Daily Archives

April 24, 2022

ସରକାରୀ ପ୍ରୋତ୍ସାହନରେ ମାଛ ଚାଷ କରି ଲାଭବାନ ହେଉଛନ୍ତି ଏସଏଚଜି ମହିଳା । ଜୀବିକା ମିଶନ, ମତ୍ସ୍ୟ ବିଭାଗ ଏବଂ ୱାର୍ଲ୍ଡ…

କନକ ବ୍ୟୁରୋ: ସରକାରୀ ପ୍ରୋତ୍ସାହନରେ ମାଛ ଚାଷ କରି ସ୍ୱାବଲମ୍ବୀ ହେଉଛନ୍ତି  ସ୍ୱୟଂ ସହାୟକ ଗୋଷ୍ଠିର ମହିଳା । ସରକାରୀ ପ୍ରୋତ୍ସାହନ ଏବଂ ବୈଷୟିକ ତାଲିମ ପାଇ ମତ୍ସ୍ୟ ଚାଷରେ ସଫଳତା ପାଇବା ସହିତ ବାର୍ଷିକ ଲକ୍ଷାଧିକ ରୋଜଗାର କରୁଛନ୍ତି ଏସଏଚଜି ମହିଳା । ମାଛ ଚାଷ ପାଲଟିଛି ସ୍ୱୟଂ ସହାୟକ…

ତାତି ବଢିବା ସହ ବଢୁଛି ମାଟି ପାତ୍ରର ଚାହିଦା । ଫ୍ରିଜ ଅପେକ୍ଷା ମାଟିପାତ୍ରର ଥଣ୍ଡା ପାଣି ପିଇବାକୁ ପସନ୍ଦ କରୁଛନ୍ତି…

କନକ ବ୍ୟୁରୋ: ବଢ଼ିଲାଣି ତାତି ଆଉ ଖରାଯୋଗୁଁ ବଢ଼ୁଛି ମାଟିପାତ୍ରର ଚାହିଦା । ଏହାସହ ସମ୍ବଲପୁରରେ ବଢ଼ୁଛି ମାଟିପାତ୍ର ତଥା ମାଠିଆର ଚାହିଦା । ଥଣ୍ଡା ପାନୀୟ ପାଇଁ ସମ୍ବଲପୁରରେ ଫ୍ରିଜ ଅପେକ୍ଷା ମାଟିପାତ୍ରକୁ ଅଧିକ ପସନ୍ଦ କରୁଛନ୍ତି ଗ୍ରାହକ । ମାଟିପାତ୍ରର ଅଧିକ ଚାହିଦା ଦେଖି କୁମ୍ଭକାରମାନେ…

ଶାଳପତ୍ରରେ ଖଲି, ଦନା, ପ୍ଲେଟ୍ ତିଆରି କରି ଉପକୃତ ହେଉଛନ୍ତି ଲୋକେ । ଇଲେକ୍ଟ୍ରିକ୍ ମେସିନ ସାହାଯ୍ୟରେ ଶାଳ ପତ୍ରକୁ…

କନକ ବ୍ୟୁରୋ: ଶାଳପତ୍ରରେ ଖଲି, ଦନା, ପ୍ଲେଟ୍ ତିଆରି କରି ଉପକୃତ ହେଉଛନ୍ତି ବାଲେଶ୍ୱର ବସ୍ତା ଅଞ୍ଚଳର ଲୋକେ । ଇଲେକ୍ଟ୍ରିକ୍ ମେସିନ ସାହାଯ୍ୟରେ ଶାଳ ପତ୍ରକୁ ଶିଲେଇ କରି ପ୍ରସ୍ତୁତ କରୁଛନ୍ତି ସାମଗ୍ରୀ । ପରିବାରର ପ୍ରାୟ ସମସ୍ତ ସଦସ୍ୟଙ୍କ ସହଯୋଗରେ ଶାଳପତ୍ରରେ ବିଭିନ୍ନ ପ୍ରକାରର…

ବାଲେଶ୍ୱର ବାହାବଳପୁର ଗଭୀର ସମୁଦ୍ରରେ ହେଉଛି ମାଛ ଚାଷ । ଅତ୍ୟାଧୁନିକ ଜ୍ଞାନ କୌଶଳରେ କେଜ କଲଚର ମାଧ୍ୟମରେ ମାଛ ଚାଷ…

କନକ ବ୍ୟୁରୋ: ସମୁଦ୍ର ଭିତରେ ମାଛ ଚାଷ କଥା ଶୁଣିଲେ କୌତୁହଳ ଲାଗୁଥିବ ନିଶ୍ଚୟ । କାରଣ ସମୁଦ୍ର ହେଉଛି ମାଛର ଗନ୍ତାଘର । ଆଉ ତା ଭିତରେ ପଞ୍ଜୁରି ମଧ୍ୟରେ ନୂତନ ଜ୍ଞାନ କୌଶଳରେ କରାଯାଉଛି ମାଛ ଚାଷ । ସ୍ଥଳ ଭାଗରେ ମାଛ ଚାଷ ଅପେକ୍ଷା ସମୁଦ୍ର ମଧ୍ୟରେ ମାଛ ଚାଷ ଦେଉଛି ଅଧିକ ଲାଭ । ଦିନକୁ…

ଧାରା ୩୭୦ ହଟିବା ପରେ ପ୍ରଥମଥର ଜାମ୍ମୁ-କଶ୍ମୀର ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭେଟିଦେଲେ ୨୦ ହଜାର କୋଟି,…

କନକ ବ୍ୟୁରୋ : ଜମ୍ମୁ କାଶ୍ମୀରରୁ ଧାରା ୩୭୦ ହଟିବା ପରେ ପ୍ରଥମ ଥର ପାଇଁ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାମ୍ମୁ ଗସ୍ତ ଅବସରରେ ମୋଦି ୨୦ ହଜାର କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଜାତୀୟ ପଂଚାୟତରାଜ ଦିବସ ଉପଲକ୍ଷେ ମୋଦୀ ଜମ୍ମୁ କାଶ୍ମୀରର…

ଦଶମରୁ ଦ୍ୱାଦଶ ପର୍ଯ୍ୟନ୍ତ ସିଲାବସ କାଣ୍ଟଛାଣ୍ଟ କଲା ସିବିଏସଇ । ହଟାଇଲା, ମୁସଲିମ୍ ଶାସକ ଓ ଇସଲାମୀୟ ସାମ୍ରାଜ୍ୟ…

କନକ ବ୍ୟୁରୋ : ସିବିଏସଇ ସିଲାବସରେ ହୋଇଛି କାଣ୍ଟଛାଣ୍ଟ । ଦଶମରୁ ଦ୍ୱାଦଶ ଶ୍ରେଣୀର ପାଠ୍ୟକ୍ରମରୁ କିଛି ବିଷୟକୁ ହଟାଇ ଦେଇଛନ୍ତି କର୍ତୁପକ୍ଷ । ସେଥିରେ ରହିଛି ଇସଲାମିକ ସାମ୍ରାଜ୍ୟର ଉତଥାନ , ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ, ଶୀତଳ ଯୁଦ୍ଧ, ଶିଳ୍ପ ବିପ୍ଳବ ଆଦି ବିଷୟ ବସ୍ତୁ । ଏହାକୁ ନେଇ…