Daily Archives

April 25, 2022

ଜଳକଷ୍ଟକୁ ନେଇ ତାତିଲେ ଲୋକ । ରାସ୍ତାରେ ଗରା ବାଲଟି ରଖି ପ୍ରତିବାଦ ।

କନକ ବ୍ୟୁରୋ: ଢ଼େଙ୍କାନାଳ ଆମ୍ବପଳାଶ ଗାଁରେ ଜଳ କଷ୍ଟକୁ ନେଇ ତାତିଛନ୍ତି ଲୋକେ । ପାନୀୟ ଜଳ ସମସ୍ୟାର ସମାଧାନ ଦାବିରେ, ରାସ୍ତାରେ ଗରା ବାଲଟି ରଖି ଟାୟାର ଜାଳି ଗାଁ ଲୋକେ ପ୍ରତିବାଦ କରିଛନ୍ତି । ରାସ୍ତାରୋକ ଡିହଡୁଳ ଓ ମହାବିରରୋଡ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ…

ପୁଣି ମାତିଲେ ରକ୍ତ ଚରିତ୍ର ଗ୍ୟାଙ୍ଗ? ମଦ ବୋତଲ ଧରି ଡିିଜେ ଗୀତରେ ରାସ୍ତାରେ ମତୁଆଲା ଯୁବକ, ଫିଲ୍ମ ଷ୍ଟାଇଲରେ ଗାଡ଼ି…

କନକ ବ୍ୟୁରୋ : ପୁଣି ରାଜଧାନୀକୁ ଫେରିଛି ରକ୍ତଚରିତ୍ର ଗ୍ୟାଙ୍ଗର ଆତଙ୍କ । ରାତିରେ ରାଜରାସ୍ତାକୁ କବଜା କରି ମାତାଲ ଅବସ୍ଥାରେ ଆତଙ୍କ ଖେଳାଉଥିବା ଆସାମାଜିକ ଯୁବକଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଶ୍ଚର୍ଯ୍ୟର କଥା ହେଉଛି ଏଭଳି କାଣ୍ଡ କରୁଥିବା ଯୁବକମାନେ ହେଉଛନ୍ତି,…

ବିଦ୍ୟୁତ୍ କାଟକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା । ଖରାବୃଦ୍ଧି  ଓ ପିଲାଙ୍କ ପରୀକ୍ଷା ପାଇଁ ନିରବଚ୍ଛିନ୍ନ…

କନକ ବ୍ୟୁରୋ : ପ୍ରବଳ ଗରମ ଯୋଗୁଁ ତତଲା ତାୱାରେ ଭାଜି ହେଉଛି ସାରା ଓଡିଶା । ଆଉ ବୋଝ ଉପରେ ନଳିତା ବିଡା ସାଜିଛି, ପାୱାର କଟ୍ ।ଅସହ୍ୟ ଗରମ ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ୍ ଜନଜୀବନକୁ ବ୍ୟତିବ୍ୟସ୍ତ କରିପକାଉଛି । ଚାରିଆଡୁ ଅଭିଯୋଗ ଆସିବା ପରେ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ…

ଦେଶରେ କରୋନା ଉପରମୁହାଁ । ସପ୍ତାହକ ଭିତରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨ ଗୁଣ ବୃଦ୍ଧି । ଦିଲ୍ଲୀ, ହରିଆଣା ଓ ଉତ୍ତର…

କନକ ବ୍ୟୁରୋ: ଦିଲ୍ଲୀ, ହରିଆଣା ଓ ଉତ୍ତର ପ୍ରଦେଶ । ଦେଶରେ କରୋନା ସଂକ୍ରମଣ ଉପର ମୁହାଁ ହୋଇଥିବାବେଳେ ଏହି ୩ ରାଜ୍ୟର ପ୍ରମୁଖ ଯୋଗଦାନ ରହିଛି । ଗତ ସପ୍ତାହରେ ଦିଲ୍ଲୀରୁ ୬୩୨୬, ହରିୟାଣାରୁ ୨୨୯୬ ଓ ୟୁପିରୁ ୧୨୭୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ପୂର୍ବ ସପ୍ତାହ ତୁଳନାରେ ଦୁଇ…

ଦେଶ ବିରୋଧୀ ଖବର ପ୍ରସାରଣ ଉପରେ ସରକାରଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ, ଜାଣନ୍ତୁ କେଉଁ କେଉଁ ୟୁଟ୍ୟୁବ ଚ୍ୟାନେଲ ଉପରେ…

କନକ ବ୍ୟୁରୋ : ଦେଶ ବିରୋଧୀ ଖବର ପ୍ରସାରଣ, ବିଦେଶ ଖବରକୁ ଭୂଲ ଢଙ୍ଗରେ ପରିବେଶଣ କରିବା ସହ ସାର୍ବଜନୀକ ବ୍ୟବସ୍ଥା ଉପରେ ମିଛ ଖବର ପ୍ରସାରଣ କରୁଥିବା ୟୁଟ୍ୟୁବ ଚ୍ୟାନେଲ ସହ କିଛି ପାକିସ୍ତାନୀ ଚ୍ୟାନେଲ ଉପରେ ବ୍ୟାନ ଲଗାଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । ମନ୍ତ୍ରଣାଳୟ…

ଶ୍ରୀମନ୍ଦିର ପରିିକ୍ରମା ପ୍ରକଳ୍ପକୁ ନେଇ ମୁହଁ ଖୋଲିଲେ ଗଜପତି । କହିଲେ, ଶ୍ରୀମନ୍ଦିର ପାଇଁ ନାହିଁ କୌଣସି…

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ତେଜୁଥିବା ବେଳେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଗଜପତି ମହାରାଜ । କହିଛନ୍ତି, ଶ୍ରୀମନ୍ଦିର ପାଇଁ କୌଣସି ବିପଦ ନାହିଁ । ମହାପ୍ରଭୁଙ୍କ କାମକୁ କେହି ବିରୋଧ କରିବା ଉଚିତ ନୁହେଁ । ଆସନ୍ତା ବୁଧବାର ପରିକ୍ରମା ପ୍ରକଳ୍ପର…