କରୋନା ସଂକ୍ରମଣ କାରଣରୁ ଚୀନର ସଂଘାଇ ସହରରେ…

ବଜ୍ରାଘାତରୁ କେମିତି ରହିବେ ସୁରକ୍ଷିତ? ବିପର୍ଯ୍ୟୟ ପରିଚାଳନା ବୈଠକରେ କୌଶଳ ଦେଖାଇଲେ ନବରଙ୍ଗପୁର ଜିଲ୍ଲାପାଳ

କନକ ବ୍ୟୁରୋ: ବଜ୍ରାଘାତରୁ କେମିତି ରହିବେ ସୁରକ୍ଷିତ । ସାଧାରଣ ଲୋକଙ୍କୁ କୌଶଳ ଶିଖାଇଲେ ଜିଲ୍ଲାପାଳ ନବରଙ୍ଗପୁର ଜିଲ୍ଲାରୁ ଆସିଛି ଏଭଳି ଖବର । ବଜ୍ରାଘାତରେ ଅନେକ ଲୋକଙ୍କ ଜୀବନ ଚାଲିଯାଉଛି । କାଳବୈଶାଖୀ ସହ ବଜ୍ରାଘାତ ସବୁଠୁ ଅଧିକ ବିପଦପୂର୍ଣ୍ଣ ହେଉଛି । ଏବେ ସନ୍ଧ୍ୟା ସମୟରେ ହଠାତ…