Daily Archives

April 20, 2022

୬ଟି ଦେଶରୁ ଭୁବନେଶ୍ୱରକୁ ଚୋରା ଚାଲଣ ହେଉଥିଲା କୋକେନ୍: ସନି ଓ ରବିଙ୍କ ମୋବାଇଲରୁ ମିଳିଲା ଚାଂଚଲ୍ୟକର ତଥ୍ୟ

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରୁ କୋକେନ ମିଳିବା ପରେ ଆଲୋଚନାର ବିଷୟ ହୋଇଥିଲା । ରାଜ୍ୟକୁ ଏହି ଦାମି ନିଶା ଦ୍ରବ୍ୟ କେଉଁଠୁ ଆସୁଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କୋକେନ କାରବାର କରୁଥିବା ୨ଜଣଙ୍କୁ ପଚରାଉଚୁରାବେଳେ ବିଦେଶୀ ଲିଙ୍କ୍ ଥିବା ନେଇ ଚର୍ଚ୍ଚା ହେଉଥିଲା । ଆଜି…

ତାତିରେ ରେକର୍ଡ କଲା ସୋନପୁର । ୪୪.୫ ଡିଗ୍ରୀ ସହ ରାଜ୍ୟର ଉତ୍ତପ୍ତ ସହର ।

କନକ ବ୍ୟୁରୋ: ଗ୍ରୀଷ୍ମ ପ୍ରବାହ ସହ ବିଭିନ୍ନ ସହରରେ ବଢିଚାଲିଛି ତାପମାତ୍ରା । ଆଉ ଏହାରି ଭିତରେ ୪୪.୫ ଡିଗ୍ରୀ ସେଲସିୟସ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ସୋନପୁର । ତେବେ ଚଳିତ ବର୍ଷ ତାତିରେ ରେକର୍ଡ କରିଛି ସୋନପୁର ଜିଲ୍ଲା । ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେଲା ଆକାଶରୁ…

ଆଇପିଏଲ ଉପରେ କରୋନା ସଙ୍କଟ: ଦିଲ୍ଲୀର ଏହି ଖେଳାଳି ହେଲେ କରୋନା ସଂକ୍ରମିତ

କନକ ବ୍ୟୁରୋ: ଆଇପିଏଲକୁ ଡରାଇଲାଣି କରୋନା । ଦିଲ୍ଲୀ କ୍ୟାପିଟାଲ୍ସର ଆଉ ଜଣେ ଖେଳାଳି ଏବେ କରୋନା ପଜିଟିଭ ହୋଇଛନ୍ତି । ନ୍ୟୁଜିଲାଣ୍ଡର ଟିମ ସାଇଫର୍ଟ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଏହାକୁ ମିଶାଇ ଦିଲ୍ଲୀରେ ଏବେ ମୋଟ ୬ ଜଣ ଖେଳାଳି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।…

ଅଣ୍ଡା ଉପରକୁ ମାଡ଼ି ଆସୁଥିଲା ମୃତ୍ୟୁର ମେସିନ୍ । ଲୌହ ଦାନବ ସହ ଲଢେଇ କଲା ପକ୍ଷୀ ମାଆ । ମମତା ଆଗରେ ହାର ମାନିଲା…

କନକ ବ୍ୟୁରୋ: ଧୁଧୁ ଅପରାହ୍ମ, ଏପ୍ରିଲ ମାସର ଖଇଫୁଟା ଖରା । ପକ୍ଷୀଟିଏ ନୂଆ ନୂଆ ମାତୃତ୍ୱ ଲାଭ କରିଛି । ଅଣ୍ଡାରୁ ଛୁଆ ଫୁଟିବାକୁ ଅନେଇ ରହିଛି । କେବେ ତା ଅଣ୍ଡାରୁ ତା ସ୍ନେହବୋଳା ଶାବକ ଦୁନିଆର ଆଲୋକ ଦେଖିବେ, ଚିଁଚିଁ ଶବ୍ଦରେ ତାକୁ ମାଆ ମାଆ ବୋଲି... ତାକୁ ଛୁଇଁଦେବେ, ତାସହ ବୁଲିବେ,…

କ୍ୟାନସର ଔଷଧ ପାଇଁ କାମ କରୁଛନ୍ତି ଓଡିଆ ପୁଅ । ହାଭାର୍ଡ ବିଶ୍ୱବିଦ୍ୟାଳୟରେ ରିସର୍ଚ୍ଚ କରୁଛନ୍ତି ଇନ୍ଦ୍ରଜିତ୍

କନକ ବ୍ୟୁରୋ: ବଡ ବଡ ସାଇଣ୍ଟିଷ୍ଟ ଯେଉଁ କ୍ୟାନସର ପାଇଁ ରିସର୍ଚ୍ଚ କରୁଛନ୍ତି । କ୍ୟାନସରକୁ ଭଲ କରିବାକୁ ଔଷଧ ଖୋଜୁଛନ୍ତି । ସେହି କ୍ୟାନସରର ଚିକିତ୍ସା ପାଇଁ ରିସର୍ଚ୍ଚ କରୁଛନ୍ତି ଜଣେ ଓଡିଆ ପୁଅ । ଇନ୍ଦ୍ରଜିତ୍ ସାହୁ । ନାଁ ଯେମିତି କାମ ବି ଠିକ୍ ସେମିତି । ଇନ୍ଦ୍ରକୁ ଜୟ କଲାଭଳି…

ମନ୍ତ୍ରୀ ନବଦାସଙ୍କ ରୋଷେୟାଙ୍କ ଆତ୍ମହତ୍ୟାକୁ ନେଇ ବଢୁଛି ସନ୍ଦେହ: ଶବ ବ୍ୟବଚ୍ଛେଦକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି…

କନକ ବ୍ୟୁରୋ: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ରୋଷେୟା ଲଳିତ ସାହୁଙ୍କ ଆତ୍ମହତ୍ୟାକୁ ନେଇ ବଢୁଛି ସନ୍ଦେହ । ଶବବ୍ୟବଚ୍ଛେଦକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ନେତା ଟଙ୍କଧର ତ୍ରିପାଠୀ । ସଂଧ୍ୟା ୫ଟାରେ ପରେ ଶବ ବ୍ୟବଚ୍ଛେଦ କରିବାକୁ ନିୟମ ନଥିବା ବେଳେ ରାତି ଅଧିଆ କିପରି ହେଲା ଶବ ବ୍ୟବଛେଦ…