Daily Archives

April 7, 2022

ଟୋପେ ପାଣି ପାଇଁ ବଢ଼ୁଛି ଲୋକଙ୍କ ଚିନ୍ତା । ହାଣ୍ଡି, ମାଠିଆ ଧରି ପିଇବା ପାଣି ପାଇଁ ପ୍ରତିଦିନ ହେଉଛି ସଂଘର୍ଷ ।

କନକ ବ୍ୟୁରୋ : ଖରାଦିନ ଆରମ୍ଭରୁ ପାଣିପାଇଁ ହାହାକାର । ପାଣି ଟୋପେ ପାଇଁ ଉପାନ୍ତ ଅଞ୍ଚଳରୁ ଉପକୂଳ, ଲୋକଙ୍କୁ ଖୁବ କଷ୍ଟ କରିବାକୁ ପଡ଼ୁଛି । ସ୍ୱାଭିମାନ ଅଞ୍ଚଳରେ ଲୋକଙ୍କ ପାନୀୟ ଜଳ ସଂଗ୍ରହ କରିବାକୁ ଚାଲି ଚାଲି ବହୁ ଦୂର ଅତିକ୍ରମ କରିବାକୁ ପଡ଼ୁଛି । ସେପଟେ କେନ୍ଦ୍ରାପଡ଼ା ଜିଲ୍ଲା…

ପାରାଦୀପ ରାଜନୀତିରେ ପାୱାର ସୋ । ବିଜେଡିର କ୍ରସ ଭୋଟିଂ, ସ୍ୱାଧୀନ ପ୍ରାର୍ଥୀ ହେଲେ ପୌର ଉପାଧ୍ୟକ୍ଷ ।

କନକ ବ୍ୟୁରୋ : ପାରାଦୀପ ରାଜନୀତିରେ ପାୱାର ସୋ । ବିଜେଡି ବିଧାୟକ ବନାମ ବାପି ସର୍ଖେଲ । ସାରା ରାଜ୍ୟରେ ଯେଉଁ ରାଜନୈତିକ ଦଳ ବିଜୟର ଧ୍ୱଜା ଉଡ଼ାଇ ଚାଲିଛି, ସେହି ଦଳକୁ ଅଡ଼ୁଆ ହୋଇଗଲା କ୍ରସ ଭୋଟିଂ । ବିଧାୟକଙ୍କୁୁ ଚକମା ଦେଇଦେଲେ ବିଦ୍ରୋହୀ । ପୌର ଉପାଧ୍ୟକ୍ଷ ପାଇଁ ହୋଇଥିବା ଭୋଟରେ…

ଚୁଲି ଭାଙ୍ଗିବା ପରେ ପ୍ରଶାସନର ଚେତା ପଶିଲା । ଶ୍ରୀମନ୍ଦିର ସୁରକ୍ଷା ବଢ଼ାଇବା ପାଇଁ ପଦକ୍ଷେପ ନେଲା ଜିଲ୍ଲା ପ୍ରଶାସନ ।

କନକ ବ୍ୟୁରୋ : ଶ୍ରୀଜଗନ୍ନାଥଙ୍କ ଚୁଲି ଭଙ୍ଗାଯିବା ପରେ ପ୍ରଶାସନର ଚେତା ପଶିଲା । ଶ୍ରୀମନ୍ଦିର ସୁରକ୍ଷାକୁ ବଢ଼ାଇଛି ପ୍ରଶାସନ । ଶ୍ରୀମନ୍ଦିର କୋଣ ଅନୁକୋଣ ଏଣିକି ସିସିଟିଭି ନଜରରେ ରହିବ । ମୋଟ ୧୩୫ଟି ସିସିଟିଭି ନଜରରେ ରହିବ ପୂରା ମନ୍ଦିର ପ୍ରାଙ୍ଗଣ । ଏ ନେଇ ସୂଚନା ଦେଇଛନ୍ତି ପୁରୀ…

ସାମ୍ବାଦିକଙ୍କ ଗୋଡ଼ରେ ନୀଳଗିରି ପୋଲିସ ବେଡ଼ି ପକାଇବା ଘଟଣା । ତଦନ୍ତ କରିବେ ଡିଏସପି Rankର ଅଫିସର ।

କନକ ବ୍ୟୁରୋ : ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ମାମଲାରେ ତଦନ୍ତ ଆରମ୍ଭ ହୋଇଛି  । ଜଣେ ଡିଏସପି ରାଙ୍କର ଅଧିକାରୀ ମାମଲାର ଅନୁଧ୍ୟାନ କରୁଥିବା କହିଛନ୍ତି ବାଲେଶ୍ୱର ଏସପି ସୁଧାଂଶୁ ମିଶ୍ର । ତେବେ ଏହି ପ୍ରସଙ୍ଗରେ ଯାହାର ବି ଭୁଲ ଥିବ ଏବଂ ତଦନ୍ତରୁ ଯେଉଁ ଦିଗ ସାମ୍ନାକୁ ଆସିବ, ସେହି…

ସବୁ ସୀମା ଟପିଗଲା ଓଡ଼ିଶା ପୁଲିସ । ସାମାନ୍ୟ ବଚସା ପାଇଁ ଡାକ୍ତରଖାନାରେ ସାମ୍ବାଦିକଙ୍କ ଗୋଡରେ ପକାଇଲା ବେଡି, କେଉଁଠୁ…

କନକ ବ୍ୟୁରୋ : ସୀମା ଟପିଗଲା ଓଡ଼ିଶା ପୋଲିସ୍ । ବର୍ଦ୍ଦିର ବହପ ମୁଣ୍ଡକୁ ଏତେ ଚଢ଼ିଯାଇଥିଲା ଯେ, ଜଣେ କର୍ତବ୍ୟରତ ସାମ୍ବାଦିକଙ୍କ ସହ ପେଶାଦାର ଅପରାଧୀ ଭଳି ବ୍ୟବହାର କରାଯାଇଥିଲା । ସମ୍ବାଦ ଓ କନକ ନ୍ୟୁଜର ନୀଳଗିରି ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ଗିରଫ କରିଥିବା ନୀଳଗିରି ପୋଲିସ୍ ତାଙ୍କୁ…

ବିହାର ବିଧାନ ପରିଷଦ ନିର୍ବାଚନରେ ଏନଡିଏର ବାଜିମାତ, ଜାଣନ୍ତୁ କାହାକୁ ମିଳିଲା କେତେ ଆସନ

କନକ ବ୍ୟୁରୋ : ବିହାର ବିଧାନ ପରିଷଦ (ଏମଏଲସି) ର ୨୪ ଆସନ ପାଇଁ ହୋଇଥିବା ଭୋଟିଂର ଆଜି ଫଳାଫଳ ଆସିଛି । ଏଥିରେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ବାଜିମାତ କରିଛି । ମୋଟ ୨୪ ଆସନ ପାଇଁ ହୋଇଥିବା ନିର୍ବାଚନରେ ଏପର୍ଯ୍ୟନ୍ତ ୨୧ ଟି ଆସନର ଫଳାଫଳ ପ୍ରକାଶ ପାଇଛି । ଏହି ୨୧ ଟି ଆସନ…