Daily Archives

April 26, 2022

ଚର୍ଚ୍ଚାରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ: ଆଜି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି କଲେ ଟୁଇଟ୍

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଦିଲ୍ଲୀ ଗସ୍ତରେ ଯାଇ ମଙ୍ଗଳବାର ଗୃହମନ୍ତ୍ରୀଙ୍କ ସହ ସୈାଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି । କେବଳ ସେତିକି ନୁହେଁ ରାଷ୍ଟ୍ରପତି…

ରାଜଧାନୀ ରାସ୍ତାରେ ରକ୍ତ ଚରିତ୍ର ଗ୍ୟାଙ୍ଗର ଆତଙ୍କ । ରାତି ୩ଟାରେ ଭିଡ଼ିଓ କରି କଲେ ଭାଇରାଲ, ୪ ଛାତ୍ରଙ୍କ ନାଁରେ…

କନକ ବ୍ୟୁରୋ : ରାସ୍ତା ଉପରେ ଉତ୍ପାତ କଲେ, ଆଉ ଭିିଡିଓ ଭାଇରାଲ୍ କଲେ । ଯୁବପିଢିଙ୍କୁ ରିଲସ୍ କରିବାର ନିଶା ଏମିତି ଘାରିଛି ଯେ ଦିନରାତି ସବୁ ଏକ କରିଦେଉଛନ୍ତି । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଆଉଏକ ଭିଡିଓ ଅର୍ଥାତ୍ ରକ୍ତ ଚରିତ୍ର ପାର୍ଟ-୨ । ରାତି ୩ଟା ୮ ମିନିଟରେ ଏହି ଭିଡିଓକୁ…

କିଏ ଧରିବ ରାଜ୍ୟ କଂଗ୍ରେସ କମାଣ? ଚର୍ଚ୍ଚାରେ ୪ ନାଁ, ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ନେତାଙ୍କ ଅପେକ୍ଷା ।

କନକ ବ୍ୟୁରୋ : ବୁଡି ଯାଉଥିବା କଂଗ୍ରେସର କିଏ ଧରିବ ରାଜ୍ୟ ମଙ୍ଗ । ତାକୁ ନେଇ ଆରମ୍ଭ ହୋଇଛି ମାନସ ମନ୍ଥନ । କଂଗ୍ରେସ ଭବନରେ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ବିଧାୟକ ଏବଂ ନେତାଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଛନ୍ତି । ଏହାରି ଭିତରେ କଂଗ୍ରେସ ବିଧାୟକ ଦଳ ନେତା ପଦରୁ ନରସିଂହ ମିଶ୍ର…

ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗକୁ ନେଇ ତେଜିଲା ରାଜନୀତି: ଗଜପତିଙ୍କ ବୟାନକୁ ନେଇ ବିଜୟ ମହାପାତ୍ରଙ୍କ ପ୍ରଶ୍ନ

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଭାରତୀୟ ପ୍ରତ୍ନତତ୍ୱ ବିଭାଗ କୌଣସି ଅନୁମତି ଦେଇନାହିଁ ବୋଲି ଆରଟିଆଇ ତଥ୍ୟରୁ ଜଣାପଡିବା ପରେ ଏଏସଆଇ ଉପରେ ବର୍ଷିଛନ୍ତି ବିଜୟ ମହାପାତ୍ର । ସୂଚନା ଅଧିକାରୀଙ୍କୁ ଏଏସଆଇ ଯେଉଁ ତଥ୍ୟ ଦେଇଛି, ହାଇକୋର୍ଟରେ ସେହି ଉତର କାହିଁକି ରଖିଲା…

ପୁରୀରେ ମନା ପରିକ୍ରମା ପ୍ରକଳ୍ପ ବିରୋଧୀ ପଦଯାତ୍ରା । ସାଂସଦ ଅପରାଜିତା କହିଲେ, ଆସନ୍ତାକାଲି ମୁଁ ଯିବି ପୁରୀ ।

କନକ ବ୍ୟୁରୋ : ଆସନ୍ତାକାଲି ପୁରୀ ଐତିହ୍ୟ କରିଡରକୁ ନେଇ ପ୍ରକଳ୍ପ ବିରୋଧରେ ହେବାକୁ ଥିବା ପଦଯାତ୍ରାକୁ ଜିଲ୍ଲା ପ୍ରଶାସନ ଅନୁମତି ଦେବାକୁ ବାରଣ କରିଦେଇଛି । ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ଅନୁମତି ଦେବାକୁ ମନା କରାଯାଇଛି । ସେପଟେ ସାଂସଦ ଅପରାଜିତା ଷଡଙ୍ଗୀ…

ଦିନ ୧୦ଟାରୁ ୩ଟା ଭିତରେ ଖରାକୁ ବାହାରୁଥିଲେ ସାବଧାନ! ବିପଦଜନକ ସ୍ତରରେ ଅତି ବାଇଗଣୀ ରଶ୍ମିର ସ୍ତର, ଚର୍ମ କର୍କଟ ସହ…

କନକ ବ୍ୟୁରୋ : ସକାଳ ୧୦ଟାରୁ ପ୍ରାୟ ତିନିଟା ଯାଏ ଆପଣ ଖରାକୁ ବାହାରନ୍ତୁ ନାହିଁ । ଅନ୍ତତଃ ଆଉ ୫ ଦିନ ଏହି ସତର୍କତା ରକ୍ଷା କରିବା ଦରକାର । ଇଂଲଣ୍ଡସ୍ଥିତ ୱେଦର ଅନଲାଇନ୍ ନାମକ ଏକ ପାଣିପାଗ ସଂସ୍ଥାର ରିପୋର୍ଟ ଅନୁସାରେ ପୃଥିବୀପୃଷ୍ଠକୁ ବିପଦଜନକ ସ୍ତରରେ ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ନି…