Daily Archives

April 4, 2022

ଦରଦାମ ବୃଦ୍ଧି ନେଇ କେନ୍ଦ୍ର ଉପରେ ବର୍ଷିଲେ ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାକୁ କହିଲେ ଜନ ଧନ ଲୁଟ୍…

କନକ ବ୍ୟୁରୋ : ଦିନକୁ ଦିନ ଆକାଶଛୁଆଁ ହେଲାଣି ପେଟ୍ରୋଲ, ଡିଜେଲ ଦର । ହୁ ହୁ ହୋଇ ବଢୁଥିବା ଦରଦାମକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟ୍ କରି କହିଲେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ପ୍ରକୃତ ନାମ ଜନ ଧନ ଲୁଟ୍ ଯୋଜନା ହେବା କଥା ।…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବଙ୍କ ପ୍ରତିକ୍ରିୟା । କହିଲେ, ଶ୍ରୀମନ୍ଦିର ସୁରକ୍ଷା…

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ । କହିଛନ୍ତି, ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଦ୍ୱାରା ଶ୍ରୀମନ୍ଦିର ସୁରକ୍ଷା ପ୍ରତି କୌଣସି ବିପଦ ନାହିଁ । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ସହ ସମନ୍ୱୟ ରଖି ପ୍ରକଳ୍ପ କାର୍ଯ୍ୟ ଆଗଉଥିବା…

ସାଂଘାତିକ ହେଉଛି ଶ୍ରୀଲଙ୍କା ସଙ୍କଟ । କର୍ଫ୍ୟୁ ପରେ ବି ଥମୁନି ଆନ୍ଦୋଳନ, ରାସ୍ତାକୁ ଓହ୍ଲାଇ ଲୋକେ କହୁଛନ୍ତି ‘ଆମକୁ…

କନକ ବ୍ୟୁରୋ : ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି ଶ୍ରୀଲଙ୍କା ଆର୍ଥିକ ପରିସ୍ଥିତି । ଖାଦ୍ୟ ଓ ଜରୁରୀ ସାମଗ୍ରୀର ଅଭାବ ଦେଶବାସୀଙ୍କୁ ରାସ୍ତାକୁ ନେଇ ଆସିଛି । ଆଉ ଦିନକୁ ଦିନ ଶ୍ରୀଲଙ୍କାରେ ଲୋକଙ୍କ ଆକ୍ରୋଶ ବଢିବାରେ ଲାଗିଛି । ଲୋକଙ୍କ ରାଗକୁ ନଜରରେ ରଖି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ…

ଆଇଆଇସି ମୃତ୍ୟୁ ମାମଲାରେ ନ୍ୟାୟ ମିଳିବା ନେଇ ଦେଖାଦେଲା ଆଶା । ହାଇକୋର୍ଟରେ ପହଁଚିଲା ମାମଲା ।

କନକ ବ୍ୟୁରୋ: ଗାଙ୍ଗପୁର ଆଇଆଇସି ଦେବକୁମାର ଗମାଙ୍ଗ ମୃତ୍ୟୁକୁ ନେଇ ସନ୍ଦେହ ଭିତରେ ମାମଲା ଏବେ ହାଇକୋର୍ଟରେ ପହଁଚିଛି । ମାମଲାର ସିବିଆଇ ତଦନ୍ତ ସହ ସନ୍ଦେହରେ ଥିବା ଭଞ୍ଜନଗର ଏସଡିପିଓ ଓ ଆଇଆଇସିଙ୍କର ପଲିଗ୍ରାଫ ଟେଷ୍ଟ, ଦାବି କରି ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଆଉ ଏହି ଆବେଦନକୁ…

ପାକିସ୍ତାନ ରାଜନୀତିରେ ଥମୁନି ଝଡ । ଦେଶର ନୂଆ କାମଚଳା ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କଲେ ଇମ୍ରାନ ଖାନ୍ ।

କନକ ବ୍ୟୁରୋ : ପାକିସ୍ତାନ ରାଜନୀତିରେ ଉଠିଥିବା ଝଡ ଥମିବାର ନାଁ ନେଉନାହିଁ । କାହା ହାତକୁ ଦେଶ ସମ୍ଭାଳିବାର ଗୁରୁ ଦାୟିତ୍ୱ ଯିବ ସେନେଇ ଲାଗି ରହିଛି ହାଇ ଡ୍ରାମା । ଏହାରି ଭିତରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ନିଜ ଦଳର ପରାମର୍ଶ ନେବା ପରେ ପାକିସ୍ତାନର ପୂର୍ବତନ ମୁଖ୍ୟ ବିଚାରପତି…

ଶର୍ମିଷ୍ଠା ଖୋଲିଲେ ମେମୋରି ଚିପର ଗୁମର । କହିଲେ, ଚିପରେ ଥିଲା ନିରଞ୍ଜନ ସେଠୀଙ୍କ ଭିଡିଓ…

କନକ ବ୍ୟୁରୋ: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ପଛର ମୂଳ କାରଣ ଥିଲା ମେମୋରି ଚିପ୍ । ଯାହା ପାଖରେ ଏଯାଏଁ ପହଞ୍ଚି ପାରିନାହିଁ କ୍ରାଇମବ୍ରାଞ୍ଚ । ଚିପରେ ଏମିତି କଣ ଥିଲା ଯେଉଁଥିପାଇଁ ମାନସକୁ ହତ୍ୟା କରାଗଲା, ତାହା ମଧ୍ୟ ଜାଣିପାରି ନାହାନ୍ତି ତଦନ୍ତକାରୀ ଅଧିକାରୀ । କିନ୍ତୁ ଜେରା…