Daily Archives

April 5, 2022

ନର୍ସିଂ ବହିରେ ଅଜବ ପାଠ: ଯୁକ୍ତି, ଯୌତୁକ ଦେଇ ଭଲ ଯାଗାରେ ବାହା ହୋଇପାରିବେ ଅସୁନ୍ଦରି ଝିଅ

କନକ ବ୍ୟୁରୋ: ଭାରତରେ ଯୈାତୁକ ନେବା ଓ ଦେବାକୁ ଅପରାଧ ବିବେଚନା କରାଯାଉଥିବା ବେଳେ, ନର୍ସିଂ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ପଢାଯାଉଛି ଅଜବ ପାଠ । ଇଣ୍ଡିଆନ ନର୍ସିଂ କାଉନସିଲ ପାଠ୍ୟକ୍ରମରେ ସାମିଲ ହୋଇଥିବା ଟି.କେ. ଇନ୍ଦ୍ରାଣୀଙ୍କ ଦ୍ୱାରା ଲିଖିତ ସୋସିଓଲୋଜି ବହିରେ ଯୈାତୁକର ଉପାଦେୟତା…

ବିଗୁଡୁଛି ଶ୍ରୀଲଙ୍କା ସ୍ଥିତି, ଚିନ୍ତାରେ ନାଗରିକ । ଖାଇବାକୁ ମିଳୁନି, ଗାଡ଼ି ଚଳାଇବାକୁ ଇନ୍ଧନ ବି ନାହିଁ ।

କନକ ବ୍ୟୁରୋ : ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି ଶ୍ରୀଲଙ୍କାର ସମସ୍ୟା । ଆର୍ଥିକ ସଙ୍କଟ ଏଭଳି ଭୟଙ୍କର ହୋଇପଡିଛି ଯେ, ସରକାର ଚଳାଇବାକୁ କୌଣସି ବି ଦଳ ସକ୍ଷମ ହୋଇ ପାରୁନାହାନ୍ତି । ସେପଟେ ଲୋକଙ୍କ ପାଖରେ ଖାଇବାକୁ ସାମଗ୍ରୀ ନାହିଁ । ରୋଷେଇ ପାଇଁ ଗ୍ୟାସ ଓ ଜାଳେଣି ତେଲ ନାହିଁ । ଗାଡି…

ଗାଙ୍ଗପୁର ଆଇଆଇସି ମୃତ୍ୟୁ ରହସ୍ୟରୁ ଉଠୁନି ପରଦା: କୋର୍ଟକୁ କେସ ଯିବା ପରେ ଗଞ୍ଜାମ ପୋଲିସ ଛାତିରେ ଛନକା

କନକ ବ୍ୟୁରୋ: ଗାଙ୍ଗପୁର ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ଏବେ ବି ରହସ୍ୟ ଘେରରେ । ସହକର୍ମୀ ପୁଲିସ ସନ୍ଦେହ ଘେରରେ ଥିବା ବେଳେ ତଦନ୍ତ ଦାୟିତ୍ୱ ମଧ୍ୟ ତାଙ୍କରି ହାତରେ ଥିବାରୁ ଗୁମର ଖୋଲିବା ନେଇ ସନ୍ଦେହ ରହିଥିଲା । କିନ୍ତୁ ଏବେ ଏହି ମାମଲା ହାଇକୋର୍ଟରେ ପହଁଚିଛି । ଆଇଆଇସିଙ୍କ…

୧୫ ଦିନରେ ୧୩ ଥର ବଢିଲାଣି ତେଲଦର: ଟୁଇଟି କରି ମୋଦୀ ସରକାରଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ

କନକ ବ୍ୟୁରୋ: ୨୦୧୪ରେ ଦେଶରେ ମୋଦି ସରକାର ଆସିବା ପରେ ଦୀର୍ଘ ବର୍ଷ ଧରି ଅଶୋଧିତ ତୈଳ ଦର ନୀଚା ରହିଲା । ତେବେ ମୋଦି ସରକାର ଆସିବା ବେଳେ ଲିଟର ପିଛା ପେଟ୍ରୋଲ ଦର ପ୍ରାୟ ୭୦ ଟଙ୍କା ଥିବା ବେଳେ ଏବେ ପ୍ରାୟ ୧୧୦ଟଙ୍କାରେ ପହଁଚିଛି- ଯାହା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି । ମାସେ ତଳେ…

ଓଡିଶା ବିଜେପିର ଦିଲ୍ଲୀ ରାଜନୀତିକୁ ନେଇ ଚର୍ଚ୍ଚା: ଜେପି ନଡ୍ଡାଙ୍କୁ ରାଜ୍ୟ ନେତା ଭେଟିବା ପରେ ପ୍ରଧାନମନ୍ତ୍ରୀଙ୍କୁ…

କନକ ବ୍ୟୁରୋ: ମୋଦିଙ୍କ ସହ ସାଂସଦ ଅପରାଜିତାଙ୍କ ଏହି ଫଟୋ ଟ୍ୱିଟ କରିଛନ୍ତି ନିଜେ ଅପରାଜିତା ଷଡଙ୍ଗୀ । ଆଉ ଲେଖିଛନ୍ତି, ବିଭିନ୍ନ ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା କରିଛନ୍ତି ଏବଂ ମୋଦିଙ୍କଠାରୁ ସେ ସବୁବେଳେ ପ୍ରେରଣା ପାଆନ୍ତି । ମୋଦିଙ୍କ ସହ ଅପରାଜିତାଙ୍କ ସାକ୍ଷାତ ଏକ…

ବିଜେବି କଲେଜରେ ସାର୍ଟିଫିକେଟ ସ୍କାମ: ମିଛ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ନାମ ଲେଖାଇଛନ୍ତି ୮ ଛାତ୍ରଛାତ୍ରୀ

କନକ ବ୍ୟୁରୋ: ରାଜ୍ୟର ଅନ୍ୟତମ ବଡ କଲେଜ ବିଜେବି କଲେଜରୁ ଆସିଛି ଆଶ୍ଚର୍ଯ୍ୟଜନକ ଘଟଣା । ୮ ଜଣ ଛାତ୍ରଛାତ୍ରୀ ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଇ କଲେଜରେ ନାମ ଲେଖାଇଛନ୍ତି । ଗତ ତିନିବର୍ଷ ମଧ୍ୟରେ ଏହି ୮ଜଣ ଛାତ୍ରଛାତ୍ରୀ କଲେଜରେ ନାମ ଲେଖି ପାଠପଢୁଥିବା ବେଳେ ଏହାର ଟେର ପାଇନଥିଲେ କଲେଜ…