Daily Archives

April 19, 2022

କଂଗ୍ରେସରେ ସାମିଲ ହେବେ କି ପ୍ରଶାନ୍ତ କିଶୋର? ଚାଲିଛି ସୋନିଆଙ୍କ ଘନ ଘନ ବୈଠକ

କନକ ବ୍ୟୁରୋ: କଂଗ୍ରେସ ଦଳରେ ହେବ କି ପ୍ରଶାନ୍ତ କିଶୋରଙ୍କ ଏଂଟ୍ରି । ୨୦୨୪ ପାଇଁ ଦଳକୁ ମିଳିବ କି ନିର୍ବାଚନ ରଣନୀତିକାର ପିକେଙ୍କ ସହଯୋଗ । ଏନେଇ ଲଗାତାର ତିନି ଦିନ ଧରି ସୋନିଆଙ୍କ ବାସ ଭବନରେ ଚାଲିଛି ଘନଘନ ବୈଠକ । ବରିଷ୍ଠ କଂଗ୍ରେସ ନେତାଙ୍କ ସହ ଆଲୋଚନା କରି ପିକେଙ୍କୁ ନେଇ ହୋଇପାରେ…

ହାଜତ ମୃତ୍ୟୁ ଅଭିଯୋଗ ନେଇ ବଢୁଛି ରହସ୍ୟ: ବଡପ୍ରଶ୍ନ, ଏମିତି କଣ ଘଟିଲା ଯେ, ସୁସ୍ଥ ଥିବା ବ୍ୟକ୍ତି ଶବ ହୋଇ ଫେରିଲେ?

କନକ ବ୍ୟୁରୋ: ପୁଲିସ ରେକର୍ଡରେ ଥିବା ପ୍ରଦୀପ ସାହୁଙ୍କ ମୃତ୍ୟୁ ଏବେ ରହସ୍ୟଘେରରେ । ଭୁବନେଶ୍ୱର ବଡଗଡ ଥାନା ହେପାଜତରେ ଥିବାବେଳେ ଏହି ବ୍ୟକ୍ତିଙ୍କ ମୃତ୍ୟୁ କେମିତି ହେଲା ତାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ । ହାଜତ ମୃତ୍ୟୁର ଅଭିଯୋଗ ଆସିବା ପରେ ଏହି ସମ୍ବେଦନଶୀଳ ଘଟଣାରେ ଏନଏଚଆରସିର…

ଚଢ଼ାଉ ହେଉଛି, ଚାର୍ଜସିଟ୍ ଦାଖଲ ହୋଇପାରୁନି: ଭିଜିଲାନ୍ସର ପାରିବାପଣିଆ ଉପରେ ଉଠିଲା ପ୍ରଶ୍ନ

କନକ ବ୍ୟୁରୋ: କୁବେର ପୋଲିସ ଅଫିସର ତ୍ରିନାଥ ମିଶ୍ର୍ରଙ୍କୁ ଜାମିନ୍ । କାରଣ ଭିଜିଲାନ୍ସ ନିର୍ଧାରିତ ସମୟ ମଧ୍ୟରେ ଦାଖଲ କରିପାରିନି ଚାର୍ଜସିଟ୍ । ଏବେ ଭିଜିଲାନ୍ସ କିଛି ପ୍ରମାଣ ଥାଇ ୟା ତା ଘରେ ରେଡ୍ କରୁଛି ନା କେବଳ ନିଜ ବିଭାଗର ଡିଣ୍ଡିମ ପିଟିବା ପାଇଁ ପ୍ରତିଦିନ ରେଡ୍ କରୁଛି ତାହା…

ଖୁବଶୀଘ୍ର ବଦଳିପାରେ ନବୀନଙ୍କ ମନ୍ତ୍ରୀମଣ୍ଡଳ! ବିବାଦୀୟ ମନ୍ତ୍ରୀଙ୍କ ଛାତି ହେଲାଣି ଧଡପଡ, ବୟୋଜ୍ୟେଷ୍ଠଙ୍କୁ ସାମିଲ…

କନକ ବ୍ୟୁରୋ : ବିଦା ହେବେ କି ବିବାଦୀୟ ମନ୍ତ୍ରୀ । ଆଗାମୀ ମେ ୨୯ରେ ନବୀନ ସରକାରଙ୍କ ପଞ୍ଚମ ପାଳିକୁ ତିନି ବର୍ଷ ପୁରୁଛି । ଏହାପୂର୍ବରୁ ମନ୍ତ୍ରିମଣ୍ଡଳରେ ବଡ ଧରଣର ଅଦଳବଦଳ ନେଇ ଆଭାସ ମିଳୁଛି । ତେଣୁ ଯେକୌଣସି ମୂହୂର୍ତରେ ମନ୍ତ୍ରିମଣ୍ଡଳ ପରିବର୍ତନ ହୋଇପାରେ ବୋଲି ଆଶଙ୍କା କରି ହେଭିୱେଟ…

ଦୁବାଇରେ ପାଳିତ ହେଲା ଉତ୍କଳ ଦିବସ: ସମ୍ବର୍ଦ୍ଧିତ ହେଲେ ରୁଚି ଫୁଡ୍ ଲାଇନର ନିର୍ଦ୍ଦେଶିକା ରଶ୍ମି ସାହୁ 

କନକ ବ୍ୟୁରୋ: ଦୁବାଇରେ ରହୁଥିବା ପ୍ରବାସୀ ଓଡିଆମାନଙ୍କ ଦ୍ୱାରା ଓଡିଆ ନବ ବର୍ଷ ପାଳିତ ହୋଇଛି । ଦୁବାଇର ହୋରିଜନ  ଇଣ୍ଟରନ୍ୟାସନାଲ ସ୍କୁଲଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅଥିତି ଭାବେ ରୁଚି ଫୁଡ ଲାଇନର ନିର୍ଦ୍ଦେଶିକା ରଶ୍ମି ସାହୁ ଯୋଗ ଦେଇଥିଲେ । ସୁଦୂର…

ମମିତା ମାମଲା : କୋର୍ଟରେ ମୁହାଁମୁହିଁ ହେବେ ବାପା-ପୁଅ । ନ୍ୟାୟ ଲଢେଇରେ କିଏ ଜିତିବ ଓ କିଏ ହାରିବ?

କନକ ବ୍ୟୁରୋ : ମମିତା ମୃତ୍ୟୁ ମାମଲାରେ ପରସ୍ପର ବିରୋଧୀ ଆଭିମୁଖ୍ୟ ଧରି କଳାକୋଟ ପିନ୍ଧିଲେ ବାପା ପୁଅ । ମମିତା ହତ୍ୟା ଘଟଣାରେ ହାଇକୋର୍ଟରେ ହୋଇଥିବା ଜନସ୍ୱାର୍ଥ ମାମଲାରେ ପୁଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଆଠ ବର୍ଷ ପରେ ଭର୍ଚୁଆଲ…