Daily Archives

April 13, 2022

ରାଜ୍ୟରେ ବଢ଼ୁଛି ବେଆଇନ ନିଶା କାରବାର । ପ୍ରତିଦିନ ହାରାହାରି ୯୨ ଜଣ ଗିରଫ ହେଉଥିବାବେଳେ ରୁଜୁ ହେଉଛି ୧୧୦ ମାମଲା

କନକ ବ୍ୟୁରୋ: ଚୋରା ନିଶା ବେପାରୀଙ୍କ ଚରାଭୂଇଁ ପାଲଟିଛି ଓଡିଶା । ୨୦୨୧-୨୨ର ଅବକାରୀ ବିଭାଗର ରିପୋର୍ଟରୁ ଏହି ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି । ରିପୋର୍ଟ କହୁଛି ରାଜ୍ୟରେ ହାରାହାରି ଦିନକୁ ୯୨ ଜଣ ଏହି ମାମଲାରେ ଗିରଫ ହେଉଛନ୍ତି । ବଡ କଥା ହେଉଛି ୨୦୨୧-୨୨ରେ ଏହି ସବୁ ମାମଲାରେ…

ଆକାଂକ୍ଷୀ ଜିଲ୍ଳା ଗସ୍ତରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଦଳୀୟ ନେତା । ସରକାରୀ କାର୍ଯ୍ୟକ୍ରମରେ ବିଜେପି ନେତାଙ୍କ…

କନକ ବ୍ୟୁରୋ: ଆକାଂକ୍ଷୀ ଜିଲ୍ଲାରେ କେନ୍ଦ୍ରୀୟ ଯୋଜନାର ସମୀକ୍ଷାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ୧୦ ଜିଲ୍ଲାକୁ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ପଛରେ ବିକାଶ ପାଇଁ ଗୁରୁତ୍ୱ କମ୍, ରାଜନୀତି ଅଧିକ ବୋଲି ସନ୍ଦେହ କରୁଛି ବିଜେଡି । କାରଣ କେନ୍ଦ୍ରମନ୍ତ୍ରୀଙ୍କ ଓଡିଶା ଗସ୍ତସୂଚୀର ଯେଉଁ ତଥ୍ୟ…

ଶିକ୍ଷୟତ୍ରୀ ମମିତା ମେହେରଙ୍କ ନ୍ୟାୟ ଦେବାକୁ ପୁଣି କଳାକୋଟ୍ ପିନ୍ଧିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ।…

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ନ୍ୟାୟ ପାଇଁ ଓକିଲାତିକୁ ଓହ୍ଲାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଦରକାର ହେଲେ କଳାକୋଟ୍ ପିନ୍ଧିବେ ବୋଲି ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ । ଆଉ ଆଜି ହାଇକୋର୍ଟରେ…

ଏକାଠି ପାଞ୍ଚଟି ଜୁଇରେ ଜଳିଲେ ମାହାଙ୍ଗା ଗଣହତ୍ୟାର ଶିକାର ବାପା,ମା ଓ ୩ ପିଲା । ସାମାନ୍ୟ ଜମିବାଡି ବିବାଦରୁ ଦାଦା…

କନକ ବ୍ୟୁରୋ: ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଥିବା ମାହାଙ୍ଗା ଗଣହତ୍ୟା ସମୟର କରୁଣ କାହାଣୀ ସାମ୍ନାକୁ ଆସିଛି । ବଡ ଭାଇ ଓ ଭାଉଜକୁ ହତ୍ୟା କରିବା ପରେ ଶିବ ପ୍ରସାଦ ସାହୁଙ୍କ ଗୋଡ ଧରି ଛାଡି ଦେବାକୁ ନେହୁରା ହୋଇଥିଲେ ପୁତୁରା ଓ ଝିଆରୀ । ହେଲେ କିଛି ଶୁଣିନଥିଲା ଦାନବ ପାଲଟି ଯାଇଥିବା…

ଯାଜପୁରରୁ ଆସିଲା ଲିଙ୍ଗଗତ ଭେଦଭାବର ଅଭାବନୀୟ ଖବର । ତୃତୀୟ ଲିଙ୍ଗୀ ସନ୍ତାନକୁ ଡାକ୍ତରଖାନାରେ ଛାଡି ପଳାଇଲେ ବାପା ଓ…

କନକ ବ୍ୟୁରୋ: ଜଣେ ମହିଳା ଏକ ଘରୋଇ ହସ୍ପିଟାଲରେ, ଏକ ନବଜାତ ଶିଶୁକୁ ଜନ୍ମ ଦେବା ପରେ, ସେହି ପରିବାର ଉପରେ ସତେ ଯେମିତି ସମସ୍ୟାର ପାହାଡ ଲଦି ହୋଇଯାଇଛି । କାରଣ ଜନ୍ମ ହେବା ପରେ ପରେ ଡାକ୍ତର କହିଦେଲେ ଯେ ଶିଶୁଟି ପୁଅ ନୁହେଁ ଝିଅ ନୁହେଁ, ସେ ତୃତୀୟ ଲିଙ୍ଗୀ । ବାସ୍ ଏତିକି କଥା ପରେ…

ପେଟ୍ରୋଲ-ଡିଜେଲ ମହଙ୍ଗା ପରେ ଏହି ରାଜ୍ୟରେ ବଢିଲା ବସ୍, ଅଟୋ ଭଡା । ଜାଣନ୍ତୁ, କେତେ ଟଙ୍କା ବଢିଲା ଦାମ…

କନକ ବ୍ୟୁରୋ: ପେଟ୍ରୋଲ-ଡିଜେଲ ଓ ଗ୍ୟାସ ଦର ମହଙ୍ଗା ହେବା ପରେ ଏବେ ପନିପରିବା ଦର ମଧ୍ୟ ମହଙ୍ଗା ହୋଇସାରିଲାଣି । ଆଉ ଏହାପରେ ଏବେ ସାଧାରଣ ଲୋକଙ୍କ ଟେନସନ୍ ପୁଣି ବଢିବାକୁ ଯାଉଛି । କାହିଁକି ନା, ଖୁବଶୀଘ୍ର ବସ, ଅଟୋ ଓ ସାର୍ବଜନୀନ ପରିବହନ ସେବା ମଧ୍ୟ ମହଙ୍ଗା ହେବାକୁ ଯାଉଛି । ଏହି…