Daily Archives

April 10, 2022

ହୁ ହୁ ହୋଇ ବଢିଚାଲିଛି ଅତ୍ୟାବଶ୍ୟକ ସାମଗ୍ରୀର ଦର: ଏଥିରୁ ବାଦ୍ ପଡ଼ିନି ଲେମ୍ବୁ, ଉପକୂଳରୁ ଉପାନ୍ତ, ସବୁଠି ସମାନ…

କନକ ବ୍ୟୁରୋ: ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ ଅହେତୁକ ଭାବେ ବଢି ଚାଲିଥିବା ବେଳେ ଏଥିରୁ ବାଦ୍ ପଡ଼ିନି ଲେମ୍ବୁ । ସାଧାରଣତଃ ଖରା ଦିନେ ଲୋକଙ୍କ ପଖାଳ କଂସା ପାଖରେ ପ୍ରଥମେ ଲେମ୍ବୁ ଆବଶ୍ୟକତା ପଡ଼ିଥାଏ । ଘରକୁ ବନ୍ଧୁ ବାନ୍ଧାବ ଆସିଲେ ଆତିଥ୍ୟ ସତ୍କାର ପାଇଁ ପ୍ରଥମେ ଲେମ୍ବୁର…

ଭୁବନେଶ୍ୱର ଝାରପଡ଼ା ହାଟ ଭଙ୍ଗା ଘଟଣା । ବିନା ନୋଟିସରେ କାହିଁକି ଭାଙ୍ଗିଲା ବିଏମସି, ଥାନାରେ ପହଞ୍ଚିଲେ ବିଜେପି ଓ…

କନକ ବ୍ୟୁରୋ : ଭୁବନେଶ୍ୱର ସ୍ଥିତ ଝାରପଡ଼ା ହାଟ ଭଙ୍ଗା ଘଟଣାକୁ ନେଇ ତେଜିଲା ରାଜନୀତି । ବିନା ନୋଟିସରେ ବିଏମସି କାହିଁକି ହାଟ ଭାଙ୍ଗିଲା ସେ ନେଇ ବିରୋଧୀ ବିଜେପି ଏବଂ କଂଗ୍ରେସ ପ୍ରଶ୍ନ କରିଛନ୍ତି । ଏଥିସହ ଯେଉଁମାନଙ୍କର ଦୋକାନ ଭାଙ୍ଗିଛି ସେମାନଙ୍କୁ ଥଇଥାନ କରିବା ସହିତ କ୍ଷତିପୂରଣ…

କଟକ ଯୋବ୍ରା ନିକଟ ମହାନଦୀରେ ବୁଡିଗଲେ ତିନି ନାବାଳକ: ଜଣେ ମୃତ, ଏବେ ବି ୨ ଜଣ ନିଖୋଜ

କନକ ବ୍ୟୁରୋ: ପୁଣି ମହାନଦୀରେ ଅଘଟଣ । ଗାଧୋଇବାକୁ ଆସି ଗୋଡ ଖସିଯିବାରୁ ତିନି ଜଣ ନଦୀରେ ବୁଡିଯାଇଥିଲେ । ବହୁ ଖୋଜାଖୋଜି ପରେ ସାହିଲ୍ ଖାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ଅନ୍ୟ ଦୁଇ ଜଣ ଆୟୁର ଏବଂ ରାଜଙ୍କୁ ଖୋଜି…

ରାମ ପାଲଟିଛନ୍ତି କି ରାଜନୀତିର ମାଧ୍ୟମ ? ମହାତ୍ମା ଗାନ୍ଧୀଙ୍କ ରାମ ରାଜ୍ୟ ଠାରୁ ବିଜେପିର ରାମ ମନ୍ଦିର ପର୍ଯ୍ୟନ୍ତ…

କନକ ବ୍ୟୁରୋ : ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମ କୋଟି କୋଟି ହିନ୍ଦୁଙ୍କର ଆରାଧ୍ୟ ଦେବତା । ଫଳରେ ରାମଙ୍କ ନାମ ପ୍ରତି ଏମାନଙ୍କର ବିଶେଷ ଆକର୍ଷଣ ରହିଛି, ଆଉ ଏହାକୁ ବ୍ୟବହାର କରି ରାମଙ୍କ ନାମ ନେଇ ରାଜନୀତିର ରୁଟି ସେକିବାକୁ ଚେଷ୍ଟା କରିଆସିଛନ୍ତି ରାଜନୈତିକ ଦଳମାନେ । ଏବେ ମଧ୍ୟ ସେହି…

ଇମ୍ରାନ ବିଦା ହେବା ପରେ ପ୍ରଧାନମନ୍ତ୍ରୀ ଦୈଡ଼ରେ ଶାହାବାଜ ସରିଫ: କଶ୍ମୀର ପ୍ରସଙ୍ଗରେ କହିଲେ ଏମିତି କଥା

କନକ ବ୍ୟୁରୋ: ପଡୋଶୀ ପାକିସ୍ତାନରେ କିଛି ଦିନ ହେଲା ଚାଲିଥିବା ରାଜନୈତିକ ସଂକଟ ନିର୍ଣ୍ଣାୟକ ମୋଡ ନେଇଛି  । ଗତକାଲି ବିଳମ୍ବିତ ରାତିରେ ପାକିସ୍ତାନ ସଂସଦରେ ଆସ୍ଥା ଭୋଟରେ ଇମ୍ରାନ ଖାନ ପରାଜିତ ହୋଇଛି  । ଫଳରେ ପାକିସ୍ତାନରେ ଇମ୍ରାନ ଖାନ ସରକାରର ପତନ ଘଟିଛି । ପାକିସ୍ତାନର ନେସନାଲ…

ପୁରୀରେ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲର ଉଦଘାଟନ ପୂର୍ବରୁ ତେଜିଲା ରାଜନୀତି । ବ୍ୟଙ୍ଗାତ୍ମକ ଟ୍ୱିଟ୍ କରି…

କନକ ବ୍ୟୁରୋ : ପୁରୀ ମେଡିକାଲ କଲେଜ ଉଦଘାଟନ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ଶ୍ରେୟ ରାଜନୀତି । ବରିଷ୍ଠ ବିଜେପି ନେତା ସମ୍ବିତ ପାତ୍ର ଟୁଇଟ କରି କହିଛନ୍ତି, ଏହାର ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବା ଉଚିତ । ବିଜେଡି ସରକାର ଏହାର କ୍ରେଡିଟ୍…