Daily Archives

April 13, 2022

ମାହାଙ୍ଗା ଗଣହତ୍ୟା: ମୁଖ୍ୟ ଅଭିଯୁକ୍ତ ଶିବ ସାହୁଙ୍କୁ କୋର୍ଟଚାଲାଣ କଲା ପୋଲିସ ।

କନକ ବ୍ୟୁରୋ: ମାହାଙ୍ଗାରେ ଗୋଟିଏ ପରିବାରର ୫ ଜଣଙ୍କୁ ବିଭତ୍ସ ହତ୍ୟା ମାମଲା । ମୁଖ୍ୟ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ । ଗଣହତ୍ୟାର ମୁଖ୍ୟ ଅଭିଯୁକ୍ତ ଶିବ ସାହୁଙ୍କୁ କୋର୍ଟଚାଲାଣ କଲା ପୋଲିସ । ଶିବ ସାହୁଙ୍କୁ ସାଲେପୁର କୋର୍ଟରେ ହାଜର କଲା ପୋଲିସ । ତେବେ ରିମାଣ୍ଡରେ ନେଇ ପୋଲିସ ତଦନ୍ତ…

ପୂର୍ବତନ ଡିଜିପି ଅଭୟଙ୍କୁ ମିଳିଲା ନୂଆ ଦାୟିତ୍ୱ । ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିସନ ଅଧ୍ୟକ୍ଷ ହେଲେ ଅଭୟ

କନକ ବ୍ୟୁରୋ: ପୂର୍ବତନ ଡିଜିପିଙ୍କୁ ନୂଆ ଦାୟିତ୍ୱ ଦେଲେ ରାଜ୍ୟ ସରକାର । ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିସନର ଅଧ୍ୟକ୍ଷ ହେଲେ ଅଭୟ । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି । ତେବେ ଆଗାମୀ ୫ ବର୍ଷ କିମ୍ବା ୬୨ ବର୍ଷ ହେଲା…

ଯେଉଁଠି ବିଜେପି ସରକାର, ସେଠାରେ ଦଙ୍ଗା ହେଉଛି । ରାଜସ୍ଥାନରେ ସେମିତି କରିବାକୁ ଚେଷ୍ଟା କଲେ କଡା କାର୍ଯ୍ୟାନୁଷ୍ଠାନ…

କନକ ବ୍ୟୁରୋ : ରାଜସ୍ଥାନର କରୋଲିରେ ରାମନବମୀ ଦିନ ହୋଇଥିବା ହିଂସାକାଣ୍ଡ ଘଟଣାରେ ଗେହଲଟ ସରକାରକୁ ଟାର୍ଗେଟ କରି ଆସୁଛି ବିଜେପି । ଏହାପୂର୍ବରୁ କରୋଲି ହିଂସାକାଣ୍ଡ ଘଟଣାକୁ ବିରୋଧ କରି ବିଜେପି ନ୍ୟାୟ ଯାତ୍ରା ବାହାର କରିବାକୁ ଘୋଷଣା କରିଥିଲା । ତେବେ ଏହି ନ୍ୟାୟ ଯାତ୍ରା ଆରମ୍ଭ ପୂର୍ବରୁ…

ଆକାଂକ୍ଷା ଜିଲ୍ଲାର ଟପ୍-୫ ଭିତରେ ମାଲକାନଗିରି ଜିଲ୍ଲା । ଜାଣନ୍ତୁ, କେତେ ନମ୍ବର ସ୍ଥାନରେ ରହିଲା ମାଲକାନଗିରି…

କନକ ବ୍ୟୁରୋ: ଆକାଂକ୍ଷା ଜିଲ୍ଲାର ଟପ୍-୫ ଭିତରେ ମାଲକାନଗିରି ଜିଲ୍ଲା । ନୀତି ଆୟୋଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ତାଲିକାରେ ମାଲକାନଗିରି ତୃତୀୟ ନମ୍ବର ସ୍ଥାନରେ ରହିଛି । ଆସାମର ଉଦଲଗିରି ପ୍ରଥମରେ ରହିଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛି କର୍ଣ୍ଣାଟକରେ ୟାଦଗିରି । ସେପଟେ ଆକାଂକ୍ଷୀ…

ମମିତାଙ୍କୁ ନ୍ୟାୟ ଦେବା ପାଇଁ କଳାକୋଟ୍ ପିନ୍ଧିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । କହିଲେ ସଠିକ ଭାବରେ…

କନକ ବ୍ୟୁରୋ: ମମିତା ମେହେରଙ୍କୁ ନ୍ୟାୟ ନେବା ପାଇଁ କଳାକୋଟ୍ ପିନ୍ଧିଲେ ନରସିଂହ ମିଶ୍ର । ଯେ ପର୍ଯ୍ୟନ୍ତ ମମିତାଙ୍କୁ ନ୍ୟାୟ ନମିଳିଛି, ସେ ଯାଏଁ ଚୁପ୍ ବସିବେ ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ତୁରେଇକେଲା ଥାନା ଅନ୍ତର୍ଗତ ଝରନି ଗାଁରେ ମମିତାଙ୍କ…

ପଶୁପକ୍ଷୀଙ୍କ ପ୍ରେମରେ ଶୁଭ୍ରାଂଶୁ । ଘର ଘର ବୁଲି ବାଣ୍ଟୁଛନ୍ତି ମାଟି ପାତ୍ର । ଖରାଦିନେ ପଶୁପକ୍ଷୀଙ୍କ ମେଣ୍ଟାଉଛନ୍ତି…

କନକ ବ୍ୟୁରୋ: ପ୍ରକୃତି ଏବଂ ପରିବେଶକୁ ସୁରକ୍ଷା ଦେବା ମଣିଷ କର୍ତ୍ତବ୍ୟ । ହେଲେ ସେଥିପାଇଁ କେହି ଏତେଟା ଯôତବାନ ନଥାନ୍ତି । ହେଲେ ଆମେ ଆଜି ଆପଣଙ୍କୁ ଏପରି ଏକ ପଶୁପକ୍ଷୀ ପ୍ରେମୀଙ୍କୁ ବିଷୟରେ କହିବୁ ଯିଏ ପଶୁପକ୍ଷୀଙ୍କ ପାଇଁ ସବୁକିଛି ତ୍ୟାଗ କରିଦେଇଛନ୍ତି । ଗୀଷ୍ମ ଋତୁରେ ଯେପରି…