Daily Archives

April 14, 2022

ରାଜଧାନୀରେ କାୟା ମେଲାଇଲାଣି କୋକେନ୍ । ଦାମୀ ନିଶା ପଛରେ ପାଗଳ ପରି ପଡ଼ିଛନ୍ତି ଯୁବପିଢୀ ।

କନକ ବ୍ୟୁରୋ : କୋକେନ କବଳରେ ରାଜଧାନୀ ଯୁବପୀଢି । ଭୁବନେଶ୍ୱରରେ କୋକେନ ଭଳି ବିଦେଶୀ ନିଶାର ମୋହରେ ପଡିଛନ୍ତି ରାଜଧାନୀର ଯୁବକ । ସାଲିଆ ସାହିରୁ ଏସଟିଏଫ୍ ୨୦୨ ଗ୍ରାମର କୋକେନ ଜବତ କରିବା ସହ ରାଜସ୍ଥାନର ୨ ବେପାରୀଙ୍କୁ ବାନ୍ଧିଛି । କୋକେନ କେଉଁଠୁ ଓଡିଶାକୁ ଆସୁଛି, ରାଜ୍ୟର ଅନ୍ୟ କେଉଁ…

ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ଚର୍ଚ୍ଚିତ ଯୋଡି । ଶେଷ ହେଲା ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବାହାଘର

କନକ ବ୍ୟୁରୋ: ବି-ଟାଉନର ବହୁ ପ୍ରତିକ୍ଷିତ ସେଲିବ୍ରିଟି ବିବାହ ଉତ୍ସବ ସମାପନ ହୋଇଛି । ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରଣବୀର କପୁର ଓ ଆଲିଆ ଭଟ୍ଟ । ବିବାହ ଉତ୍ସବର ସମସ୍ତ ରୀତିନୀତି ପୁରା ହୋଇଛି । ଗତ ୪ବର୍ଷ ଧରି ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢି ଉଠିଥିଲା । ରଣବୀର କପୁରଙ୍କ…

ସାରା ରାଜ୍ୟରେ ପାଳନ ହେଲା ଓଡ଼ିଆ ନବବର୍ଷ । ମହାବିଷୁବ ସଂକ୍ରାନ୍ତି ପାଇଁ ବିଭିନ୍ନ ଦେବୀ ପୀଠ ଉତ୍ସବ ମୁଖର

କନକ ବ୍ୟୁରୋ: ଆଜି ମହାବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ । ଦୁଇ ବର୍ଷ ପରେ କଟକଣା ହଟିଥିବାରୁ ଓଡିଆ ନୂଆ ବର୍ଷରେ ବିଭିନ୍ନ ମନ୍ଦିରରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ଘଟଗାଁ ତାରିଣୀ ପୀଠରେ ମାଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି । ସେପଟେ ରାଜ୍ୟର ବିଭିନ୍ନ ହନୁମାନ…

ପାଇଖାନା ପାଇଁ ୫ ଜଣଙ୍କୁ ହତ୍ୟା । ମାହାଙ୍ଗା ଗଣହତ୍ୟା ମାମଲାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ ।

କନକ ବ୍ୟୁରୋ : ମାହାଙ୍ଗା ଗଣହତ୍ୟା ମାମଲା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବା ବେଳେ ଜଣେ ସାନ ଭାଇ କାହିଁକି ଏତେ ବଡ ଜଘନ୍ୟ କାଣ୍ଡ ଘଟାଇଲା ? ଏମିତି କଣ ହେଲା ଯେ ଜଣେ ଭାଇ ଆଉ ଜଣେ ଭାଇ ଓ ତାଙ୍କ ପରିବାରକୁ ସମ୍ପୂର୍ଣ୍ଣ ଶେଷ କରିଦେଲା ? ଗଣହତ୍ୟା ପଛର କାରଣ କଣ ? ସମସ୍ତଙ୍କ ମନରେ ଏମିତି…

କ’ଣ ହେବ କୁନି ଶିଶୁର ଭବିଷ୍ୟତ? କାହିଁକି ତୃତୀୟ ଲିଙ୍ଗୀଙ୍କୁ ଭିନ୍ନ ଦୃଷ୍ଟିରେ ଦେଖୁଛି ସମାଜ?

କନକ ବ୍ୟୁରୋ: ଯାଜପୁରର ଘରୋଇ ହସପିଟାଲରେ ନବଜାତ ଶିଶୁକୁ ତୃତୀୟ ଲିଙ୍ଗୀ ଘୋଷଣା କରିବା ପରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ମାଆ ଓ ଶିଶୁକୁ ଆଜି ହସପିଟାଲରୁ ଡିସଚାର୍ଜ କରାଯାଇଛି । ଶାଶୁଘର ବାଟ ବନ୍ଦ ହୋଇଯିବାରୁ ନବଜାତକୁ ନେଇ ବାପଘରକୁ ଚାଲିଯାଇଛନ୍ତି ମାଆ । ତେବେ ଏନେଇ କନକ…

ପଞ୍ଚାୟତ ଓ ପୌର ନିର୍ବାଚନରେ ପରାଜୟ ପରେ ମୁହଁ ଖୋଲିଲେ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ପରାଜୟ ହୋଇଛି ସତ, ଲୋକ…

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନରେ ଦଳର ବିପର୍ଯ୍ୟୟ ପରେ ଆଶା ଦେଖାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପଞ୍ଚାୟତ ନିର୍ବାଚନରେ ରାଜ୍ୟରେ ଦଳ ହାରିଥିବା କଥାକୁ ସ୍ୱୀକାର କରିଥିଲେ ବି ବିଜେପିକୁ ୩୦ ପ୍ରତିଶତ ଲୋକ ଭୋଟ ଦେଇଥିବାରୁ ଏହା ଆଶା ସଂଚାର କରିଥିବା ଇଙ୍ଗିତ କରିଛନ୍ତି…