Daily Archives

April 12, 2022

ମୋଦୀ-ବାଇଡେନ୍ କଥାବାର୍ତ୍ତାରୁ ସାମ୍ନାକୁ ଆସିଲା ନୂଆ ସମୀକରଣ: ଭାରତର ସ୍ୱାଧୀନ ବିଦେଶ ନୀତିକୁ ଗ୍ରହଣ କରିନେଇଛି…

କନକ ବ୍ୟୁରୋ: ବଦଳି ଯାଇଛି ଆମେରିକାର ସ୍ୱର । ଯେଉଁ ଆମେରିକା ଅନ୍ୟ ରାଷ୍ଟ୍ରମାନଙ୍କୁ ଏକ ନିର୍ଦ୍ଧିଷ୍ଟ ବାଟରେ ଯିବାକୁ ବାଧ୍ୟ କରେ, ସେହି ଆମେରିକା ଭାରତ ପ୍ରତି ଆଭିମୁଖ୍ୟ ବଦଳାଇଦେଇଥିବା ମନେ ହେଉଛି । ସୋମବାର ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା ବେଳେ…

ପାରା ଚଢୁଛି, ଜଳ କଷ୍ଟ ବଢୁଛି । ଅଧିକାରୀଙ୍କ ଅବହେଳା ଯୋଗୁଁ ଏବେ ନାଗାବଳୀର ଦୂଷିତ ପାଣି ପାଲଟିଛି ସାହା ଭରସା ।

କନକ ବ୍ୟୁରୋ : ଖରା ବଢୁଛି, ତା ସହ ଜଳ କଷ୍ଟ ମଧ୍ୟ ବଢିବାରେ ଲାଗିଛି । ହେଲେ ଖରା ଓ ଜଳକଷ୍ଟଠୁ ବଳି ଯାଇଛି ବିଭାଗୀୟ ଅଧିକାରୀଙ୍କ ଅବହେଳା । ରାୟଗଡାର ଖିଲମିଶଗୁଡାରେ ଦୀର୍ଘ ୫ ମାସ ହେଲା ଅଚଳ ନଳକୂପକୁ ସଜଡା ଯାଇପାରୁ ନାହିଁ । ବାଧ୍ୟହୋଇ ଲୋକେ ନାଗାବଳୀର ଦୂଷିତ ପାଣି ବ୍ୟବହାର କରୁଛନ୍ତି…

ଓମଫେଡ୍ ସ୍କାମର ଅଡିଟ୍ ରିପୋର୍ଟକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ । ୨୩୭ କୋଟି ଟଙ୍କାର…

କନକ ବ୍ୟୁରୋ : ଓମଫେଡ ଅଡିଟରୁ ୨୩୭ କୋଟିର ହେରଫେର ଓ ଆର୍ଥିକ ଅନିୟମିତତା ନେଇ ରିପୋର୍ଟ ମିଳିବା ଏବଂ ଏସଂକ୍ରାନ୍ତୀୟ ତଥ୍ୟ ଆଧାରରେ ଲୋକାୟୁକ୍ତରେ ହୋଇଥିବା ଅପିଲ ଉପରେ କଡା ଆଭିମୁଖ୍ୟ ଦେଖିବାକୁ ମିଳିଛି । ମାମଲାରେ କ୍ରାଇମବ୍ରାଂଚ ତଦନ୍ତ କରି ତିନି ମାସ ମଧ୍ୟରେ ପ୍ରାଥମିକ ରିପୋର୍ଟ…

ବିପଦରେ ପାରାଦୀପ ! ବର୍ଷକୁ ୧ ମିଲିମିଟର ବଢ଼ୁଛି ସମୁଦ୍ର ଉଚ୍ଚତା, ୩ ଫୁଟ ପର୍ଯ୍ୟନ୍ତ ଉଠିଯିବ ପାଣି !

କନକ ବ୍ୟୁରୋ : ପାରାଦୀପରେ ସମୁଦ୍ର ବର୍ଷକୁ ପ୍ରାୟ ୧ ମିଲିମିଟର ଉପରକୁ ଉଠୁଛି । ଅର୍ଥାତ୍ ଦଶ ବର୍ଷରେ ସମୁଦ୍ରର ଉଚ୍ଚତା ୧ ସେଣ୍ଟିମିଟର ବଢ଼ିଯାଉଛି । ହାଇଦ୍ରାବାଦର ଇନକଏସ୍ ଗବେଷଣା ସଂସ୍ଥାର ଏହି ତଥ୍ୟକୁ ରାଜ୍ୟସଭାରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ । ତେବେ…

ଆକାଂକ୍ଷା ଜିଲ୍ଲାର ସ୍ଥିତି ପରଖିବାକୁ ୧୦ ଜିଲ୍ଲାକୁ ଗସ୍ତ କରିବେ ୧୦ କେନ୍ଦ୍ରମନ୍ତ୍ରୀ । ପ୍ରଥମ ଦିନରେ…

କନକ ବ୍ୟୁରୋ : ୧୦ ଆକାଂକ୍ଷୀ ଜିଲ୍ଲା ବୁଲିବେ ୧୦ କେନ୍ଦ୍ରମନ୍ତ୍ରୀ । ପଛୁଆ ଜିଲ୍ଲାର ବିକାଶ ପାଇଁ କେନ୍ଦ୍ର କରିଥିବା ଯୋଜନା କେତେ ଦୂର କାର୍ଯ୍ୟକାରୀ ହୋଇପାରିଛି, ତାର ଅନୁଧ୍ୟାନ କରାଯିବ । ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ସଂଜୀବ ବାଲିୟାନ କୋରାପୁଟ ଗସ୍ତ କରିଛନ୍ତି । ହେଲେ ଏହାକୁ ନେଇ…

ରାସ୍ତାରେ ଅଟକିଲା ରୁକୁଣା ରଥ । ବ୍ୟାପକ ଅବ୍ୟବସ୍ଥା, କାହିଁକି ହେଲା ବିଭ୍ରାଟ ଉଠିଲା ପ୍ରଶ୍ନ ।

କନକ ବ୍ୟୁରୋ : ରୁକୁଣା ରଥଯାତ୍ରାରେ ଅବ୍ୟବସ୍ଥାକୁ ନେଇ ଭକ୍ତଙ୍କ ମହଲରେ ଉତ୍ତେଜନା ପ୍ରକାଶ ପାଇଛି । ରୁକୁଣା ରଥର ଚକ ଦବି ଯିବା, ଠାକୁର ମାଉସୀ ମା ମନ୍ଦିର ପହଞ୍ଚିବାକୁ ତିନି ଦିନ ସମୟ ଲାଗିବା ଏବଂ ଲିଙ୍ଗରାଜଙ୍କ ରଥ ଭାଙ୍ଗି ଫେରିବା ସମୟରେ ମାଆ ପାର୍ବତୀଙ୍କ ପାଲିଙ୍କି ଭାଙ୍ଗିଯିବା ଘଟଣା…