Daily Archives

April 23, 2022

ରାଜସ୍ଥାନରେ ଭାଙ୍ଗିଲା ୩ଶହ ବର୍ଷ ପୁରୁଣା ମନ୍ଦିର । ମନ୍ଦିର ଉପରେ ବୁଲଡୋଜର ମାଡିବା ନେଇ ଗେହଲଟ୍ ସରକାର ଉପରେ…

କନକ ବ୍ୟୁରୋ: ଦିଲ୍ଲୀ, ୟୁପି, ଗୁଜରାଟ ପରେ ଏବେ ରାଜସ୍ଥାନରେ ଚାଲିଲା ବୁଲଡୋଜର । ହେଲେ ଏଥର ଏକ ୩ଶହ ବର୍ଷ ପୁରୁଣା ମନ୍ଦିରକୁ ଭାଙ୍ଗିବା ପାଇଁ ପ୍ରଶାସନ ବୁଲଡୋଜର ବ୍ୟବହାର କରିଛି । ଆଉ ରାଜ୍ୟର ଗେହଲଟ ସରକାରଙ୍କ ଏହି ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇଛନ୍ତି ଜନତା । ଆଉ ଘଟଣାର ଫାଇଦା…

ଶେଷ ହେବ କି ୟୁକ୍ରେନ-ରୁଷ ଯୁଦ୍ଧ? ଆସନ୍ତା ୪୮ ଘଣ୍ଟା ମଧ୍ୟରେ ହୋଇପାରେ ନିଷ୍ପତ୍ତି

କନକ ବ୍ୟୁରୋ: ୟୁକ୍ରେନ ଉପରେ ଆକ୍ରମଣକୁ ଆହୁରି ଜୋରଦାର କରିଛି ରୁଷିଆ । ଗତ ୨୪ ଘଣ୍ଟା ଭିତରେ ଖାରକିଭ ଉପରେ ୫୬ ଥର ବୋମା ଓ ମିଜାଇଲ୍ ଆକ୍ରମଣ କରିଛି ରୁଷ ସେନା । ସେପଟେ ଯୁଦ୍ଧକୁ ନେଇ ତୁର୍କୀ ସରକାର ବଡ ଦାବି କରିଛି । ଆସନ୍ତା ୪୮ ଘଣ୍ଟା ଭିତରେ ଯୁଦ୍ଧ ଶେଷ ହୋଇପାରେ ବୋଲି ତୁର୍କୀ…

ମହାରାଷ୍ଟ୍ରରେ ହନୁମାନ ଚାଳିଶା ପାଠ କରିବାକୁ ନେଇ ତେଜିଲା ରାଜନୀତି । ଅମରାବତୀ ସାଂସଦ ନବନୀତ ରାଣା ଓ ସ୍ୱାମୀ ରବି…

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଲାଉଡ୍ ସ୍ପିକରରେ ହନୁମାନ ଚାଳିଶା ପାଠ କରିବା ବିବାଦ ଦିନକୁ ଦିନ ତେଜିବାରେ ଲାଗିଛି । ଅମରାବତୀର ନିର୍ଦ୍ଦଳୀୟ ସାଂସଦ ନବନୀତ ରାଣା ଏବଂ ତାଙ୍କ ବିଧାୟକ ସ୍ୱାମୀ ରବି ରାଣା ଶନିବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ବାହାରେ ହନୁମାନ ଚାଳିଶା ପାଠ…

ଦେଶରେ ପୁଣି ଉପରମୁହାଁ କରୋନା ଗ୍ରାଫ । ଲଗାତାର ୪ ଦିନ ଧରି ୨ ହଜାର ଉପରେ ରହୁଛି ଦୈନିକ ସଂକ୍ରମଣ

କନକ ବ୍ୟୁରୋ: ଦେଶରେ ପୁଣିଥରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଲାଣି । ଲଗାତାର ୪ର୍ଥ ଦିନ ୨ ହଜାର ଉପରେ ରହିଛି କରୋନା ସଂକ୍ରମଣ । ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନ୍ୟ ପ୍ରମୁଖରେ ବି ସଂକ୍ରମଣ ଉପର ମୁହାଁ ରହିଛି । ସଂକ୍ରମଣ ବଢୁଥିବାରୁ ଦେଶର ବିଭିନ୍ନ ସ୍ଥାନରେ ବି କଟକଣା ଲାଗୁ ହେଲାଣି…

ନ୍ୟାୟ ଦେଲାନି ପୋଲିସ, ବିଷ ପିଇଲେ ବାପା ଓ ଝିଅ ।

କନକ ବ୍ୟୁରୋ : ପୋଲିସ୍ ନ୍ୟାୟ ନଦେବାରୁ ବିଷ ପିଇଦେଲେ ବାପା ଓ ଝିଅ । ଗୁରୁତର ଅବସ୍ଥାରେ ଉଭୟ ବାପା ଓ ଝିଅଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ବର୍ତମାନ ଉଭୟ ବାପା ଓ ଝିଅ ସୁସ୍ଥ ଥିବା ଜଣାପଡ଼ିଛି । ଅଭିଯୋଗ ଅନୁଯାୟୀ, କଲେଜ ଯାଉଥିବା ବେଳେ ନାବାଳିକା ଝିଅକୁ ବାଟରେ କିଛି ଲୋକେ…

କିଏ ବଞ୍ଚୁଛନ୍ତି ଅଧିକ ଦିନ? ସର୍ଭେ ରିପୋର୍ଟରେ ଆସିଲା ସାଂଘାତିକ ତଥ୍ୟ ।

କନକ ବ୍ୟୁରୋ : ଭାରତର ଉଚ୍ଚବର୍ଗଙ୍କ ଅପେକ୍ଷା ନିମ୍ନବର୍ଗରେ ଲୋକେ କମ ଦିନ ବଞ୍ଚୁଛନ୍ତି । ଏକ ସର୍ଭେ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଆୟୁଷରେ ଏହି ତାରତମ୍ୟ ପାଇଁ ସାମାଜିକ ଓ ଆର୍ଥିକ ଅସମାନତାକୁ ଦାୟୀ କରିଛନ୍ତି ବିଶେଷଜ୍ଞ । ଶିକ୍ଷା ଓ ସ୍ୱାସ୍ଥ୍ୟ ସଚେତନତାରେ ନିମ୍ନ ବର୍ଗ…