Daily Archives

April 3, 2022

ହଟୁନି ଗାଙ୍ଗପୁର ଆଇଆଇସିଙ୍କ ମୃତ୍ୟୁ ରହସ୍ୟ । ମୃତ୍ୟୁର ଦିନକ ପୂର୍ବରୁ ଭଲ ଥିଲା ତାଙ୍କର ମାନସିକ ସ୍ଥିତି ।

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁକୁ ନେଇ ଏବେ ବି ରହସ୍ୟ ଜାରିରହିଛି । ମୃତ୍ୟୁକୁ ନେଇ ନୂଆ ନୂଆ ବିଷୟ ସାମ୍ନାକୁ ଆସିଛି । ଏଭଳି ସମୟରେ ଆଇଆଇସିଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ସ୍ଥାନୀୟ ଅଞ୍ଚଳର ଜଣେ ସରପଞ୍ଚ ପ୍ରାର୍ଥୀ ।…

କଟକଣା କୋହଳ ହେବା ପରେ ଆସିଛି ତୋଷାଳି ମେଳା: ୨ବର୍ଷ ପରେ ଭଲ ବ୍ୟବସାୟ କରିବାକୁ ଆଶା ରଖିଛନ୍ତି ବ୍ୟବସାୟୀ 

କନକ ବ୍ୟୁରୋ: ତୋଷାଳି ମେଳା ପାଇଁ ସଜେଇ ହୋଇଛି ଭୁବନେଶ୍ୱର ଜନତା ମଇଦାନ । ଏହି ମେଳାରୁ ବିଭିନ୍ନ ପ୍ରକାର ହସ୍ତଶିଳ୍ପ ଏବଂ ଘରକରଣା ସାମଗ୍ରୀ କିଣିବାକୁ ସଂଧ୍ୟା ହେଲେ ଜମୁଛି ରାଜଧାନୀବାସୀଙ୍କ ଭିଡ଼ । ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କାରିଗର ମାନଙ୍କ ଦ୍ୱାରା ମୋଟ୍ ୪୨୦ଟି ଷ୍ଟଲ…

କିପରି ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ବିଧାୟକ ଅନୁପ ସାଏ । କଳ୍ପନା ଦାସ ଓ ବବଲି ହତ୍ୟା ମାମଲାରେ ସାମ୍ନାକୁ ଆସିଲା…

କନକ ବ୍ୟୁରୋ : ଡବଲ ମର୍ଡର ମାମଲାରେ କେମିତି ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ବିଧାୟକ ଅନୁପ ସାଏ । ଅନୁପ ସାଏଙ୍କୁ କୋର୍ଟ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଣି ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି, ଶୁଣାଣି ଆରମ୍ଭରୁ ବିଧାୟକ ମୃତ କଳ୍ପନାକୁ ଚିହ୍ନିନଥିବା ନେଇ ଜୋର ଦେଇ କହିବା…

ଅନାସ୍ଥା ଭୋଟ ପୂର୍ବରୁ ବଡ଼ ଖେଳ ଖେଳିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ । ଇମ୍ରାନଙ୍କ ସୁପାରିଶ ପରେ ପାକ୍ ସଂସଦକୁ…

କନକ ବ୍ୟୁରୋ: ଭାରତର ପଡୋଶୀ ପାକିସ୍ତାନ ରାଜନୀତିରେ ବଡ ହଲଚଲ ଦେଖିବାକୁ ମିଳିଛି । ଇମ୍ରାନ ସରକାର ବିରୋଧରେ ଅନାସ୍ଥା ଭୋଟ ପୂର୍ବରୁ ପ୍ରସ୍ତାବ ଖାରଜ ହୋଇଯାଇଛି । ସେପଟେ ପ୍ରଧାନମନ୍ତ୍ରୀଙ୍କ ସୁପାରିଶ ପରେ ରାଷ୍ଟ୍ରପତି ସଂସଦ ଭଙ୍ଗ କରି ତିନି ମାସ ଭିତରେ ନିର୍ବାଚନ କରିବାକୁ ନିର୍ଦ୍ଦେଶ…

କୁଆଡ଼େ ଗଲା ମେମୋରୀ ଚିପ୍ ? ଅଧିକ ପଚରାଉଚରା ପାଇଁ ଶର୍ମିଷ୍ଠା ଓ ଝୁନା ଭୋଇଙ୍କୁ ପୁଣି ତିନି ଦିନିଆ ରିମାଣ୍ଡରେ ନେଲା…

କନକ ବ୍ୟୁରୋ: ଆଉ ତିନିଦିନ ରିମାଣ୍ଡରେ ଯିବେ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ ଝୁନା ଭୋଇ । ତେବେ ସବୁଠାରୁ ବଡ କଥା ହେଲା ମାନସ ହତ୍ୟା ପଛର ମୁଖ୍ୟ କାରଣ ମେମୋରୀ ଚିପକୁ ନେଇ ରହସ୍ୟ ବଢ଼ୁଛି । ଘଟଣାର ମାଷ୍ଟରମାଇଣ୍ଡ…

ଜଗନ୍ନାଥଙ୍କ ଚୁଲି ଭାଙ୍ଗିଲା କିଏ ? ଭକ୍ତଙ୍କ ଭାବାବେଗ ସହ ଖେଳ, ଶ୍ରୀମନ୍ଦିର ସୁରକ୍ଷା ଉପରେ ଲାଗିଲା ପ୍ରଶ୍ନଚିହ୍ନ ।

କନକ ବ୍ୟୁରୋ : ଜଗନ୍ନାଥଙ୍କ କୋଟି କୋଟି ଭକ୍ତଙ୍କ ଭାବନା ସହ ଖେଳାଯାଇଛି ଖେଳ । ଶ୍ରୀମନ୍ଦିର ରୋଷଘରେ ଅଭାବନୀୟ ଘଟଣା ଘଟିଛି । ଯେଉଁ ରୋଷଘରକୁ ସବୁଠୁ ବଡ଼ ରୋଷଶାଳା ବୋଲି କୁହାଯାଏ, ସେହି ରୋଷଘରେ ପଶି ୮୦ରୁ ଅଧିକ ଚୁଲିକୁ ଶାବଳରେ ତାଡ଼ି ଦେଇଛନ୍ତି ଦୁର୍ବୃତ । ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ…