Daily Archives

April 22, 2022

ରାଜସ୍ଥାନରେ ଏଂଟ୍ରି ମାରିଲା ବୋଲଡଜର: ୩୦୦ ବର୍ଷର ପୁରୁଣା ମନ୍ଦିର ଭାଙ୍ଗିବାକୁ ନେଇ ତେଜିଲା ଅସନ୍ତୋଷ 

କନକ ବ୍ୟୁରୋ: ବିକାଶ ନାଁରେ  ୩୦୦ ବର୍ଷ ପୁରୁଣା ମନ୍ଦିରକୁ ଭାଙ୍ଗିଲା ପ୍ରଶାସନ । ରାଜସ୍ଥାନର ଅଲୱର ଜିଲ୍ଲାରେ ଏକ ଶିବ ମନ୍ଦିରକୁ ଭାଙ୍ଗି ଦେଇଛନ୍ତି ଗେହଲଟ ସରକାର । ଗୋଟିଏ ପଟେ ୟୁପି, ଏମପି ଏବଂ ଦିଲ୍ଲୀରେ ବିଜେପି ସରକାର ବୁଲଡୁଜର ଚଳାଉଥିବା ବେଳେ ଏବେ ରାଜସ୍ଥାନର କଂଗ୍ରେସ ସରକାର ସମାନ…

ଭାରତ ଗସ୍ତରେ ମରିସସ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ: ଗସ୍ତ ପଛର ଉଦ୍ଦେଶ୍ୟ ଚାଗୋଶ ଦ୍ୱୀପର ବିବାଦ ଥିବା ସୂଚନା

କନକ ବ୍ୟୁରୋ: ପ୍ରବୀଣ କୁମାର ଜଗନ୍ନାଥ, ମୋରିସସ ପ୍ରଧାନମନ୍ତ୍ରୀ । ବୋରିଶ ଜନସନ, ବ୍ରେଟେନ ପ୍ରଧାନମନ୍ତ୍ରୀ । ଗୋଟିଏ ସପ୍ତାହରେ ଉଭୟ ଭାରତ ଗସ୍ତରେ ଆସିଛନ୍ତି । ତା’ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଜ ରାଜ୍ୟ ଗୁଜରାଟକୁ । ଉଭୟ ନେତା ଗୁଜରାଟରୁ ଆରମ୍ଭ କରିଛନ୍ତି ଦୁଇ ଦେଶର…

ସ୍ୱାମୀ, ସ୍ତ୍ରୀ ଓ ସେ… । ସ୍ୱାମୀଙ୍କ ଜୀବନ ନେବାକୁ ସ୍ତ୍ରୀ ଦେଇଥିଲା ସୁପାରି, ଡ୍ରାଇଭରଙ୍କ ସହ ଅନୈତିକ ପ୍ରେମ…

କନକ ବ୍ୟୁରୋ : ଯିଏ ସାରା ଜୀବନ ସାଥୀ ହୋଇ ରହିବା ପାଇଁ , ହାତ ଧରିଥିଲା, ସେ କେମିତି ପ୍ରେମ ପାଇଁ ଅନ୍ଧ ହୋଇଯାଇପାରେ, ଆଉ ଜୀବନ ନେବାକୁ ଷଡଯନ୍ତ୍ର କରିପାରେ ସେଭଳି ଏକ ଖବର ପୂରା ଭୁବନେଶ୍ୱରକୁ ଆଜି ତାଜୁବ କରିଥିଲା । ଭୁବନେଶ୍ୱରରେ ଜଣେ ମହିଳା ଡ୍ରାଇଭର ପ୍ରେମରେ ପାଗଳ ହୋଇ ସ୍ୱାମୀଙ୍କୁ…

ବାରବାଟୀକୁ ଫେରିଲା ଫଟାଫଟ୍ କ୍ରିକେଟ । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦ ମ୍ୟାଚ୍ । ଜାଣନ୍ତୁ କେବେ…

କନକ ବ୍ୟୁରୋ : କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଫଟାଫଟ କ୍ରିକେଟ ପୁଣିଥରେ ଓଡ଼ିଶାକୁ ଫେରିଛି । ଦୀର୍ଘ ବର୍ଷ ପରେ ଓଡ଼ିଶାର ବାରବାଟୀକୁ ପୁଣି ଫେରିଛି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ । ଜୁନ୍ ୧୨ରେ ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ୍ । ଏନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା…

କଂଗ୍ରେସକୁ ପାୱାରକୁ ଆଣିବ କି ପିକେଙ୍କ ଫର୍ମୁଲା? ଗାନ୍ଧୀ ପରିବାର ବାହାରୁ ଜଣଙ୍କୁ ଅଧ୍ୟକ୍ଷ କରିବାକୁ ପ୍ରସ୍ତାବ…

କନକ ବ୍ୟୁରୋ : ଗାନ୍ଧୀଙ୍କ ବିନା କଂଗ୍ରେସ । ଧୀରେ ଧୀରେ ଦୁର୍ବଳ ହେଉଥିବା କଂଗ୍ରେସ କେମିତି ସବଳ ହେବ, ଏଥିପାଇଁ ଏମିତି ଗୁରୁମନ୍ତ୍ର ଦେଇଛନ୍ତି ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର । ଦଳକୁ ମଜଭୁତ କରିବାକୁ ହେଲେ ଗାନ୍ଧୀ ପରିବାର ବାହାରୁ ଜଣଙ୍କୁ କଂଗ୍ରେସ ସଭାପତି କରିବାକୁ ପରାମର୍ଶ…

ପୁରୀ ପରିକ୍ରମା ପ୍ରକଳ୍ପ ବିରୋଧରେ ୨୭ ତାରିଖରେ ପଦଯାତ୍ରା । ଅପରାଜିତା ଓ ସୁର ରାଉତରାୟ ଦେବେ ସମର୍ଥନ, ଏଏସଆଇର…

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ପ୍ରକଳ୍ପ ବିରୋଧରେ ଏକ ବଡ ପଦଯାତ୍ରାର ପ୍ରସ୍ତୁତି ଚାଲିଛି । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶରଧାବାଲିରୁ ସିଂହଦ୍ୱାର ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ପଦଯାତ୍ରାରେ ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ଯୋଗଦେବା ପାଇଁ ଅନୁରୋଧ କରିଛନ୍ତି ବରିଷ୍ଠ କଂଗ୍ରେସ…